Daily Archives

October 16, 2020

ଜେଲ୍‌ରେ ରଖାଯିବାକୁ ପ୍ରଦୀପ ସେଠୀଙ୍କ ବିରୋଧ, ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ, ୨ରେ ପରବର୍ତ୍ତୀ ଶୁଣାଣି

କଟକ: ଅର୍ଥତତ୍ତ୍ବ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଜେଲରେ ବେଆଇନ ଅଟକ ଅଭିଯୋଗ କରି ଦାୟର କରିଥିବା ଆବେଦନରେ ସରକାରଙ୍କ ପକ୍ଷରୁ ଆବେଦନକାରୀଙ୍କ ବିରୋଧରେ ଥିବା ମାମଲା ସଂପର୍କରେ ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟର ବିଭିନ୍ନ ଥାନାରେ ପ୍ରଦୀପଙ୍କ ବିରୋଧରେ ରୁଜୁ ମାମଲା ଗୁଡିକ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

କଟକରୁ ମୋଟ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୧୫୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେ‌ଳେ କଟକ ସହରରୁ ମୋଟ ୮୩ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚିହ୍ନଟ ୮୩ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୪୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁର : ପୃଥ୍ବୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର : ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜ (ଆଇଟିଆର) ରୁ ଆଜି ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଆଇଟିଆରର ୩ ନଂ ଲଞ୍ଚ ପ୍ୟାଡରୁ ସଂଧ୍ୟା ୭:୩୪ରେ ଏହି ପରୀକ୍ଷଣ କରାଯାଇଛି । ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ…
ଅଧିକ ଖବର ଦେଖନ୍ତୁ...

ବିଗ ବି କହିଲେ, ଲକଡାଉନ ସମୟରେ ରୋଷେଇକୁ ଛାଡ଼ି ଘରର ଅନ୍ୟସବୁ କାମ ସହ ଝାଡ଼ୁ-ପୋଛା ବି କରୁଥିଲି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଲକଡାଉନ ସମୟରେ ଘରେ ଝାଡ଼ୁ ଓ ପୋଛା କରିଥିବା କଥା ‘କୌନ୍ ବନେଗା କରୋଡ ପତି’ ସୋ’ର ଗତ ଅଧ୍ୟାୟରେ କହିଛନ୍ତି । ଏହି ସୋ’କୁ ପ୍ରତିଯୋଗୀ ଭାବେ ଆସିଥିବା ରୁନା ସାହା କହିଥିଲେ, ଲକଡାଉନ ସମୟରେ ସେ ଘରର ଅନେକ କାମ କରିଛନ୍ତି | ଏହା ପରେ ସୋ’ର ଏକ୍ସପର୍ଟ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୫୬୩ ଜଣଙ୍କ ସହ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୮୫୦ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୫୬୩ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ୨ ହଜାର ୮୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୮୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

‘ରାଖି’ ବାନ୍ଧିବା ସର୍ତ୍ତରେ ଯୌନ ନିର୍ଯାତନାକାରୀଙ୍କୁ ଜାମିନର ବିରୋଧ କରି ସୁପ୍ରିମ୍‌ କୋର୍ଟରେ ନଅ ମହିଳା…

ନୂଆଦିଲ୍ଲୀ: ‘ରାଖି’ ବାନ୍ଧିବା ସର୍ତ୍ତରେ ଜଣେ ଯୌନ ନିର୍ଯାତନାକାରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଜାମିନ ମଞ୍ଜୁରକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିବା ନଅଜଣ ମହିଳା ଓକିଲଙ୍କ ମାମଲାରେ ଆଟର୍ଣ୍ଣି ଜେନେରାଲ୍‌ଙ୍କ ସହାୟତା ଲୋଡ଼ାଯାଇଛି। ବିଚାରପତି ଏ ଏମ୍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେମିତି ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ନଖେଳି ସିଧା ହଟ୍ ସିଟରେ ପହଞ୍ଚିଲେ ରୁନା ଶାହା

ମୁମ୍ବାଇ: ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ନଖେଳି ସିଧା ହଟ ସିଟରେ ପହଞ୍ଚିଥିବା କୋଲକାତାର ରୁନା ଶାହାଙ୍କୁ ନେଇ ଏବେ ଚର୍ଚ୍ଚା | ସାଧାରଣ ଭାବେ କୌନ ବନେଗା କାରୋଡ଼ପତିରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ଖେଳି ଜିତିବା ପରେ ହଟ୍ ସିଟରେ ବସିବାର ସୌଭାଗ୍ୟ ଅର୍ଜନ…
ଅଧିକ ଖବର ଦେଖନ୍ତୁ...

ବେଲଗୁଣ୍ଠାରେ ତାଲା ଭାଙ୍ଗି ଏକ ଲକ୍ଷ ଟଙ୍କା ଚୋରି, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର

ଭଞ୍ଜନଗର/ବେଲଗୁଣ୍ଠା: ଆଗକୁ ପାର୍ବଣର ଋତୁ ଆସୁଛି। ବିଶେଷ କରି ଏହି ସମୟରେ ଚୋରଙ୍କ ପ୍ରାଦୁର୍ଭାବ ବଢିଥାଏ। ବେରୋଜଗାର ସାଙ୍ଗକୁ ଜୁଆ ଖେଳ ଏହାର ପ୍ରମୁଖ କାରଣ ପାଲଟି ଥିବା ବେଳେ ଆଗାମୀ ଦିନରେ ଚୋରି ‌ରୋକିବା ପୁଲିସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...

ଅପରାଧ ଲୁଚାଇବା ପାଇଁ ହତ୍ୟା, ଯୁବକଙ୍କ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେଲେ

ଯୁଯୁମୁରା : ଅପରାଧ ଲୁଚାଇବା ପାଇଁ ହତ୍ୟା। ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଅର୍ଦ୍ଧଦଗ୍ଧ ହୋଇଯିବା ପରେ ଏହି ଘଟଣା ଲୁଚାଇବାକୁ ଯାଇ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦିଆଯାଇଛି। ଏଭଳି ଏକ ଘଟଣା ‌ଘଟିଛି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୨୪୩ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୫୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୮ ଜଣ ସଂଗରୋଧ ଓ ୧୭୫ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୭ ଜଣ କରୋନା ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...