Daily Archives

October 25, 2020

ପଥର ଖାଦାନରେ ପ୍ରଶାସନର ଚଢ଼ାଉ: ୨ ଅଟକ, ମେସିନ୍‌ ଓ ଟିପର ଜବତ

ଯାଜପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ କଳାପଥର ଖାଦାନରେ ପ୍ରଶାସନର ଚଢଉ ହୋଇଛି। ପଥର ଖନନ କରୁଥିବା ମେସିନ୍‌ ଏବଂ କଳାପଥର ପରିବହନ କରୁଥିବା ଏକ ଟିପର ଜବତ ହୋଇଛି। ଖନନ ଏବଂ ପରିବହନ ନିମନ୍ତେ ଆବଶ୍ୟକ କାଗଜ ଓ ଆର୍‌ ଫର୍ମ ଦେଖାଇ ନ ପାରିବାରୁ ୨ ଚାଳକ ଅଟକ ଥିବା ଧର୍ମଶାଳା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପରି ଟିକାକରଣ ପାଇଁ ବିଦ୍ୟାଳୟଗୁଡିକୁ ବୁଥ୍ ଭାବରେ ବ୍ୟବହାର କରାଯିବ, ଏସଏମଏସ ମାଧ୍ୟମରେ ଦିଆଯିବ ଟିକା ନେବା…

ନୂଆଦିଲ୍ଲୀ: ଦେଶରେ ହେଉଥିବା ନିର୍ବାଚନ ପ୍ରକ୍ରିୟା ପରି ହେବ କରୋନା ଟିକାକରଣ | ଟିକାକରଣ ପ୍ରକ୍ରିୟାରେ ଏସଏମଏସ, ଡିଜିଟାଲ ପ୍ରମାଣପତ୍ର ଭଳି ଡିଜିଟାଲ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି ସରକାର | କେନ୍ଦ୍ର ନୀତି ଆୟୋଗ ଏହାର ସଦସ୍ୟ ଭି.କେ ପାଲଙ୍କ ନେତୃତ୍ୱରେ ଟିକା…
ଅଧିକ ଖବର ଦେଖନ୍ତୁ...

ଜରାସିଂହା ପାଟଖଣ୍ଡା ଯାତ୍ରା: ପହଞ୍ଚିଲା ପାଟସିନ୍ଦୁର, କାଲି ଦେଝାରରୁ ବାହାରିବେ ଦେବୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଠାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ରବିବାର ଅପରାହ୍ନରେ ମନ୍ଦିରକୁ ପହଞ୍ଚିଛି। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଥିବାରୁ ଅନୁମତି ପାଇଥିବା ସେବକମାନେ ଗାଁ…
ଅଧିକ ଖବର ଦେଖନ୍ତୁ...

ତାରିଖ ପଳାଇ ଯାଇଥିବା ୪୦ହଜାର ଔଷଧ ଓ ଇନଜେକସନର ବ୍ୟବହାର କରି ଅଧିକାରୀ ତିଆରି କଲେ ମା’ଦୁର୍ଗାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଚଳିତ ବର୍ଷ ବିନା ଭକ୍ତରେ ପୂଜା ପାଉଛନ୍ତି ମା’ ଦୁର୍ଗା। ପୂଜାକୁ ନେଇ ଭକ୍ତଙ୍କ ମନରେ ସେ ଖୁସି ଓ ଉଲ୍ଲାସ ଦେଖିବାକୁ ମିଳୁନାହିଁ। ତେବେ ଚଳିତ ଥର ଦୁର୍ଗା ପୂଜାରେ କେଉଁଠାରେ ପ୍ରବାସୀ ଶ୍ରମିକଙ୍କ ଦୁଃଖକୁ ଦର୍ଶା ଯାଇଥିବା ବେଳେ କେଉଁଠାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ରାଜସ୍ଥାନ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଆବୁଧାବି: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୪୫ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ରାଜସ୍ଥାନ ରୟାଲ୍ସକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

କଣ୍ଟେନର ଓ ବାଇକ୍ ମୁହାଁମୁହିଁ ଧକ୍କା,୨ମୃତ ଜଣେ ଗୁରୁତ଼ର

କେନ୍ଦୁଝର: କେନ୍ଦୁଝର ତୁରୁମୁଙ୍ଗା ଥାନା ୪୯ନମ୍ଵର ଜାତ଼ୀୟ ରାଜପଥ ଖିରେଇ ଟାଙ୍ଗିରି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରକ ସହ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ସମେତ଼ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତ଼ର ହୋଇ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ଦକ୍ଷିଣ କୋରିଆର ସବୁଠୁ ଧନୀବ୍ୟକ୍ତି ‘ସାମ୍‌ସଙ୍ଗ୍’ ଅଧ୍ୟକ୍ଷ ଲି କୁନ୍-ହି; ଛାଡ଼ିଯାଇଛନ୍ତି ୨୧ ବିଲିୟନ୍…

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସବୁଠୁ ଧନୀବ୍ୟକ୍ତି ଏବଂ ‘ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ କୋ’ର ଅଧ୍ୟକ୍ଷ ଲି କୁନ୍-ହି’ଙ୍କର ରବିବାର ଦିନ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଫୋର୍ବସ୍‌ ଆକଳନ ଅନୁସାରେ, ପୁଅ ଲି ଜୈ-ୟୋଙ୍ଗ୍ ଏବଂ ଝିଅ ଲି ବୁ-ଜିନ୍ ଓ ଲି ସିଓ-ହ୍ୟୁନ୍‌ଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ମାର୍କେଟ ବିଲ୍‌ଡିଂରେ ପୁଲିସ୍‌ର ଚଢ଼ାଉ, ଜରିମାନା ଦେଲେ ୫ ଦୋକାନୀ

ଭୁବନେଶ୍ୱର: ପୂଜା ସମୟରେ କୋଭିଡ ଗାଇଡଲାଇନକୁ ଅଣାଦେଖା କରିଥିବା ମାର୍କେଟ ବିଲଡିଂର ଦୋକାନୀଙ୍କ ବିରୋଧରେ କମିସନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ପୁଲିସ ୫ ଜଣ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଛି। ଦଶହରା ଅବସରରେ ବଜାରରେ ଅସମ୍ଭାଳ ଭିଡ଼ ହୋଇଛି। ଗତକାଲି ଭଳି ଆଜି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଖେଳୁଖେଳୁ ଘର ପାଖ ନାଳରେ ପଡ଼ି ୪ବର୍ଷ ଶିଶୁର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସୁକଦେଇପୁର ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଘରପାଖ ନାଳରେ ବୁଡିଯାଇ ୪ବର୍ଷ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁର ନାମ ରାନୀ ତରାଇ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାନୀ ତରାଇ ଆଜି ଘରୁ ବାହାରି ଆସି ପାଖ ନାଳରେ ‌ଖେଳୁ ଥିଲା। ‌ଖେଳୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୭୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୨ ହଜାର ୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୦୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...