Daily Archives

October 30, 2020

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଏଥର ସମସ୍ତଙ୍କ ସ୍ଲୋଗାନ୍‌ – ‘ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ’

ୱାସିଂଟନ୍: ନଭେମ୍ବର ୩ ତାରିଖ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଚାଲିଥିବା ‘ରାଲି’ ବା ପ୍ରଚାର ଶୋଭାଯାତ୍ରା ଓ ସଭାରେ ଏଥର ସମସ୍ତଙ୍କ ସ୍ଲୋଗାନ୍‌ ହେଉଛି- ‘ଗେଟ୍‌ ଆଉଟ୍‌ ଟୁ ଭୋଟ୍‌’ (ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ)। ସେ ଟ୍ରମ୍ପ୍‌ ହୁଅନ୍ତୁ କି, ତାଙ୍କ ପ୍ରତିଦ୍ବନ୍ଦ୍ବୀ…
ଅଧିକ ଖବର ଦେଖନ୍ତୁ...

ଆଇଆରଇ ସ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ୧୫ ଜଣ ଗ୍ରାମବାସୀ ଗିରଫ

ଛତ୍ରପୁର: ଭାରତୀୟ ବିରଳ ମୃତ୍ତିକା ସଂସ୍ଥା (ଆଇଆରଇ) ପକ୍ଷରୁ ଚାଲିଥିବା ସ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜାଉଥିବା ନେଇ ମାଟିଖାଲ ଗ୍ରାମର ୧୫ ଜଣ ଦଳିତ ଗ୍ରାମବାସୀଙ୍କୁ ଚମାଖଣ୍ଡି ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ୧୫ ଜଣ ଦଳିତ ଗ୍ରାମବାସୀଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୮୦୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୧୮୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୩୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। …
ଅଧିକ ଖବର ଦେଖନ୍ତୁ...

ଭଦ୍ରକ : ୬୪୦ ଲିଟର ଦେଶୀ ମଦ ଜବତ, ୬ ଗିରଫ

ଭଦ୍ରକ : ଭଦ୍ରକ ଅଞ୍ଚଳରେ ଦେଶୀ ମଦ ଚୋରାକାରବାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢଉ ଜୋରଦାର କରାଯାଇଛି । ଆଜି ବିଭିନ୍ନ ସ୍ଥାନରେ ହୋଇଥିବା ଚଢଉରୁ ପ୍ରାୟ ୬୪୦ ଲିଟର ଦେଶୀ ମଦ ଜବତ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲାପାଳ ଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ପୁଅ ପାଇଁ ହାତ ଯୋଡି କ୍ଷମା ମାଗିଲେ କୁମାର ସାନୁ

ମୁମ୍ବାଇ: ପୁଅ ପାଇଁ ହାତ ଯୋଡି କ୍ଷମା ମାଗିଲେ ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁ | ପୁଅର ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ କୁମାର ସାନୁ | କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ସୋ’ ବିଗବସରେ ବିବାଦୀୟ ବୟାନ…
ଅଧିକ ଖବର ଦେଖନ୍ତୁ...

ପରକିଆ ପ୍ରୀତି: ଗଂଜାମରେ ପ୍ରେମିକ ସହ ମିଶି ପତିଙ୍କୁ ହତ୍ୟା! 

ବୁଗୁଡ଼ା: ପ୍ରେମିକ ସହ ମିଶି ପତିକୁ ହତ୍ୟା କଲା ପତ୍ନୀ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ହରିଜନସାହିରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ, ଢେଙ୍କାନାଳର ସିଲୁ ମେହେର (୩୨)। ପୁଲିସ ମୃତକଙ୍କ ପତ୍ନୀ ମାହେଶ୍ବରୀ ଓ ପ୍ରେମିକ ଢେଙ୍କାନାଳର ଦୀପକ…
ଅଧିକ ଖବର ଦେଖନ୍ତୁ...

ଗାଡି ଭଙ୍ଗାରୁଜା ଘଟଣାରେ ୩ ଗିରଫ, ୩ ନାବାଳକ ଅଟକ 

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଜେଲଖାନା ଛକ ନିକଟରେ ଗାଡି ଭଙ୍ଗାରୁଜା ଘଟଣାରେ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୩ ଜଣ ନାବାଳକଙ୍କୁ ଅଟକ ରଖି ପରେ ସମସ୍ତଙ୍କୁ ଜାମିନରେ ଛାଡି ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହରର ଅଜୟ କୁମାର…
ଅଧିକ ଖବର ଦେଖନ୍ତୁ...

ତିର୍ତ୍ତୋଲ, ବାଲେଶ୍ବର ସଦର ଉପ ନିର୍ବାଚନ : ବ୍ରହ୍ମପୁରରେ ଛପା ହୋଇ ପଠାଗଲା ବ୍ରେଲି ଡମି ବ୍ୟାଲଟ ସିଟ୍‌

ବ୍ରହ୍ମପୁର: ତିର୍ତ୍ତୋଲ, ବାଲେଶ୍ବର ସଦର ଉପ ନିର୍ବାଚନ ଲାଗି ବ୍ରହ୍ମପୁର ବ୍ରେଲି ପ୍ରେସରେ ଦୃଷ୍ଟି ବାଧିତ ଭୋଟରଙ୍କ ଲାଗି ବ୍ରେଲି ଡମି ବ୍ୟାଲଟ୍‌ ସିଟ୍‌ ଛପାଯାଇ ପଠା ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସିଟି ହସ୍‌ପିଟାଲ ଛକ ନିକଟରେ ରହିଛି 'ରେଡକ୍ରସ…
ଅଧିକ ଖବର ଦେଖନ୍ତୁ...

୧ କୁଇଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

ବୈପାରିଗୁଡା: ଗଂଜେଇ ଚାଲାଣ ରୋକିବା ଦିଗରେ ବୈପାରିଗୁଡା ପୁଲିସକୁ ପୁଣି ଏକ ସଫଳତା ମିଳିଛି। ଚୋରାରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ୧ କୁଇଣ୍ଟାଲ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସୂଚନା ଅନୁଯାୟୀ, କୋଟପାଡ଼ ଥାନା ଅନ୍ତର୍ଗତ ବେତଗୁଡା ଗ୍ରାମର ଟଙ୍କ ଗୈାଡଙ୍କ…
ଅଧିକ ଖବର ଦେଖନ୍ତୁ...