Daily Archives

May 28, 2020

ପୁଲିସ୍ ଜାଲରେ ୨ ନକଲି ପୁଲିସ୍, କାଗଜପତ୍ର ଯାଞ୍ଚ କରି ମାଲବାହୀ ଭ୍ୟାନରୁ ମାଗୁଥିଲେ ଚାନ୍ଦା

ରାୟଗଡ଼ା: ପୁଲିସ୍ ପରିଚୟ ଦେଇ ମାଲବାହୀ ଗାଡ଼ିର କାଗଜପତ୍ର ଯାଞ୍ଚ କରି ଚାନ୍ଦ‌ା ମାଗୁଥିବା ୨ ନକଲି ପୁଲିସକୁ କାବୁ କରିଛି ଚାନ୍ଦିଲି ପୁଲିସ୍। ଗତକାଲି ବିଳମ୍ବିତ ରାତିରେ ୨ ଦୁର୍ବୃତ୍ତକୁ ପୁଲିସ୍ କାବୁ କରିବା ପରେ କେଉଁ କେଉଁ ମାମଲାରେ ଏମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରତି ତିନି ମାସରେ ନୂଆ ବୁଲେଟ ମଡେଲ ଲଞ୍ଚ୍‌ କରିବ ରୟାଲ ଏନଫିଲଡ୍‌

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ଅଟୋମୋବାଇଲ କମ୍ପାନିମାନଙ୍କ ବିକ୍ରି ଚିନ୍ତାଜନକଭାବେ ହ୍ରାସ ପାଇଛି । ଏପ୍ରିଲ ମାସରେ ଅଧିକାଂଶ କମ୍ପାନି କୌଣସି ଯାନବାହାନ ବିକ୍ରି କରିନଥିଲେ । କିନ୍ତୁ ଏବେ ବଜାର ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ଅଟୋମୋବାଇଲ କମ୍ପାନିମାନେ ଗ୍ରାହକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ କ୍ଷମତାପ୍ରାପ୍ତ ମନ୍ତ୍ରୀସ୍ତରୀୟ ବୈଠକ: କୋଭିଡ-୧୯ର ତଥ୍ୟଭିତ୍ତିକ ଗବେଷଣାକୁ ଗୁରୁତ୍ୱ ଦେବାକୁ…

ଝାରସୁଗୁଡ଼ା: କୋଭିଡ-୧୯ ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତାପ୍ରାପ୍ତ ମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫରେନ୍‌ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ଓ ଏହା ଉପରେ ଆଲୋଚନା ହୋଇଥିଲା। ବିଶେଷକରି କୋଭିଡ୍‌-୧୯ର…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ ଚେନ୍ନାଇରୁ ସାଲେମକୁ ଉଡ଼ାଣ କରିଥିବା ୬ଜଣ ଯାତ୍ରୀ, ସଙ୍ଗରୋଧରେ ରହିଲେ ୫୦ବିମାନ ଯାତ୍ରୀ

ଚେନ୍ନାଇ: ମେ ୨୫ରୁ ପରୀକ୍ଷାମୂଳକ ଭାବେ ଘରୋଇ ବିମାନ ସେବାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର | ବିଭିନ୍ନ କଟକଣା ସହ ବିମାନ ଉଡ଼ାଣ ଭରିବ ବୋଲି କୁହାଯାଇଥିବା ବେଳେ ଏବେ ବିମାନରେ ଯାତ୍ରା କରି ସାରିବା ପରେ ଯାତ୍ରୀ କରୋନା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି |…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା: ବଜ୍ରପାତରେ ଜଣେ ମୃତ, ତିନି ଜଣ ଆହତ 

ଲଇକେରା: ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳରେ ଆଜି ମଧ୍ୟାହ୍ନ ସମୟରେ କାଳବୈଶାଖୀ ଯୋଗୁ ବର୍ଷା କୁଆପଥର ସହିତ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ହଠାତ ଘୋଟି ଆସିଲା କଳା ହାଣ୍ଡିଆ ମେଘ ସହ କୁଆପଥର…
ଅଧିକ ଖବର ଦେଖନ୍ତୁ...

ଆଧାର ଭିତ୍ତିକ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ସୁବିଧାର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:  କେନ୍ଦ୍ରୀୟ ବଜେଟର ଘୋଷଣା ଅନୁସାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ  ନିର୍ମଳା ସୀତାରମଣ ଆଜି ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ସମୟରେ ବିହାରକୁ ଚାଲାଣ ବେଳେ ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ନବରଙ୍ଗପୁର/ମଇଦଲପୁର: ଲକଡାଉନର ସୂଯୋଗ ନେଇ କୋରାପୁଟରୁ ବିହାରକୁ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ପାପଡାହାଣ୍ଡି ପୁଲିସକୁ ଏକ ବିଶେଷ ସୂତ୍ରରୁ ସୂଚନା ଆସିଥିଲା ଯେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଏକ ଟ୍ରକରେ…
ଅଧିକ ଖବର ଦେଖନ୍ତୁ...

ଶାଳି ବିବାହରେ ଯୋଗ ଦେବାକୁ ଆସିଥିବା ଭିଣୋଇକୁ କରୋନା: ବର-ବଧୂ ସମେତ ୧୦୦ଜଣ ସଙ୍ଗରୋଧରେ ରହିଲେ

ଭୋପାଲ: କରୋନା ଭାଇରସ୍‌ ହେତୁ ଜାରି ହୋଇଥିବା ଲକ୍‌ଡାଉନ୍‌ କାରଣରୁ ବିବାହ ଉତ୍ସବ ଆଦି ଉପରେ କଟକଣା ଲାଗୁ କରାଯାଇଛି। ଯଦି ଜରୁରୀ ପରିସ୍ଥିତି ପଡ଼ୁଛି ତେବେ ସାମାଜିକ ଦୂରତା ଅବଲମ୍ବନ କରି ବିବାହ ଉତ୍ସବର ଆୟୋଜନ କରାଯାଉଥିବା ପୂର୍ବରୁ ଦେଖିବାକୁ ମିଳିଛି। ଏହି କ୍ରମରେ ମଧ୍ୟପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଗୁରୁବାରଦିନ ୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ୧୨ଟି ନୂଆ ଚାର୍ଜସିଟ ଦାଖଲ କରିଛି । ଏମାନେ ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ । ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଅର୍ଚ୍ଚନା…
ଅଧିକ ଖବର ଦେଖନ୍ତୁ...