Daily Archives

October 26, 2020

ଖୋର୍ଦ୍ଧା  : ଡକାୟତି ଉଦ୍ୟମ ପଣ୍ଡ, ମାରଣାସ୍ତ୍ର, କାର ସମେତ ୪ ଗିରଫ, ୨ ଫେରାର୍

ଖୋର୍ଦ୍ଧା  : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଏକ ବଡ଼  ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି । ଏହି ଘଟଣାରେ ଏକ ଡକାୟତି ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଜଣ ଫେରାର୍ ହୋଇଯାଇଥିବା ଜଣାଯାଇଛି । ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ…
ଅଧିକ ଖବର ଦେଖନ୍ତୁ...

ଭାରତର ଊର୍ଜା ଭବିଷ୍ୟତ ଉଜ୍ଜ୍ବଳ ଓ ସୁରକ୍ଷିତ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‌ଘରୋଇ ବିମାନ ଚଳାଚଳ ‌କ୍ଷେତ୍ରରେ ଭାରତ ହେଉଛି ବିଶ୍ବରେ ତୃତୀୟ ବୃହତ୍‌ ତଥା ଦ୍ରୁତ ଅଭିବୃଦ୍ଧି ଘଟୁଥିବା ବିମାନ ଚଳାଚଳ ବଜାର ବୋଲି ଆଜି ‘ଇଣ୍ଡିଆ ଏନର୍ଜି ଫୋରମ୍’ରେ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏଥିସହ  ‘ଗ୍ଲୋବାଲ୍‌ ଫୋର୍ସ ମଲ୍‌ଟିପ୍ଲାୟର୍‌’…
ଅଧିକ ଖବର ଦେଖନ୍ତୁ...

ଆଜି କଟକ ସହରରୁ ମୋଟ ୪୧ଜଣ କରୋନା ପଜିଟିଭ ଚିହ୍ନଟ, ୬୨ଜଣ ସୁସ୍ଥ

କଟକ: ଆଜି କଟକ ସହରରୁ ମୋଟ ୪୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ ଅଛନ୍ତି। ଏହା ସହ ଆଜି ୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

୧୦୦ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା: ଭୁବନେଶ୍ୱରରୁ ଆଜି ମୋଟ୍‌ ୯୧ଜଣ କରୋନା ପଜିଟିଭ ଚିହ୍ନଟ, ୨୨୮ଜଣ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନେକ ଦିନ ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ତଳକୁ ଖସିଛି | ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସହ ଆଜି ୨୨୮ଜଣ ସୁସ୍ଥ ହୋଇଛନ୍ତି | ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିଛି ସୁସ୍ଥ ସଂଖ୍ୟା |…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚ କୋଲକତା ଓ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଏଥିରେ ପଞ୍ଜାବ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ପଞ୍ଜାବ ଦଳ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟରେ ଗତ କିଛି…
ଅଧିକ ଖବର ଦେଖନ୍ତୁ...

ଆଉ କେଇ ଘଣ୍ଟାର ପ୍ରତୀକ୍ଷା, ମେଲାଣି ନେବେ ମାଆ ! ଏଥର ମନପୂରାଇ ଦେଖିପାରିନି ଭକ୍ତ, ମନରେ ଅନେକ ଅବସୋସ

କଟକ/ଭୁବନେଶ୍ବର: ଆଉ କେଇ ଘଣ୍ଟାର ଅପେକ୍ଷା, ମେଲାଣି ନେବେ ମାଆ । କରୋନା କଟକଣା ଭିତରେ ସରିଛି ମାଆ ଦଶଭୂଜାଙ୍କ ଦଶମୀପୂଜା । ଆଉ କିଛି ସମୟ ପରେ ମଣ୍ଡପରୁ ମାଆଙ୍କୁ ମେଲାଣି ଦିଆଯିବ ।  ଆଜି ଓ ଆସନ୍ତାକାଲି ସଂଧ୍ୟା ୬ଟା ସୁଦ୍ଧା ସରିବ ଭସାଣ ଉତ୍ସବ । ମା’ଙ୍କୁ ମନପୂରାଇ ଦେଖିପାରିନି ଭକ୍ତ,…
ଅଧିକ ଖବର ଦେଖନ୍ତୁ...

ଥମୁନି ତୁତୁମେଁମେଁ ! ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ନିକଟକୁ ଭିଡିଓ ପଠାଇ ଅଭିନେତ୍ରୀ କଙ୍ଗନା କହିଲେ, ‘ତୁମେ ଏତେ ଅଜ୍ଞ…

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତୁତୁ...ମେଁମେଁ ବନ୍ଦ ହେବାର ନାଁ ଧରୁନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ମହାରାଷ୍ଟ୍ରରେ ଏକ ର‍୍ୟାଲିକୁ ସମ୍ବୋଧିତ କରିବା ଅବସରରେ କଙ୍ଗନାକୁ ‘ନମକ୍‌ ହାରାମ’…
ଅଧିକ ଖବର ଦେଖନ୍ତୁ...

ନିରାଡ଼ମ୍ବରରେ ପାଳିତ ହେଲା ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା, ୩୧ ପରିବର୍ତ୍ତେ ମାତ୍ର ଦୁଇ ସୁସଜ୍ଜିତ ବଳଦରେ ନଗର…

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ବଳଦ ଯାତ୍ରାର ଶୁଭ ଅନୁକୂଳ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଅନୁକୂଳ ସମୟରେ ପ୍ରାୟ ୩୧ଟି ବଳଦ ଏବଂ ଷଣ୍ଢଙ୍କୁ ସୁସଜ୍ଜିତ କରି ନଗର ପରିକ୍ରମା କରାଯାଏ । କିନ୍ତୁ କରୋନା କଟକଣା ପାଇଁ ଯାତ୍ରାକୁ ଏ ଥର ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ମାତ୍ର…
ଅଧିକ ଖବର ଦେଖନ୍ତୁ...

ମେହବୁବାଙ୍କ ତ୍ରିରଙ୍ଗା ମନ୍ତବ୍ୟକୁ ନେଇ ବିବାଦ ଘନେଇଲା; ୩ ପିଡିପି ନେତାଙ୍କ ଇସ୍ତଫା, ଦୂରେଇ ଗଲା ନ୍ୟାସ୍‌ନାଲ୍…

ନୂଆଦିଲ୍ଲୀ: ଗତକାଲି ‘ପିପୁଲ୍‌ସ୍‌ ଡେମୋକ୍ରାଟିକ୍ ପାର୍ଟି’ ନେତ୍ରୀ ମେହବୁବା ମୁଫତି ଜାତୀୟ ପତାକା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଏବେ କ୍ରମଶଃ ଅଧିକରୁ ଅଧିକ ବିବାଦୀୟ ହେବାରେ ଲାଗିଛି। ଆଜି ତାଙ୍କ ଦଳର ୩ ଜଣ ସଦସ୍ୟ ଏହାର ପ୍ରତିବାଦରେ ଇସ୍ତଫା ଦେଇଥିବା ବେଳେ ଫାରୁକ ଅବ୍ଦୁଲାଙ୍କ…
ଅଧିକ ଖବର ଦେଖନ୍ତୁ...

ଅନୁରାଗ କଶ୍ୟପଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ପାୟଲ ଘୋଷ ଆରପିଆଇରେ ଯୋଗ ଦେଲେ

ମୁମ୍ବାଇ :ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଆରପିଆଇ(ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ) ରେ ଯୋଗ ଦେଇଛନ୍ତି । ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ କହିଛନ୍ତି କି ଅନୁରାଗ…
ଅଧିକ ଖବର ଦେଖନ୍ତୁ...