Daily Archives

November 17, 2020

ତେଜୁଛି ଚାଷୀ ଅଶାନ୍ତି; ଟୋକନ୍‌ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଚରମବାଣୀ

ଅତାବିରା : ମାର୍କେଟ୍‌ ୟାର୍ଡ‌ ଖୋଲିବା‌ର ୯ ଦିନ ବିତି ଗଲାଣି। ଚାଷୀର ଧାନ ଅମଳ ହେବାର ଜୋର ଧରିଲାଣି। ମଣ୍ଡିରେ ଧାନ ହଜାର ହଜାର ବସ୍ତା ଗଦା ହେଲାଣି। ହେଲେ ମଣ୍ଡିକୁ ଆସିଥିବା ବହୁ ଚାଷୀଙ୍କ ଟୋକନ ଏ ପର୍ଯ୍ୟନ୍ତ ଆସିନାହିଁ। କାହାର ଟୋକନ ଏ ମାସ ଶେଷକୁ ଆସିବ ତ ଆଉ କାହାର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଯୁବକ ମୃତ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଡଗଡ଼ବାହାଲ ପଞ୍ଚାୟତ କନ୍ଦାଖାଲ ଗ୍ରାମର ଶିଶିର ନାଏକଙ୍କ ପୁଅ ରଙ୍ଗାଧର ନାଏକ (୨୬)ଙ୍କ ମଙ୍ଗଳବାର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ରଙ୍ଗାଧରଙ୍କ ସ୍ତ୍ରୀ ସସ୍ମିତା ଚିନାଗୁନ ମୁରିବାହାଲ ଥାନାରେ ଦେଇଥିବା ଏତଲା ଅନୁସାରେ, ଘର ତିଆରି ପାଇଁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସୀମାରେ ପଶି ଯୁବତୀଙ୍କୁ ଅସଦାଚରଣ କଲା ଝାଡ଼ଖଣ୍ଡ ପୁଲିସ

ରାଉରକେଲା: ଓଡ଼ିଶା ସୀମା‌ରେ ପଶି ଝାଡ଼ଖଣ୍ଡ ପୁଲିସ ଦୁଇ ଜଣ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଜି ଦିନ ଦ୍ବିପ୍ରହରରେ ବସ୍‌ ଅପେକ୍ଷାରେ ଥିବା ଦୁଇ ଜଣ ଯୁବତୀଙ୍କୁ ଅଶୋଭନୀୟ ପ୍ରଦର୍ଶନ କରିଥିଲେ। ଏନେଇ ଉଭୟଙ୍କୁ ବେଶ୍‌ ହଟହଟା ହେବାକୁ ପଡ଼ିଛି। ଦୁଇ ଯୁବତୀଙ୍କ ଗୋଡ଼ଧରି ଭୁଲ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଓ ନବରଙ୍ଗପୁରର ମକା ମଞ୍ଜି ଗଲା ବାଂଲାଦେଶ

ଜୟପୁର: କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାର ମକା ମଞ୍ଜି ଆଜି ବାଂଲାଦେଶକୁ ଯାଇଛି। ପ୍ରାୟ ୭୦ଟ୍ରକ ଲୋଡ ମକା ମଞ୍ଜିକୁ ବିଷୋୟୀପୁଟ ଠାରେ ଓଜନ କରାଯିବା ପରେ ଉମୁରୀ ରେଲୱେ ସାଇଡିଂରୁ ରେଳ ୱାଗନରେ ବାଂଲାଦେଶ ପଠାଯାଇଛି। ସାମାନ୍ୟ ପାଗ ସ୍ଥିର ହେବା ପରେ ମକା ଚାଷୀ ମାନେ ମକା ମଞ୍ଜି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାରେ କୋଭିଡ କେୟାର କେନ୍ଦ୍ରରେ ନିଯୁକ୍ତ ୨୦୦ରୁ ଉର୍ଦ୍ଧ୍ୱ ଏଏନଏମ୍‌ଙ୍କୁ ମିଳିନି ଅଢ଼େଇ ମାସର ଦରମା

ଭଦ୍ରକ: କୋଭିଡ ମହାମାରୀ ସମୟରେ ପଞ୍ଚାୟତ ସ୍ତରରେ ଖୋଲାଯାଇଥିବା କୋଭିଡ କେୟାର କେନ୍ଦ୍ରରେ ଠିକାରେ ନିଯୁକ୍ତି ପାଇ କାମ କରୁଥିବା ଜିଲ୍ଲାର ପ୍ରାୟ ୨୦୦ ସହରୁ ଉର୍ଦ୍ଧ୍ୱ ପଞ୍ଚାୟତର ୨୦୦ ଶହରୁ ଉର୍ଦ୍ଧ୍ୱ  ଏ.ଏନ୍‌.ଏମ୍‌ କର୍ମୀଙ୍କୁ ଆଜକୁ ଅଢେଇ ମାସର ଦରମା ଦିଆଯାଇନାହିଁ। ଗତ ସେପ୍ଟେଟର ମାସରୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‌ହେବ ଅଙ୍ଗନୱାଡ଼ି ଖାଦ୍ୟ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ହେବ ଆଞ୍ଚଳିକ ଖାଦ୍ୟ ପରୀକ୍ଷା କେନ୍ଦ୍ର। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲାପାଳ ସମ୍ବଲପୁର ବିଶ୍ବବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ଶୋଭାଯାତ୍ରା

ଭଞ୍ଜନଗର: କରୋନା କଟକଣା ପାଇଁ ଦୀର୍ଘଦିନ ହେଲା ସମସ୍ତ ସାମାଜିକ ସଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଥିବାରୁ କଳାକାର ମାନେ ସେମାନଙ୍କ ରୋଜଗାର ହରାଇ ଦୁ୍ର୍ଦ୍ଦିନରେ ଦିନ କାଟୁଛନ୍ତି। ବର୍ତ୍ତମାନ ଲୋକମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର କଟକଣା କୋହଳ କରିବା ସହ…
ଅଧିକ ଖବର ଦେଖନ୍ତୁ...

ପୁଣି ଭିମ୍‌ସାରରେ ଅଗ୍ନିକାଣ୍ଡ: ସର୍ଟ ସର୍କିଟ୍‌ରୁ ଜଳିଗଲା ଷ୍ଟୋର୍‌ ଫ୍ୟାନ୍‌

ସମ୍ବଲପୁର: ପୁଣି ଭିମ୍‌ସାରରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟ୍‌ ହୋଇ ଭିମ୍‌ସାର କ୍ୟାମ୍ପସ୍‌ରେ ଥିବା ଷ୍ଟୋର୍‌ରେ ମଙ୍ଗଳବାର ଦିନ ୧୨ଟା ସମୟରେ ନିଆଁ ଲାଗିଯ‌ାଇଥିଲା। ଷ୍ଟୋର୍‌ରେ ଲାଗିଥିବା ୱାଲ୍‌ ଫ୍ୟାନ୍‌ ଜାମ୍‌ ହୋଇଯିବା ଫଳରେ ସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା ଓ ଫ୍ୟାନ୍‌ ହୁତୁ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀରେ ବୋମା ମାଡ ଘଟଣା: ୨ ସପ୍ତାହ ପରେ ବି ଧରା ପଡିଲେ ନାହିଁ ଅଭିଯୁକ୍ତ

କନ୍ଧମାଳ: ଫୁଲବାଣୀ ସହରରେ ବୋମା ମାଡ ଘଟଣାକୁ ୨ ସପ୍ତାହ ପୁରିଲା। ହେଲେ ଧରା ପଡିଲେ ନାହିଁ ଅଭିଯୁକ୍ତ। ତୁରନ୍ତ ଗିରଫ ହେବେ ଅଭିଯୁକ୍ତ ବୋଲି ପୁଲିସ କହୁଛି। ହେଲେ ଆଜି ସୁଦ୍ଧା ଜଣକଙ୍କୁ ବି ଧରିବା ପାଇଁ ପୁଲିସ ସକ୍ଷମ ହୋଇ ପାରି ନାହିଁ। ଏହାକୁ ପୁଲିସର ପାରିବା ପଣିଆ ପ୍ରତି ସାଧାରଣରେ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କ ଦୁଃଖ: ଶୌଚ ପାଇଁ କିଣୁବାକୁ ପଡୁଛି ପାଣି ବୋତଲ

ଫୁଲବାଣୀ:ବସ ଯାତ୍ରୀଙ୍କ ଶୌଚ ଓ ସ୍ନାନ କରିବା ପାଇଁ ଫୁଲବାଣୀ ବସଷ୍ଟାଣ୍ଡରେ ରହିଛି ସୁଲଭ ଶୌଚାଳୟ। ହେଲେ ସୁଲଭ ଶୌଚାଳୟରେ ପାଣି ନଥିବାରୁ ଶୌଚ ପାଇଁ ଯାତ୍ରୀ ପାଣି ବୋତଲ କିଣିବା ସାଧାରଣରେ ଉଦବେଗ ସୃଷ୍ଟି କରିଛି। ବସଯାତ୍ରୀଙ୍କ ପାଇ ଗତ ୧୦୯୪ ମସିହାରେ ବସଷ୍ଟାଣ୍ଡରେ ସୁଲଭ ଶୌଚାଳୟ…
ଅଧିକ ଖବର ଦେଖନ୍ତୁ...