Daily Archives

October 9, 2020

ମଶା କାମୁଡ଼ିବା ପରେ ଯୁବକଙ୍କ ଗୋଡ଼ର ଆକାର ୫ଗୁଣ ବଡ଼ ହୋଇଗଲା; ଚିକିତ୍ସା ହୋଇ ପାରିବ ନାହିଁ ବୋଲି ମନା କରି ଦେଲେ…

ନୂଆଦିଲ୍ଲୀ: ମଶା କାମୁଡ଼ିବା ଆମ ପାଇଁ ଏକ ସାଧାରଣ କଥା ହୋଇଥାଏ। ମଶା କାମୁଡ଼ିଲା ପରେ ସାମାନ୍ୟ କୁଣ୍ଡାଇ ହେଉଥିବା ବେଳେ ଆଉ କେତେକଙ୍କର ସେହି ସ୍ଥାନଟି ଘା’ ଭଳି ହୋଇ ଯାଇଥାଏ। ଯାହାକି ଦୁଇତିନି ଦିନ ମଧ୍ୟରେ ଭଲ ହୋଇଯାଇଥାଏ। ତେବେ କାମ୍ବୋଡିଆରେ ଜଣେ ଯୁବକଙ୍କୁ ମଶା କାମୁଡ଼ିବାର ପରିଣାମ…
ଅଧିକ ଖବର ଦେଖନ୍ତୁ...

ପିଆଜ ରପ୍ତାନି କଟକଣାକୁ ଆଂଶିକ କୋହଳ କଲେ ଭାରତ ସରକାର

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ଉପରେ ଲାଗୁ ରପ୍ତାନି କଟକଣାକୁ ଉଠାଇ ନେଇଛନ୍ତି । ଆସନ୍ତା ମାର୍ଚ୍ଚ ୨୦୨୧ ସୁଦ୍ଧା ୧୦ ହଜାର ଟନ ପିଆଜ ରପ୍ତାନି ଲାଗି କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଅନୁମତି ଦିଆଯାଇଛି । ଡିଜିଏଫଟି…
ଅଧିକ ଖବର ଦେଖନ୍ତୁ...

ଜନସନ ଆଣ୍ଡ ଜନସନ ବେବି ପାଉଡରରେ ମିଳିଲା କ୍ୟାନସର ‌ରୋଗର ଘାତକ ତତ୍ତ୍ୱ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ବେବି ପାଉଡରକୁ ନେଇ ଆସିଛି ସାଂଘାତିକ ଖବର। କୋଭିଡ-୧୯ ସଂକଟ ମଧ୍ୟରେ ପୁଣି ଥରେ ଫେରିଛି ଜନସନ ଆଣ୍ଡ ଜନସନ କଂପାନିର ବେବି ପାଉଡର ମାମଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମଗ୍ର ବିଶ୍ୱରେ ତଥା ବେବି…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ସେଟ୍‌ ସୁଇସ୍ ବ୍ୟାଙ୍କ୍ ଆକାଉଣ୍ଟ୍‌ର ପୂର୍ଣ୍ଣ ବିବରଣୀ ପାଇଲା ଭାରତ

ନୂଆଦିଲ୍ଲୀ: ସୁଇଜର୍‌ଲାଣ୍ଡ୍‌ ସହ ସ୍ବୟଂକ୍ରିୟ ସୂଚନା ବିନିମୟ ଚୁକ୍ତି ଅନୁସାରେ ଭାରତ ସୁଇସ୍‌ ବ୍ୟାଙ୍କ୍‌ରେ ତା’ର ନାଗରିକ ଏବଂ ସଂସ୍ଥାମାନଙ୍କର ଥିବା ଆକାଉଣ୍ଟ୍‌ର ଦ୍ବିତୀୟ ସେଟ୍‌ ପୂର୍ଣ୍ଣ ବିବରଣୀ ପାଇଛି। ବିଦେଶରେ ଗଚ୍ଛିତ କଳା ଟଙ୍କା ବିରୋଧୀ ଲଢ଼େଇରେ ଏହା ସରକାରଙ୍କ ନିମନ୍ତେ ଏକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଆପତ୍ତି-ଅଭିଯୋଗ ଶୁଣିଲା…

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଜିଲ୍ଲା ପ୍ରଶାସନ ଲୋକଙ୍କର ଆପତ୍ତି ଓ ଅଭିଯୋଗ ଶୁଣିଛି। କୋଭିଡ୍‌ କଟକଣା ମଧ୍ୟରେ ନୀଳାଦ୍ରି ଭକ୍ତ ନିବାସରେ ଆଜି ପୂର୍ବାହ୍‌ଣ ୯ଟାରୁ ୩୦ରୁ ବିଭିନ୍ନ ପର୍ଯ୍ୟାୟରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ବାପାଙ୍କୁ ଛୁରୀରେ ଆକ୍ରମଣ: ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର

ବୁଗୁଡ଼ା: ପୁଅ କାଟି ଦେଲା ନିଜ ବାପାର ବେକ। ରକ୍ତ ଜୁୁଡୁବୁଡୁ ଅବସ୍ଥାରେ ବାପା ଚିତ୍କାର କରୁଥିବା ବେଳେ ଫେରାର ହୋଇଗଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ସହରରେ। ଆକ୍ରମଣର ଶିକାର ହୋଇଛନ୍ତି ସୁରେନ୍ଦ୍ର ପ୍ରଧାନ। ଅଭିଯୁକ୍ତ ପୁଅ ଧୋବା ପ୍ରଧାନ (୨୨) ଫେରାର…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଆସେ ଏମିତି ! ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

ଭୁବନେଶ୍ବର/ ବାଲେଶ୍ବର: ମୃତ୍ୟୁ ବି ଆସେ ଏମିତି ! ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ ସ୍ତ୍ରୀ। ପ୍ରଥମେ କରୋନାରେ ସଂକ୍ରମିତ ଥାଇ ଚିକିତ୍ସାଧୀନ ଥିବାବେଳେ ପତ୍ନୀଙ୍କ ଗଲା ଜୀବନ। ପତ୍ନୀ ବିୟୋଗର ଖବର ପାଇବାର କିଛି ଘଣ୍ଟା ପରେ ମଧୁମେହରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥା‌ରେ ଥିବା…
ଅଧିକ ଖବର ଦେଖନ୍ତୁ...

କରୋନା କାରୁଣ୍ୟ : ମୃତ ବାପାଙ୍କୁ ଥରଟିଏ ଦେଖିବାକୁ ୧୨ ଘଣ୍ଟା ଅପେକ୍ଷା କଲେ ପୁଅ-ଝିଅ, ଅଘୋଷିତ ବାସନ୍ଦ ଭିତରେ…

ଜଗତସିଂହପୁର: ପାରାଦୀପର ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଅଶୋକ କୁମାର ସାହୁଙ୍କଙ୍କ ମୃତ୍ୟୁ ପରେ ଶବ ଦେଖିବାକୁ ପରିବାରକୁ ଅନୁମତି ମିଳିନାହିଁ। ୧୨ ଘଣ୍ଟାରୁ ଅଧିକ ସମୟ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଛି। ଏମିତିକି ସୁରକ୍ଷା କର୍ମୀ ମଧ୍ୟ କଲୋନି ଛାଡ଼ି ଅନ୍ୟତ୍ର ଚାଲିଯିବାକୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ନିଷିଦ୍ଧ ହେବ ଟିକ୍ ଟକ୍ !

ନୂଆଦିଲ୍ଲୀ : ପାକିସ୍ତାନରେ ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକ୍ ଟକ୍ ନିଷିଦ୍ଧ ହେବ । ଅଶାଳୀନ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଭୀମା କୋରେଗାଓଁ ମାମଲାରେ ଆଠଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ‘ଏନ୍ଆଇଏ’

ମୁମ୍ବାଇ: ଶୁକ୍ରବାର ଦିନ ‘ଏନ୍‌ଆଇଏ’ ଭୀମା କୋରେଗାଓଁ ମାମଲାରେ ସାମାଜିକ କର୍ମୀ ଗୌତମ ନବଲକ୍ଷ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ହାନି ବାବୁ ଏବଂ ଜନଜାତି ନେତା ଫାଦର୍‌ ଷ୍ଟାନ୍ ସ୍ବାମୀଙ୍କ ସମତେ ଆଠଜଣଙ୍କ ନାଁରେ ଅଭିଯୋଗଫର୍ଦ୍ଦ ବା ଚାର୍ଜସିଟ୍‌ ଦାଖଲ କରିଛି। ୨୦୧୮…
ଅଧିକ ଖବର ଦେଖନ୍ତୁ...