Daily Archives

October 9, 2020

ସାରା ରାଜ୍ୟରେ ୧୧୨୦ଟି ଔଷଧ ଦୋକାନରୁ କିଣିହେବ ଫାଭିପିରାଭିର, ଅନୁମତି ଦେଲେ ଓଡ଼ିଶା ସରକାର

ଭୁବନେଶ୍ବର : ଏଣିକି କରୋନା ଔଷଧ ଫାଭିପିରାଭିର ସାରା ରାଜ୍ୟରେ ଉପଲବ୍ଧ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘରେ ସଂଗରୋଧରେ ଥିବା ରୋଗୀମାନଙ୍କୁ ଏହା ଯୋଗାଇଦିଆଯିବ ।  ଏହି ଔଷଧ ସରକାରଙ୍କ ଦ୍ବାରା ଯୋଗାଇଦିଆଯିବ । ଏହା ସହିତ ସ୍ବୀକୃତିପ୍ରାପ୍ତ ଔଷଧ ଦୋକାନରୁ ମଧ୍ୟ ଏହି ଔଷଧକୁ ରୋଗୀମାନେ…
ଅଧିକ ଖବର ଦେଖନ୍ତୁ...

‘ବିଗ୍‌ ବ୍ୟାଙ୍ଗ୍’ରୁ ବ୍ରହ୍ମାଣ୍ଡ ଆରମ୍ଭ ହୋଇନାହିଁ, ଏହା ପୂର୍ବରୁ ଅନ୍ୟ ଏକ ବ୍ରହ୍ମାଣ୍ଡ ଥିଲା: ନୋବେଲ୍ ବିଜୟୀ…

ନୂଆଦିଲ୍ଲୀ: ‘ବିଗ୍‌ ବ୍ୟାଙ୍ଗ୍’ରୁ (ମହାବିସ୍ଫୋରଣ) ବ୍ରହ୍ମାଣ୍ଡ ଆରମ୍ଭ ହୋଇନାହିଁ। ବାସ୍ତବରେ ଏହା ପୂର୍ବରୁ ଅନ୍ୟ ଗୋଟିଏ ବ୍ରହ୍ମାଣ୍ଡ ଥିଲା ଏବଂ ‘ବିଗ୍‌ ବ୍ୟାଙ୍ଗ୍’ ସେହି ବ୍ରହ୍ମାଣ୍ଡ ବିଲୟ ବୋଲି ନୋବେଲ୍ ବିଜୟୀ ରୋଜର୍ ପେନ୍‌ରୋଜ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ କାଜୁ ଗଛରୁ ଉଦ୍ଧାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପାତିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ କାଜୁ ଗଛରୁ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଶିବ ଭତରା (୨୩)। ଆଜି ଏ ନେଇ ମୃତ ଶିବ ଭତରାର ଭାଇ ସଦନ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି…
ଅଧିକ ଖବର ଦେଖନ୍ତୁ...

କେଉଁ ଜିଲ୍ଲାରେ କେତେ କରୋନା ସଂକ୍ରମିତ ଜାଣନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ ହଜାର ୮୩୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୧୪୫ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୬୯ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୧୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୭୬ ଜଣ ଓ ସ୍ଥାନୀୟ ଅଂଚଳରୁ ୬୯ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୩୦ ଜଣ…
ଅଧିକ ଖବର ଦେଖନ୍ତୁ...

ପ୍ରବେଶିକା ପରୀକ୍ଷା ଲାଗି ଭୁବନେଶ୍ୱର ଯାଉଥିବା ପିଜି ଛାତ୍ରୀଙ୍କୁ ଅଟୋ ଚାଳକଙ୍କ ଦୁଷ୍କର୍ମ ଉଦ୍ୟମ !

ବାରଙ୍ଗ: ପ୍ରବେଶିକା ପରୀକ୍ଷା ଦେବା ଲାଗି କଟକରୁ ଭୁବନେଶ୍ୱର ଯାଉଥିବା ଜଣେ ପିଜି ଛାତ୍ରୀଙ୍କୁ ଅଟୋଚାଳକ ଦୁଷ୍କର୍ମ ଉଦ୍ୟମ କରିଛି। କଟକ ଜିଲ୍ଲା ମୁଣ୍ଡଳୀ ନିକଟ ଲଟାବାସେଳୀ ଜଙ୍ଗଲରେ ଛାତ୍ରୀଙ୍କ ଚିତ୍କାର ଶୁଣି ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକ ତୁଷାରକାନ୍ତ ବେହେରା ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୬୦୨ ଜଣଙ୍କ ସମେତ କରୋନାରୁ ସୁସ୍ଥ ହେଲେ ୩୪୦୪ ଆକ୍ରାନ୍ତ 

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ଯୋଗୁଁ ସଂକ୍ରମିତ ହୋଇଥିବା ୩୪୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ଭାଇରସ୍‌ରୁ ଏଯାଏଁ ମୋଟ ୨ ଲକ୍ଷ ୨୦…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଆଣ୍ଡାମାନ ଏବଂ ସନ୍ନିକଟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର:  ୧୧ ରୁ ୧୨ ତାରିଖ…

ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସନ୍ନିକଟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଆସନ୍ତାକାଲି ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗର…
ଅଧିକ ଖବର ଦେଖନ୍ତୁ...

ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭ କଲା ପ୍ରଥମ ମାଗଣା “କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥା”

ଭୁବନେଶ୍ୱର: ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବାଭିତ୍ତିକ ସୁଲଭ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ପୋଷ୍ଟପେଡ୍‌ପ୍ଲସ ଯୋଜନା ଘୋଷଣା କରିଥିବା ବେଳେ ବର୍ତମାନ ଏହା ଜିଓ ପୋଷ୍ଟପେଡ୍‌ପ୍ଲସ ଆପଣାଉଥିବା ଅନ୍ୟ ଅପରେଟରଙ୍କ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଅଭିନବ “କ୍ୟାରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ 

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୨୩ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି ।   ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆଇପିଏଲରେ ଦିଲ୍ଲୀ ଦଳ ଏପର୍ଯ୍ୟନ୍ତ ଚମତ୍କାର…
ଅଧିକ ଖବର ଦେଖନ୍ତୁ...