Daily Archives

November 2, 2020

ଟିକା ପାଇଁ ତଥ୍ୟ ଦେଲେ ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର:  ଟିକାକରଣ ଲାଗି କେନ୍ଦ୍ର ସରକାର ମାଗିଥିବା ଆଗଧାଡ଼ିର ‌କରୋନା ଯୋଦ୍ଧାଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ଯେ, କେରାନା ଟିକା ପାଇଁ ଏଯାବତ୍‌…
ଅଧିକ ଖବର ଦେଖନ୍ତୁ...

ପଛକୁ ହଟିଲେ ମାଓବାଦୀ: ବନ୍ଧୁକ, ବ୍ୟାଟେରୀ ଓ ପୁସ୍ତକ ଠାବ କଲେ ଯବାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବାଇବାଲି ଜଙ୍ଗଲରେ ଗତ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଗୁଳି ବିନିମୟ ପରେ ପଛକୁ ହଟିଛନ୍ତି ମାଓବାଦୀ। ସମୟରେ ଅପରେସନ କରି ଏକ ଦେଶୀ ବନ୍ଧୁକ,ଗୋଟେ ରାଉଣ୍ଟ ଜୀବନ୍ତ ଗୁଳି,ବ୍ୟାଟେରୀ ଓ ପୁସ୍ତକ ଯବାନମାନେ ଠାବ କରିଛନ୍ତି। ଓଡିଶା ରାଜ୍ୟ କମିଟି…
ଅଧିକ ଖବର ଦେଖନ୍ତୁ...

ଉପଜିଲ୍ଲାପାଳଙ୍କ ନକଲି ଦସ୍ତଖତ କରି ଜମି ବିକ୍ରି ପାଇଁ ଉଦ୍ୟମ: ଦଲାଲ କମ୍ପ୍ୟୁଟର ଦୋକାନୀ ସହ ବାପା-ପୁଅ ଗିରଫ

ଆସିକା: ଗଂଜାମ ଜିଲ୍ଲା ଆସିକା ତହସିଲ ଅନ୍ତର୍ଗତ ପାଣ୍ଡିଆପଥର ପଂଚାୟତର ନାରାୟଣପୁର ଗ୍ରାମର ବାଞ୍ଛା ନାଇକ (୮୫), ତାର ପୁଅ ବିଧାନ ନାଇକ (୪୨), କମ୍ପ୍ୟୁଟର ଦୋକାନୀ ଭଗବାନ ବିଶ୍ୱାଳ (୪୩) ମଧ୍ୟସ୍ଥି ସୁରେଶ ଚନ୍ଦ୍ର ପ୍ରଧାନ (୪୮)ଙ୍କୁ ଆଜି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ…
ଅଧିକ ଖବର ଦେଖନ୍ତୁ...

ଆହାର କେନ୍ଦ୍ର ଦାୟିତ୍ବ ନେଲେ ମହିଳା ଏସ୍ଏସଜି

ଭଞ୍ଜନଗର: କରୋନା କଟକଣା ପାଇଁ ଗତ ମାର୍ଚ୍ଚ ମାସରୁ ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିଲା। କଟକଣା କୋହଳ ହେବା ପରଠାରୁ ସହରକୁ ଲୋକ ଆସିବା ବଢିଥିବା ବେଳେ ଆହାରକେନ୍ଦ୍ର ବନ୍ଦ ଯୋଗୁଁ ସୁଲଭ ମୂଲ୍ୟରେ ଖାଇବା ପାଇବାରୁ ଗରିବ ଅସହାୟ ଲୋକମାନେ ବଞ୍ଚିତ ରହିଥିଲେ। ଦୀର୍ଘଦିନ ଧରି କରୋନା…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ୍‌ ଆଡମିସନ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ୍‌ ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍‌ ନେଇ ନଭେମ୍ବର ୯ ତାରିଖରେ ୱେବ୍‌ସାଇଟ୍‌ରେ ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ଝାଡ଼ୁ ମାରୁଥିବା ଅମିର ଏବେ ୧୦କୋଟି ଟଙ୍କା କାରବାର କରୁଥିବା କମ୍ପାନିର ମାଲିକ

ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ ଯେ କାହାକୁ କେଉଁ ସ୍ଥାନ‌ରେ ନେଇ ପହଞ୍ଚାଇବ ତାହା କେହି ବି ଜାଣି ନଥାଆନ୍ତି। ଏକଦା ବିମାନବନ୍ଦରରେ କାମ କରୁଥିବା ୩୧ ବର୍ଷୀୟ ଅମିର କୁତବ ଏବେ ଅଷ୍ଟ୍ରେଲିଆର ଏକ ଡିଜିଟାଲ ଫାର୍ମର ମାଲିକ ଅଛନ୍ତି, ଯାହାର ବାର୍ଷିକ ବ୍ୟବସାୟ ୧୦ କୋଟି ଟଙ୍କାରୁ ଅଧିକ । ୪ଟି…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୬୫ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୩୨ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୪୩ ଜଣ ଓ ସ୍ଥାନୀୟ ଅଂଚଳରୁ ୩୨ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୧ ଜଣ ଓ ଗୃହ…
ଅଧିକ ଖବର ଦେଖନ୍ତୁ...

କାବୁଲ ବିଶ୍ବବିଦ୍ୟାଳୟରେ ୩ ବନ୍ଧୁକଧାରୀଙ୍କ ଆକ୍ରମଣ : ୧୯ ଛାତ୍ର ନିହତ, ୨୨ ଆହତ

କାବୁଲ (ଆଫଗାନିସ୍ତାନ): ସୋମବାର କାବୁଲ ବିଶ୍ବବିଦ୍ୟାଳୟ ପରିସରରେ  ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ଅନ୍ୟୂନ ୧୯ଜଣ ଶିକ୍ଷାର୍ଥୀ ନିହତ ହେବା ସହ  ୨୨ଜଣ ଆହତ ହୋଇଛନ୍ତି। ତେରେ  ନିରାପତ୍ତା ବଳଙ୍କ ସହ ଗୁଳିବିନିମୟରେ ଆକ୍ରମଣ କରିଥିବା ୩ ବନ୍ଧୁକଧାରୀଙ୍କର ମୃତ୍ୟୁ ଘଟିଛି ବୋଲି ଜଣେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ମିଶ୍ରଣକୁ ବିରୋଧ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ଦେଲେ ଗ୍ରାମବାସୀ

ବେଲଗୁଣ୍ଠା: ଶିକ୍ଷାର ଉନ୍ନତି ପାଇଁ ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ କିଛି ଭୁଲ୍‌ ନିଷ୍ପତି ପାଇଁ ଆଜି ବହୁ ଗ୍ରାମାଞ୍ଚଳର ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗଂଜାମ ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ଗୋପନଗର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆବୁଧାବିସ୍ଥିତ ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...