Daily Archives

October 16, 2020

ସୁଶାନ୍ତ ସିଂ ମୃତ୍ୟୁ ମାମଲା : ମିଥ୍ୟା ପ୍ରଚାର ଅଭିଯୋଗରେ ଓକିଲ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ମୁମ୍ବାଇ ପୁଲିସର ସାଇବର ସେଲ୍ ଦିଲ୍ଲୀର ଜଣେ ବାସିନ୍ଦାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନିଜକୁ ଜଣେ ଓକିଲ ବୋଲି ଦାବି କରିଛନ୍ତି। ଆଇପିସି ଓ ଆଇଟି ଆକ୍ଟ ଆଧାରରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା

ଆବୁଧାବି : ଆବୁଧାବି (ୟୁଏଇ)ର ଶେଖ ଜାଏଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କୋଲକାତା ଦଳ ଆଜି ନବନିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ସରକାରଙ୍କ ୫୦ ହଜାର ଟଙ୍କା ପୂଜା ଅନୁଦାନର ୭୫% କୋଭିଡ୍‌-୧୯ ଉପକରଣ ଲାଗି ଖର୍ଚ୍ଚ ହେବ: ହାଇକୋର୍ଟ

କୋଲ୍‌କାତା: ପଶ୍ଚିମବଙ୍ଗ ସରକାର ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନର ୭୫% କୋଭିଡ୍‌ ସୁରକ୍ଷା ଉପକରଣ ଏବଂ ବାକି ଅର୍ଥ ଜନସାଧାରଣ ଓ ପୁଲିସ ସମ୍ପର୍କ ସୁଦୃଢ଼ କରିବାରେ ଖର୍ଚ୍ଚ କରିବାକୁ କାଲ୍‌କାଟା ହାଇକୋର୍ଟ ଦୁର୍ଗାପୂଜା କମିଟି ଆୟୋଜକମାନଙ୍କୁ କହିଛନ୍ତି। ବିଚାରପତି…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨୫ ଯାଏ ଉଚ୍ଛେଦ, ନିର୍ମାଣ ଭଙ୍ଗା, ସଂପତ୍ତି ନିଲାମ ଉପରେ ଅଙ୍କୁଶ

କଟକ: ନିର୍ମାଣ ଉଚ୍ଛେଦ, ସଂପତ୍ତି ନିଲାମ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା, ଜାମିନ ଅବଧି ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା…
ଅଧିକ ଖବର ଦେଖନ୍ତୁ...

କମିସନରେଟ ପୁଲିସର ନୂଆ କାର୍ଯ୍ୟକ୍ରମ ‘ଦାଦାବଟିକୁ ନା’: ଦାଦାବଟି ମାଗୁଥିବା ଲୋକଙ୍କ ନା କୁହନ୍ତୁ,…

ଭୁବନେଶ୍ୱର: ଦାଦାବଟି ମୁକ୍ତ ହେବ ଦ୍ବୈତ ନଗରୀ। କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦାବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିସନରେଟ୍ ପୁଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ । ସେ କହିଛନ୍ତି ଯେ, ଦ୍ବୈତ ନଗରୀରେ ଦାଦାବଟି…
ଅଧିକ ଖବର ଦେଖନ୍ତୁ...

କରୋନାରୁ ଦୂରରେ ରହିବା ଲାଗି ପାର୍ବଣ ଋତୁରେ ଆମକୁ ଅଧିକ ସତର୍କ ରହିବାକୁ ହେବ: ବିଏମ୍‌ସି କମିସନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ କମିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ନିଟ୍ ପରୀକ୍ଷା ୨୦୨୦ : ଶତ ପ୍ରତିଶତ ନମ୍ବର ରଖି ଇତିହାସ ସୃଷ୍ଟି କଲେ ଓଡ଼ିଶାର ସୋଏବ ଆଫତାବ

ଭୁବନେଶ୍ୱର : ଶୁକ୍ରବାର ପ୍ରକାଶିତ ଏନଟିଏ-ଏନଇଇଟି ( ନିଟ୍) ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ୧୦୦ ପ୍ରତିଶତ ସଫଳତା ପାଇଛନ୍ତି । ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି । ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ: ତିର୍ତ୍ତୋଲରେ ୮, ବାଲେଶ୍ୱରରେ ନାମାଙ୍କନ ଭରିଲେ ୯ ପ୍ରାର୍ଥୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଚାର ମଧ୍ୟ ଜମୁଛି। ଆଉ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜରୁରୀ ବ୍ୟବହାର ଲାଗି ଚୀନ୍‌ର ଜିଆଚିଙ୍ଗ୍ ସହରରେ ୬୦ ଡଲାର୍‌ରେ ମିଳୁଛି ପରୀକ୍ଷାସ୍ତରରେ ଥିବା କୋଭିଡ୍‌-୧୯ ଟିକା

ବେଜିଙ୍ଗ୍: ସଂକ୍ରମଣର ଅଧିକ ଆଶଙ୍କା ଥିବା ବ୍ୟକ୍ତିବିଶେଷଙ୍କୁ ଦେବା ଲାଗି ଜରୁରୀକାଳୀନ ଟିକାକରଣ କାର୍ଯ୍ୟକ୍ରମରେ ଚୀନ୍‌ର ପୂର୍ବାଞ୍ଚଳରେ ଥିବା ଏକ ସହରରେ ପ୍ରାୟ ୬୦ ଡଲାର୍‌ ମୂଲ୍ୟରେ ଉପଲବ୍ଧ ପରୀକ୍ଷାସ୍ତରରେ ଥିବା ଏକ କୋଭିଡ୍‌-୧୯ ଟିକା ଏବେ ସାଧାରଣ ନାଗରିକଙ୍କୁ ଯୋଗାଇ ଦିଆଯିବ।…
ଅଧିକ ଖବର ଦେଖନ୍ତୁ...