Daily Archives

May 28, 2020

କରୋନାରୁ ସୁସ୍ଥ ହେଉଛି ଓଡ଼ିଶା: ୩ ଦିନରେ ୨୨୨ ଜଣ ଆକ୍ରାନ୍ତ, ୨୩୮ ସୁସ୍ଥ

ଭୁବନେଶ୍ୱର: କୋଭିଡ-୧୯ ବିରୋଧରେ ଓଡ଼ିଶା ସଫଳତାର ସହିତ ମୁକାବିଲା କରୁଛି । ଦିନକୁ ଦିନ ଓଡ଼ିଶାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସୁବ୍ୟବସ୍ଥା ସହ ପ୍ରଶାସନିକ ସହଯୋଗ ଯୋଗୁଁ ଏଭଳି ହୋଇପାରିଛି । ସେହିଭଳି ଡାକ୍ତର,…
ଅଧିକ ଖବର ଦେଖନ୍ତୁ...

୭ ଜଣ ଯାତ୍ରୀ ନେଇ ଭଦ୍ରକରୁ ଖଣ୍ଡିଏ ବସ୍ ଗଲା ଭୁବନେଶ୍ୱର

ଭଦ୍ରକ: ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକମାନେ ଆଲୋଚନା କରିବା ପରେ ଆଜି ବସ୍ ସେବା ଆରମ୍ଭ ହୋଇଛି। ଭଦ୍ରକର ବନ୍ତଛକ ବସ ଷ୍ଟପ୍ ଠାରୁ ଖଣ୍ଡିଏ ବସ୍ ବହୁ ସମୟ ଅପେକ୍ଷା କରିବା ପରେ ମାତ୍ର ୭ ଜଣ ଯାତ୍ରୀଙ୍କୁ ନେଇ ଭଦ୍ରକରୁ ଭୁବନେଶ୍ୱର ଯାତ୍ରା କରିଛି। ସକାଳ ୭ଟା ବେଳେ ଏକ ଘରୋଇ ବସ୍…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ : ସ୍କୁଲ ବନ୍ଦ ହେବା ପରେ ମନରେଗା ସହ ଯୋଡ଼ିହେଲେ ଶିକ୍ଷକ, ଦିନକୁ ମିଳୁଛି ୨୩୫ଟଙ୍କା

ଜୟପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖାଯାଇଥିବା ବେଳେ ସ୍କୁଲ-କଲେଜକୁ ମଧ୍ୟ ବନ୍ଦ ରଖାଯାଇଛି | ଏଭଳି ହେବା ଦ୍ୱାରା ଦରମା ନପାଇ କିଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ଖବର ସାମ୍ନାକୁ ଆସୁଛି | ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦେଖି…
ଅଧିକ ଖବର ଦେଖନ୍ତୁ...

ମାସ୍କ ନପିନ୍ଧିଲେ ଧରାପଡ଼ିବେ ରାଜଧାନୀବାସୀ, ଜଗିବ ଡ୍ରୋନ

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହାକୁ ପାଳନ କରୁ ନାହାନ୍ତି । ତେଣୁ କୋଭିଡ-୧୯ ନିୟମ ଉଲଂଘନ କରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଡ୍ରୋନ…
ଅଧିକ ଖବର ଦେଖନ୍ତୁ...

ନଦୀରୁ ପାଣି ପିଉଥିବା ବେଳେ ମହିଳାଙ୍କ ହାତକୁ କାମୁଡ଼ି ଖାଇଦେଲା କୁମ୍ଭୀର

ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଚାଷଜମିରେ କାମ କରୁଥିବା ବେଳେ ଜଣେ ମହିଳା ନିକଟସ୍ଥ ନଦୀକୁ ପାଣି ପିଇବାକୁ ଯାଇଥିଲେ। ଏହି ସମୟରେ ସେ ଏକ କୁମ୍ଭୀର ଆକ୍ରମଣର ଶିକାର ହୋଇ ସବୁଦିନ ପାଇଁ ନିଜର ବାମ ହାତ ହରାଇଛନ୍ତି। ସୂଚନାଯୋଗ୍ୟ, ଶିବପୁରୀ…
ଅଧିକ ଖବର ଦେଖନ୍ତୁ...

କେବଳ ଟୀକା ଓ ଔଷଧ ମାଧ୍ୟମରେ କରୋନାକୁ ଜିତିହେବ, ୧ ବର୍ଷ ମଧ୍ୟରେ ଟୀକା ବାହାର କରିବାକୁ ଭାରତ ଉଦ୍ୟମ କରୁଛି

ନୂଆଦିଲ୍ଲୀ : କରୋନା ଭାଇରସ ବିରୋଧୀ ଲଢେଇକୁ କେବଳ ଟୀକା ଓ ଔଷଧ ମାଧ୍ୟମରେ ଜିତିହେବ । ସାଧାରଣତଃ ଗୋଟିଏ ରୋଗର ଟୀକା ବାହାର କରିବାକୁ ୧୦ରୁ ୧୫ ବର୍ଷ ସମୟ ଲାଗେ । କିନ୍ତୁ ୧ ବର୍ଷ ମଧ୍ୟରେ ଟୀକା ବାହାର କରିବାକୁ ଭାରତ ଉଦ୍ୟମ କରୁଛି ବୋଲି କହିଛନ୍ତି ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ…
ଅଧିକ ଖବର ଦେଖନ୍ତୁ...

ଗୋଆରୁ ରାଉରକେଲା ଫେରିଲେ ୯୨ ପ୍ରବାସୀ, କିଛି ସମୟ ପରେ ପହଞ୍ଚିବେ ସୁରତ ଫେରନ୍ତା

ରାଉରକେଲା: ଗୋଆ ମଦଗାଓଁ ରୁ ଫେରୁଲେ ୯୨ ପ୍ରବାସୀ। ଆଜି ଅପରାହ୍ନ ପ୍ରାୟ ୪ଟାରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ରାଉରକେଲା ଷ୍ଟେସନରେ ପହଁଚିଲା। ପ୍ରବାସୀଙ୍କ ମଧ୍ୟରେ ୩୫ ଜଣ ଝାଡଝଣ୍ଡ, ୧୨ ଜଣ ପଶ୍ଚିମବଙ୍ଗର ଓ ଅନ୍ୟ ୪୫ଜଣ ରାଉରକେଲା, ବଣାଇ, ଲାଠିକଟ, ନୂଆଗାଁ, ସାରନଗରୀ ଅଂଚଳର। ପ୍ରବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

କେରଳରେ ଫସିଥିବା ୧୭୦ ଜଣ ଓଡ଼ିଆ ଝିଅଙ୍କୁ ବିମାନରେ ଫେରାଇ ଆଣିବାକୁ ବ୍ୟବସ୍ଥା କଲେ ସୋନୁ ସୁଦ୍

ଭୁବନେଶ୍ୱର: ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡିଆ ଝିଅ । ଆସନ୍ତାକାଲି ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ରାଜ୍ୟକୁ ଫେରିବେ । ଏହି ଯୁବତୀମାନେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ ସମସ୍ତେ ଚାକିରିରୁ ଇସ୍ତଫା ଦେଇ…
ଅଧିକ ଖବର ଦେଖନ୍ତୁ...

ମିଳିଲାନି ଚିକିତ୍ସା, ଡାକ୍ତରଖାନା ବାହାରେ ୪୪ ଡିଗ୍ରି ଖରାରେ ଅଧଘଣ୍ଟା କାଳ ପଡି ରହିଲେ ଆମ୍ବୁଲାନ୍ସ ଚାଳକ

ସାଗର: କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଦେଶ ସେମାନଙ୍କୁ ସଲାମ କରୁଛି | କରୋନା ଭଳି ମହାମାରୀ ସମୟରେ ସଂକ୍ରମଣକୁ ହ୍ରାସ  କରିବା ପାଇଁ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଥିବା ବେଳେ ନିଜ…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ଦେଲା ସବୁଜ ରଙ୍ଗର କେଶର ଥିବା ଅଣ୍ଡା; ବୈଜ୍ଞାନିକ ବି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ; ସାଧାରଣତଃ କୁକୁଡ଼ା ଅଣ୍ଡାର କେଶର ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ କେବେ କୁକୁଡ଼ା ସବୁଜ ରଙ୍ଗର କେଶର ଥିବା ଅଣ୍ଡା ଦେଇଥିବା ଦେଖିଛନ୍ତି? ଏମିତି ଏକ ଘଟଣା ବାସ୍ତବରେ କେରଳରେ ବସବାସ କରୁଥିବା ଜଣେ କୁକୁଡ଼ା ଚାଷୀଙ୍କ ଘରେ ଘଟିଛି। ଏଠାରେ ଏକ କୁକୁଡ଼ା ସବୁଜ ରଙ୍ଗର କେଶର ଥିବା ଅଣ୍ଡା…
ଅଧିକ ଖବର ଦେଖନ୍ତୁ...