Daily Archives

May 28, 2020

ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ାକୁ କେନ୍ଦ୍ର କରି କେନ୍ଦ୍ର-ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦ ନିନ୍ଦନୀୟ: ସୁପ୍ରିମ୍‌…

ନୂଆଦିଲ୍ଲୀ: ସମଗ୍ର ଦେଶ ଏବେ କରୋନା ମାହାମାରୀକୁ ନେଇ ଯୁଝୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ାକୁ କେନ୍ଦ୍ର କରି ଯେଉଁ ସଂକୀର୍ଣ୍ଣ ରାଜନୈତିକ ଲଢ଼େଇ ଚାଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ କୌଣସି ପରିସ୍ଥିତିରେ ବି ବରଦାସ୍ତ କରାଯାଇ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଅଜଣା ଟ୍ରକ୍ ଧକ୍କାରେ ଯୁବକଙ୍କର ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ଅଙ୍ଗିନଦି ନିକଟରେ ଗତକାଲି ବୁଧବାର ରାତ୍ର ପ୍ରାୟ ୯ଟାରେ ଏକ ଅଜଣା ଟ୍ରକ୍ ଧକ୍କାରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଯୁବକ ଜଣକ ପାପଡାହାଣ୍ଡି ବ୍ଲକ ପାତ୍ରି ଗ୍ରାମର ଟଙ୍କଧର ଗୌଡ (୨୦) ବୋଲି ଜଣାପଡିଛି। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଥମୁନି ହାତୀ ଉପଦ୍ରବ: ଘର ଛାରଖାର କକିବା ସହ ଖାଇଗଲେ ଖାଦ୍ୟ ସାମଗ୍ରୀ, ଅଳ୍ପକେ ବର୍ତ୍ତିଲେ ୱାର୍ଡ ମେମ୍ବର

ରାଉରକେଲା: କୋଇଡା ବ୍ଲକ ମାଲଦା ପଞ୍ଚାୟତ ଗିଡେଇ ଗ୍ରାମରେ ୧୦ ଗୋଟି ଜଙ୍ଗଲି ହାତୀ ପଶି ଯାଇ ୪ ନଂ ୱାର୍ଡର ୱାର୍ଡ ମେମ୍ବର ଗମ୍ବାରୀ ମୁଣ୍ଡା ଗତକାଲି ନିଜ ଘରେ ସପରିବାର ଶୋଇଥିବା ବେଳେ ଅଚାନକ ୧୦ ଗୋଟି ହାତୀ ଆସି ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଛାରଖାର କରିଥିବା ବେଳେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଅଘଟଣର ଦିନ: ରାଇରଙ୍ଗପୁରରେ ଦୁର୍ଘଟଣା, ଆଖି ବୁଜିଲେ ଦୁଇ ନାବାଳିକା 

ରାଇରଙ୍ଗପୁର: ଆଜି ସକାଳ ଥିଲା ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ପାଇଁ ଅଶୁଭ | ଅଘଟଣରେ ପ୍ରାଣ ହରାଇଲେ ୧୨ ବର୍ଷର ଦୁଇ ଜଣ ନାବାଳିକା | ସକାଳେ ଘଡଘଡି ସହ ବର୍ଷା ହେବାରୁ ଜାମଦା ଥାନା ତେଣ୍ଡରା ଗ୍ରାମର ସ୍ବର୍ଗତ ଗୁଲିଆ ସିର୍କାଙ୍କ ଝିଅ ଶିବାନୀ ଗାଁ ପାଖ ବିଲକୁ ଯାଇଥିବା ବେଳେ ବଜ୍ରପାତ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ଭୟରେ ଏହି ୫ଟି ରାଜ୍ୟରୁ ସବୁ ପ୍ରକାରର ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଲା କର୍ଣ୍ଣାଟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ପୁଣି ଥରେ ପଡୋଶୀ ରାଜ୍ୟର ପରିବହନକୁ ସ୍ଥଗିତ ରଖିଛନ୍ତି। ଏଥର ଏହି ତାଲିକାରେ ପାଞ୍ଚଟି ରାଜ୍ୟ ରହିଛି। ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ କୌଣସି ବିମାନ, ଟ୍ରେନ୍ କିମ୍ବା ଅନ୍ୟାନ୍ୟ ଯାନକୁ ରାଜ୍ୟକୁ ଆସିବାକୁ ଅନୁମତି…
ଅଧିକ ଖବର ଦେଖନ୍ତୁ...

କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ରାଜନୈତିକ ଦଳର ନେତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ନେତାମାନଙ୍କୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି । ମେ’ ୩୦ ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଘର ନିର୍ମାଣ ପାଇଁ ମାଟି ଖେଳୁଥିବା ସମୟରେ ମାଟି ତଳୁ ଶୁଣାଗଲା ଶିଶୁର କାନ୍ଦ ସ୍ୱର, ଆଉ ତା’ପରେ

ସିଦ୍ଧାର୍ଥନଗର: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ମାଟି ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରଛନ୍ତି। ଉଦ୍ଧାର ପରେ ନବଜାତକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି। ସୂଚନାଯୋଗ୍ୟ, ଗ୍ରାମର ସୋନୌରା…
ଅଧିକ ଖବର ଦେଖନ୍ତୁ...

କୋର୍ଟରେ କସବ ବିରୁଦ୍ଧରେ ସାକ୍ଷୀ ଦେଇଥିବା ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧନକରଙ୍କ ମୃତ୍ୟୁ

ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣ ଘଟାଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସବକୁ କୋର୍ଟରେ ଚିହ୍ନଟ କରିଥିବା ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧନକରଙ୍କ ମୃତ୍ୟୁହୋଇଛି । ମୁମ୍ବାଇ ଉପକଣ୍ଠ କଲ୍ୟାଣସ୍ଥିତ ନିଜ ଘରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ଯଥେଷ୍ଟ ନୁହେଁ ୬ ଫୁଟର ସମାଜିକ ଦୂରତା, ୨୦ଫୁଟ୍ ପର୍ଯ୍ୟନ୍ତ ବାୟୁରେ ଗତି କରିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ନୁହେଁ ୬ଫୁଟର ସମାଜିକ ଦୂରତା । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ କହିବା ଅନୁସାୟୀ ୨୦ଫୁଟ ପର୍ଯ୍ୟନ୍ତ ବାୟୁରେ ଗତି କରିପାରିବ ଭୂତାଣୁ ବହନ କରୁଥିବା ବାୟୁ କଣିକା । ତେବେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି, ୪୫.୨ ଡିଗ୍ରିରେ ସିଝିଲା ଟିଟିଲାଗଡ଼

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି । ସକାଳ ୯ଟା ପରେ ବାହାରକୁ ଯିବା କଷ୍ଟ ହେଉଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ଖରାପ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ୪୫.୨ ଡିଗ୍ରି ତାପମାତ୍ରା ରେକର୍ଡ…
ଅଧିକ ଖବର ଦେଖନ୍ତୁ...