Daily Archives

May 20, 2020

କୋଣାର୍କ ମନ୍ଦିର ଓ ସହର ସଂପୂର୍ଣ୍ଣ ରୂପେ ସୌରଶକ୍ତି ଚାଳିତ ହେବ

ନୂଆଦିଲ୍ଲୀ: ଓଡିଶାର କୋଣାର୍କ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଶକ୍ତି ଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ…
ଅଧିକ ଖବର ଦେଖନ୍ତୁ...

ଝଡ଼ ତୋଫାନ ବିପଦ ଟଳିଛି, ପ୍ରବଳ ବର୍ଷାର ଆଶଙ୍କା ନାହିଁ: ଏସ୍‌ଆରସି

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପୁଜିଥିବା ଭୟଙ୍କର ସ୍ଥିତି ରହିବ ନାହିଁ। ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିଥିବାରୁ ଝଡ଼ ତୋଫାନ ବିପଦ ଟଳିଛି। ଓଡ଼ିଶାର ଏବେ କେବଳ ବର୍ଷା ହେବ। କିନ୍ତୁ ପ୍ରବଳ ବର୍ଷା ହେବାର ଆଶଙ୍କା ଉପୁଜି ନାହିଁ। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ…
ଅଧିକ ଖବର ଦେଖନ୍ତୁ...

ଘର ଭିତରେ ପଶି ନାବାଳିକାଙ୍କୁ ଅସଦାଚରଣ!, ଅଭିଯୁକ୍ତ ଯୁବକ ଗିରଫ 

ବାରିପଦା: ବାରିପଦା ଟାଉନ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଘର ଭିତରେ ପଶି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସମଧୁବନ ଅଂଚଳର  ରାହୁଲ ଦଣ୍ଡସେନା (୨୨)କୁ ଗିରଫ କରି କୋର୍ଟ ଚାଲଣ କରିଛି । ଘରେ କେହି ନଥିବାର ସୁଯୋଗ…
ଅଧିକ ଖବର ଦେଖନ୍ତୁ...

‘ଅମ୍ଫାନ୍‌’: ଲାଣ୍ଡଫଲ୍‌ ପ୍ରକ୍ରିୟା ଶେଷ; ଏବେ ଅବପାତର ରୂପ ନେଇ ସ୍ଥଳପଥରେ ଉତ୍ତର ପୂର୍ବ ଦିଗରେ ଗତିକରୁଛି

ନୂଆଦିଲ୍ଲୀ/ କୋଲକାତା: ଅତିଭୀଷଣ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଆଜି ସନ୍ଧ୍ୟା ୭ଟା ୨୫ମିନିଟ ସମୟରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିଛି। ସ୍ଥଳଭାଗକୁ ପ୍ରବେଶ କରିବା ପରେ ଏହା ପଶ୍ଚିମବଙ୍ଗ ଉପରଦେଇ ଉତ୍ତର ପୂର୍ବ ଦିଗକୁ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ: ୧,୪୦୦ କର୍ମଚାରୀଙ୍କୁ ଛଟେଇ କରିବ ଓଲା

ନୂଆଦିଲ୍ଲୀ: ଟ୍ୟାକ୍ସି ସେବା ପ୍ରଦାନ କରୁଥିବା କମ୍ପାନୀ ଓଲା ନିଜର ୧,୪୦୦ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ତରଫରୁ କୁହାଯାଇଛି ଯେ, କରୋନା ଭାଇରସ ଏବଂ ଲକଡାଉନ ଯୋଗୁଁ କମ୍ପାନୀ କ୍ଷତିଗ୍ରସ୍ତ ହୋଇଛି, ଗତ ଦୁଇ ମାସ ମଧ୍ୟରେ କୌଣସି ରୋଜଗାର ନାହିଁ। ରୋଜଗାର ନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଗର : ବିଏସଏଫ ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଜି ବିଏସଏଫ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଘଟଣାରେ ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀନଗରର ନାଗବଲ ଅଞ୍ଚଳରେ ଥିବା ପଣ୍ଡାଜ୍ ଛକ ନିକଟରେ ଥିବା ବିଏସଏଫ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ…

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ମେ ୨୨ ରେ ହର୍ଷବର୍ଦ୍ଧନ ଏହି ୩୪ ସଦସ୍ୟ ବିଶିଷ୍ଟ ଦାୟିତ୍ୱ ଗ୍ରହଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଧାମରା: ବାତ୍ୟା ଆଶ୍ରୟସ୍ଥଳରେ ରହିଲେ ୮ ପଞ୍ଚାୟତର ଲୋକ

ଭଦ୍ରକ: ସମୁଦ୍ର ଉପକୂଳବର୍ତ୍ତୀ ଧାମରା ନିକଟସ୍ଥ ୮ ପଞ୍ଚାୟତର ଲୋକଙ୍କ ଉପରେ ପ୍ରଶାସନ ପକ୍ଷରୁ ଅଧିକ ନଜର ରଖାଯାଇଥିଲା। ଏଇ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ, କସିଆ ଓ ଚୂଡାମଣି ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଥିବାରୁ ସେମାନେ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଡଙ୍ଗା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଅମ୍ଫାନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ଯୋଗୁଁ ଓଡ଼ିଶାର ଲୋକେ ପ୍ରଭାବିତ ହୋଇଛନ୍ତି। ମୋଟ ୩୪ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ନେସ୍‌କୋ ଅଧିନରେ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ, କାର୍ଯ୍ୟାଳୟକୁ ସିଲ୍ କରାଯିବା ସହ ଆରମ୍ଭ…

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁ ବିସ୍ତାର ଶୀର୍ଷରେ ରହିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି | ସୂଚନାନୁସାରେ, ଦିଲ୍ଲୀର ନିର୍ମାଣ ଭବନରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ…
ଅଧିକ ଖବର ଦେଖନ୍ତୁ...