Daily Archives

October 30, 2020

ଉପନିର୍ବାଚନ: ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଛୁଟି ରହିବ। ରାଜ୍ୟ ସରକାରଙ୍କ ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ମିଳିବ। ନିର୍ବାଚନ ମଣ୍ଡଳୀ ବାହାରେ…
ଅଧିକ ଖବର ଦେଖନ୍ତୁ...

ଏମ୍ସ ନିର୍ଦ୍ଦେଶକ ଚେତାବନୀ ଦେଇ କହିଲେ, ‘କରୋନା ସଂକ୍ରମଣର ଦ୍ବିତୀୟ ସ୍ତରରେ ରହିଛି, ଆବଶ୍ୟକ ହେଲେ ହିଁ ବାହାରକୁ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନାର ତୃତୀୟସ୍ତର ଆରମ୍ଭ ହୋଇଯାଇଛି ବୋଲି କେତେକ କ୍ଷେତ୍ରରେ ଆଲୋଚନା ହେଉଛି। ଏହାକୁ ନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ସମ୍ପୂର୍ଣ୍ଣ ଭାବରେ…
ଅଧିକ ଖବର ଦେଖନ୍ତୁ...

ତଲାସ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ବୁଲା କୁକୁରମାନଙ୍କୁ ତାଲିମ୍ ଦେଉଛି ‘ଏନ୍‌ଡିଆର୍‌ଏଫ୍’

ଗାଜିଆବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍‌ ଫର୍ ଲୋକାଲ୍‌’ ବିଚାରଧାରାକୁ କାର୍ଯ୍ୟକାରୀ କରିବାକୁ ଗାଜିଆବାଦର ‘ଏନ୍‌ଡିଆର୍‌ଏଫ୍‌’ ଅଧିକାରୀମାନେ ବୁଲା କୁକୁରମାନଙ୍କୁ ‘ତଲାସ ଏବଂ ଉଦ୍ଧାର’ କାର୍ଯ୍ୟରେ ଲଗାଇବାକୁ ତାଲିମ ଦେଉଛନ୍ତି। ଗାଜିଆବାଦ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

୫୭ନଂ ଜାତୀୟ ରାଜପଥରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ସିଙ୍ଗାଣିବିଡା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରୁ ଶୁକ୍ରବାର ଭୋର ସକାଳୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ୟାଣ୍ଟ୍‌ ଓ ସ୍ୱେଟର୍‌ ପିନ୍ଧିଥିବା ଯୁବକର ଅନ୍ତଃ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ବର୍ତ୍ତିବା ଲାଗି କେମିତି ରହିବେ ସତର୍କ, ସୁବ୍ରତ ବାଗ୍‌ଚୀ ଦେଲେ ପରାମର୍ଶ

ଭୁବନେଶ୍ୱର: କରୋନା ମୁକାମିଲା ପାଇଁ ସାରା ବିଶ୍ୱରେ ଓଡ଼ିଶାର ଯୁଦ୍ଧକୁ ମଡେଲ ବୋଲି କୁହାଯାଉଛି। କରୋନା ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛି। କିନ୍ତୁ ଆଗାମୀ ଦିନରେ ଲୋକଙ୍କୁ ସତର୍କ ରହିବାକୁ ହେବ। ଶୀତ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଲୋକଙ୍କୁ ସତର୍କତା…
ଅଧିକ ଖବର ଦେଖନ୍ତୁ...

ହିନ୍ଦୋଳ : ବିଦ୍ୟୁତ ତାର ବିଛାଇ ପଶୁ ଶିକାର ଉଦ୍ୟମ, ଜଣେ ଗିରଫ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କୋଈ ସଂରକ୍ଷିତ ଜଙ୍ଗଲରେ  ଶିକାରୀଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଶିକାରୀମାନେ ନୂଆ ନୂଆ କୌଶଳ ବ୍ୟବହାର କରି ପଶୁ ଶିକାର କରିବାରେ ଲାଗିଛନ୍ତି । ଗତକାଲି ବିଦ୍ୟୁତ ତାର ବିଛାଇ ପଶୁ ଶିକାର ପାଇଁ ଛକି ବସିଥିବା ଜଣେ ଶିକାରୀକୁ ବନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ଆଜି ୮୭ଜଣ କରୋନା ପଜିଟିଭ ଚିହ୍ନଟ; ୨୩୭ଜଣ ସୁସ୍ଥ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୮୭ଜଣଙ୍କ ମଧ୍ୟରୁ ୧୯ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୮ଜଣ ସ୍ଥାନୀୟ ଅଞ୍ଚଳର ଥିବା ନେଇ ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।…
ଅଧିକ ଖବର ଦେଖନ୍ତୁ...

ପ୍ରେମ ନିବେଦନ କରିବାକୁ ଯାଇ ମହିଳାଙ୍କ ଭାଇଙ୍କ ଠାରୁ ନିସ୍ତୁକ ଛେଚା ଖାଇଲେ ଯୁବକ

ଭଦ୍ରକ: ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଜଣେ ଯୁବକ ବିବାହିତ ମହିଳାଙ୍କୁ ପ୍ରେମ ପ୍ରସ୍ତାବ ଦେବାକୁ ଯିବା ମହଙ୍ଗା ପଡ଼ିଛି। ଯୁବତୀଙ୍କ ଭାଇ ଉକ୍ତ ଯୁବକଙ୍କୁ ନିସ୍ତୁକମାଡ଼ ମାରିଥିବା ଜଣାପଡ଼ିଛି। ମଝି ରାସ୍ତାରେ ମାଡ ଖାଇଥିବା ଯୁବକଙ୍କ ନାମ ଛତିଶ ମହାପାତ୍ର ବୋଲି ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଶରୀରରେରେ ଆଣ୍ଟିବଡ଼ି ସୃଷ୍ଟି ହୋଇପାରିଛି: ଡା. ସଂଘମିତ୍ରା ପତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏଯାଏଁ ୫୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ସେରୋ ସର୍ଭେର ଫଳାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ୱରସ୍ଥିତ ଆଂଚଳିକ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଆରଏମ୍‌ଆର୍‌ସି)ର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ଏହି…
ଅଧିକ ଖବର ଦେଖନ୍ତୁ...

ମହାମାରୀ ବେଳେ ମେଣ୍ଢା ଉପହାର : ସଡ଼କ ପଥରେ ଚୀନ୍‌କୁ ୪୦୦୦ ମେଣ୍ଢା ପଠାଇଲା ମଙ୍ଗୋଲିଆ

ବେଜିଙ୍ଗ୍:  ପରୀକ୍ଷା କରି, କ୍ବାରେଣ୍ଟିନ୍‌ରେ ରଖିବା ପରେ ନିର୍ଦ୍ଧାରିତ ସଡ଼କ ପଥରେ ବିଶୋଧିତ ଟ୍ରକ୍‌ମାନଙ୍କରେ ଏ ମାସ ମଧ୍ୟଭାଗରେ ମଙ୍ଗୋଲିଆ ଉତ୍ତର ଚୀନ୍‌ର ଏକ ସହରକୁ ୪୦୦୦ ମେଣ୍ଢା ପଠାଇଛି। ନିବିଡ଼ ବନ୍ଧୁତାର ନିଦର୍ଶନ ଭାବେ ଚୀନ୍‌କୁ ୩୦,୦୦୦ ମେଣ୍ଢା ଦେବ ବୋଲି ମଙ୍ଗୋଲିଆ…
ଅଧିକ ଖବର ଦେଖନ୍ତୁ...