Daily Archives

October 30, 2020

 ପୁଣି ଲଜ୍ଜା : କୋରାପୁଟରେ ୬୫ବର୍ଷର ବୃଦ୍ଧାଙ୍କୁ ଗଣଦୁଷ୍କର୍ମ 

ଜୟପୁର/ବୋରିଗୁମ୍ମା:  ପୁଣି ଲଜ୍ଜା।  ୬୫ ବର୍ଷର ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲାର ବିସିଂପୁର ଥାନା ଅର୍ନ୍ତଗତ ଚରାମୁଲା ଗାଁରେ ଏଭଳି ଏହି ଅଭାବନୀୟ ଘଟଣା ଘଟିଛି। ଗତ ୨୫ତାରିଖ ଦିନ ରାତିରେ ଏହି ଘଟଣା ସଂଘଟିତ ହୋଇଛି।  ଗାଁର ବିଶୁ ପାଇକ(୨୫) ଓ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁର୍ଷ୍କମ : ଏନ୍‌ଏଚ୍‌ଆରସିରେ ମାମଲା

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଇଲାକାର ଜଣେ ନାବାଳିକାଙ୍କ ଦୁର୍ଷ୍କମ ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ (ଏନ୍‌ଏଚ୍‌ଆରସି)ରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ଅଞ୍ଚଳର ‌ଜଣେ ପଛୁଆବର୍ଗର ନାବାଳିକାଙ୍କୁ ଏକ କୁକୁଡ଼ାଫାର୍ମରେ କାମ…
ଅଧିକ ଖବର ଦେଖନ୍ତୁ...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ: ସ୍ନାତକ କଳାରେ ୯୦.୦୬ ପ୍ରତିଶତ୍‌ ପାସ୍‌

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକତ୍ତୋର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍‌ ୮୯.୪୬ ପ୍ରତିଶତ ଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ସ୍ନାତକ କଳା ବିଷୟରେ ୯୦.୦୬ ପ୍ରତିଶତ ପିଲା ପାସ କରଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ପୁଲିସ୍ ପକ୍ଷରୁ ଫ୍ଳାଗ୍ ଡ଼େ ପାଳିତ

ଭଞ୍ଜନଗର: ଭଞ୍ଜନଗର ପୁଲିସ୍ ପକ୍ଷରୁ ପୁଲିସ୍ ଫ୍ଳାଗ୍ ଡ଼େ ପାଳିତ ହୋଇଯାଇଛି। ଏହି ଅବସରରେ ପୁଲିସ୍ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ କରଯିବା ସହ ଛତ୍ରପୁର ଜିଲ୍ଲା ପୁଲିସ୍ ପାଇପ୍ ବାଦ୍ୟ ଦଳ ଦ୍ବାରା ‘ବ୍ୟାଣ୍ଡ୍ ସୋ’ ପ୍ରର୍ଦଶନ କରାଯାଇଥିଲା। ପୁଲିସ୍ କର୍ମଚାରୀମାନେ ସହରର ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ବିଶ୍ବାସରେ ବିଷ: ନିଜ କର୍ମଚାରୀଙ୍କ ଜରିଆରେ କାଜୁ ମିଲ୍ ମାଲିକ ସାଢ଼େ ୨ଲକ୍ଷ ଟଙ୍କାର ଲୁଟ୍ ଲୁଟର ଶିକାର

ଜୟପୁର: ବିଶ୍ବାସରେ ବିଷ। ନିଜ ନିକଟରେ କାମ କରୁଥିବା କର୍ମଚାରୀମାନେ ନିଜ ମାଲିକଙ୍କ ବିରୋଧରେ ଟଙ୍କା ଲୁଟ୍ ଭଳି ଷଡ଼ଯନ୍ତ୍ର ରଚିବେ ଏହା ବିଶ୍ବାସଯୋଗ୍ୟ ନ ହେଲେ ବି ଏଭଳି ଘଟଣା ଘଟିଛି। ଗତ ୨୦ତାରିଖ ଦିନ ରଣ୍ଡାପାଲ୍ଲୀ ଛକରୁ କେବିଡି ରାସ୍ତାରେ ଡାଙ୍ଗରା-ଦୋରାଗୁଡା ମଝିରେ ଏହି ଲୁଟ୍…
ଅଧିକ ଖବର ଦେଖନ୍ତୁ...

ଆସିକାରେ ବ୍ୟାଣ୍ଡ ସୋ’ ପ୍ରଦର୍ଶନୀ ସହ ପୁଲିସ ପ୍ୟାରେଡ ଅନୁଷ୍ଠିତ

ଆସିକା: ସ୍ଥାନୀୟ ପୁଲିସ ପକ୍ଷରୁ ଶୁକ୍ରବାର ଦିନ ସହରରେ ଆକର୍ଷଣୀୟ ପୁଲିସ ବ୍ୟାଣ୍ଡ ପ୍ରଦର୍ଶନୀ ସହ ପୁଲିସ୍‌ ପ୍ୟାରେଡ ଅନୁଷ୍ଠିତ ହୋଇଛି। ପୁଲିସ ପତାକା ଦିବସ ପାଳନ ଅବସରରେ କରୋନା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସହିଦ ପୁଲିସଙ୍କ ସ୍ମୃତି ଓ ସମ୍ମାନ ଜଣାଇବା ଲକ୍ଷ୍ୟରେ ଏହି ବ୍ୟାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କାରଣରୁ କମଲ୍‌ ନାଥଙ୍କ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ପାହ୍ୟା ରଦ୍ଦ କଲା ନିର୍ବାଚନ କମିସନ୍

ନୂଆଦିଲ୍ଲୀ: ଏକାଧିକ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା କାରଣରୁ ଶୁକ୍ରବାର ଦିନ ଭାରତର ନିର୍ବାଚନ କମିସନ୍‌ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍‌ ନାଥଙ୍କ ‘ତାରକା ପ୍ରଚାରକ’ ବା ‘ଷ୍ଟାର୍‌ କ୍ୟାମ୍ପେନର୍‌’ ପାହ୍ୟା ରଦ୍ଦ କରିଛି। ମଧ୍ୟପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ପଞ୍ଜାବ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ, ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ଆବୁଧାବି : ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୫୦ତମ ମ୍ୟାଚ ପଂଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି । ପ୍ଲେ ଅପରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି…
ଅଧିକ ଖବର ଦେଖନ୍ତୁ...

ଧାମନଗରରେ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା, ହତ୍ୟାକାରୀଙ୍କୁ ଧରିବା ଲାଗି ପୁଲିସର ଛାନ୍‌ଭିନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣବାଡ଼ ଗାଁରେ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗାଁ ଦାଣ୍ଡରେ ବହୁ ଲୋକ ଥିଲେ ମଧ୍ୟ ହତ୍ୟାକାରୀଙ୍କୁ କେହି ଅଟକାଇପାରି ନାହାନ୍ତି। ମୃତକ ହେଲେ ସତ୍ୟଜିତ ପଣ୍ଡା (୨୨)। ପୂର୍ବ…
ଅଧିକ ଖବର ଦେଖନ୍ତୁ...

ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ ଅନୁମତି ନ ଦେଲେ କଳାକାର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଲା…

କଟକ: କରୋନା କଟକଣା ସମୟରେ ସଙ୍ଗୀତ କଳାକାରମାନେ ସରକାରଙ୍କ ନୀତି ନିୟମକୁ ମାନିଲେ। ଦୁର୍ଦ୍ଦିନରେ ଥିବା କଳାକାରମାନଙ୍କୁ ଓଡ଼ିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ସ˚ଘ (ଓମାୱା) ପକ୍ଷରୁ ରିଲିଫ ସାମଗ୍ରୀ ପହଞ୍ଚାଗଲା। ସରକାରଙ୍କ ଦୃଷ୍ଟିକୁ ସମସ୍ୟା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି…
ଅଧିକ ଖବର ଦେଖନ୍ତୁ...