Daily Archives

November 27, 2020

ଅଜଣା ଗାଡ଼ି ଧକ୍କାରେ ଜଣେ ଯବାନ ମୃତ, ଜଣେ ଯବାନ ଗୁରୁତର

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳ-ଦୈତାରୀ ରାସ୍ତାର ସଉତୁଣୀ ପୋଲ ନିକଟରେ ଆଜି ସନ୍ଧ୍ୟା ସାଢ଼େ ୬ଟା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଓଆଇଏସ୍‌ଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରାମଚନ୍ଦ୍ର ନାଏକ (୨୫)। ଏହା ସହ ଯବାନ ସଞ୍ଜୟ ସା (୨୬)…
ଅଧିକ ଖବର ଦେଖନ୍ତୁ...

ଟ୍ୟୁସନ୍‌ରୁ ଫେରୁଥିବା ବେଳେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଚାପି ଦେଲା ଟ୍ରକ୍, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଖଲ୍ଲିକୋଟ: ଟ୍ୟୁସନ୍ ସାରି ଘରକୁ ଫେରୁଥିବା ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଆଜି ସନ୍ଧ୍ୟା ୭ଟାରେ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବରଠାରେ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଗ୍ରାମର ଧନେଶ୍ବର ପଲେଇଙ୍କ…
ଅଧିକ ଖବର ଦେଖନ୍ତୁ...

ବୋଇତବନ୍ଦାଣ ଉତ୍ସବରେ ଶୁଣାଯିବନି ହୁଳହୁଳି ସହ ଆକାମାବୈ 

ଖୋର୍ଦ୍ଧା: ଆଉ ୨ ଦିନ ପରେ କାର୍ତ୍ତିକ ପୂର୍ଣ୍ଣମୀ । ଓଡ଼ିଶାର କାହିଁ କେଉଁ କାଳରୁ ଚାଲିଆସିଥିବା ବୋଇତବନ୍ଦାଣ ଉତ୍ସବ ପାଳିତ ହୋଇ ଆସୁଛି। ମାଣିକଗଡ଼, ଚିଲିକା ଭଳି ପୁରାତନ ବନ୍ଦରର ଦୃଷ୍ଟିରୁ ପାରମ୍ପରିକ ଭାବେ ଖୋର୍ଦ୍ଧାରେ ବୋଇତବନ୍ଦାଣ ଉତ୍ସବର ମହତ୍ତ୍ବ ରହିଆସିଛି । କିନ୍ତୁ ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁର୍ବ୍ୟବହାର: ୨ ଯୁବକଙ୍କୁ ଛେଚିଲେ ଲୋକେ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଆଜି ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଦୁଇ ଯୁବକଙ୍କୁ କାବୁ କରି ସ୍ଥାନୀୟ ଲୋକେ ନିସ୍ତୁକ ପିଟିଛନ୍ତି। ଗ୍ରାମର ଜଣେ ନାବାଳିକା (୧୨) ଅପରାହ୍ନରେ ବୁଲାବୁଲି କରୁଥିବା ବେଳେ ଦୁଇଜଣ…
ଅଧିକ ଖବର ଦେଖନ୍ତୁ...

ଏକଦା ଭିକ୍ଷାବୃତ୍ତି କରୁଥିବା ମହିଳା କିପରି ହେଲେ ଓକିଲ, ବଖାଣିଲେ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ

କରାଚି:  ସମାଜରେ ପୂର୍ବରୁ କିନ୍ନରଙ୍କୁ ଏକ ଆଡ ଦୃଷ୍ଟିରେ  ଲୋ‌କମାନେ ଦେଖୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଅନ୍ୟମାନଙ୍କ ଭଳି କିନ୍ନରମାନେ ବି ସାଧାରଣ ଜୀବନଯାପନ କରି ପାରୁଛନ୍ତି। ପାଠପଢ଼ି ଅନେକ କିନ୍ନର ଭଲ ଚାକିରି ବି କରିଛନ୍ତି।  ଏହି କ୍ରମରେ ପାକିସ୍ତାନର ଜଣେ କିନ୍ନରଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ବ୍ୟକ୍ତିଙ୍କୁ ହୃଦୟର କଥା କହିବେ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ବେପାରରେ ଲାଭ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ବୃଷ: ନୂଆ କାମରେ ଲାଭ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ପ୍ରତିଟି ଛୋଟବଡ଼ ନିଷ୍ପତ୍ତି ଭାବିଚିନ୍ତି…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ତୁଷରା ତେଲନଦୀ ପୋଲ, ପାଣିକୁ ଡେଇଁ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,

ଗୁଡ଼ଭେଲା/ତୁଷୁରା: ପୁଣି ଚର୍ଚ୍ଚାର ପରିସରକୁ ଆସିଛି ବଲାଙ୍ଗୀର ଜିଲ୍ଲା ତୁଷରା ନିକଟ ତେଲନଦୀ ପୋଲ। ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଯୁବକ ପୋଲ ଉପରୁ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ନଦୀରେ ଗାଧୋଉଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଉକ୍ତ ଯୁବକଙ୍କୁ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ବାଇକ୍ ଧକ୍କା, ଯୁବକ ମୃତ

ଝାରସୁଗୁଡ଼ା : ବଡ଼ମାଲ ଥାନା ଅନ୍ତର୍ଗତ ହିରମା ରାସ୍ତାରେ ବଲେରୋ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ସନ୍ଧ୍ୟା ସାଢ଼େ ୬ ଟାରେ ସିଂହଲ କାରଖାନା ନିକଟରେ ଏକ ବାଇକ ଓ ବଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ହିଁ…
ଅଧିକ ଖବର ଦେଖନ୍ତୁ...

ଏ ଜୀବନର କିଛି ଠିକଣା ନାହିଁ; ଆଜି ଅଛେ, କାଲିକୁ ନଥିବା: ମୃତ୍ୟୁ ପୂର୍ବରୁ ନିଜ ସାଙ୍ଗକୁ ଏଭଳି କହିଥିଲେ ‌ଯବାନ

ନୂଆଦିଲ୍ଲୀ: ଜଣେ ଯବାନର ଜୀବନର କିଛି ଠିକଣା ନଥାଏ; ଆଜି ଅଛେ, କାଲିକୁ ନଥିବା। ସାଙ୍ଗ ସହ କଥା ହେବା ସମୟରେ ଏଭଳି କହିଥିଲେ ଯବାନ। ହେଲେ ତାଙ୍କୁ ଜଣା ନଥିଲା ଯେ, ପରଦିନ ସେ ଏ ଦୁନିଆରୁ ବିଦାୟ ନେଇଯିବେ। ଗତକାଲି କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ୨୦ବର୍ଷୀୟ ଯବାନ ସହିଦ…
ଅଧିକ ଖବର ଦେଖନ୍ତୁ...

ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ପରେ କୋର୍ଟ ଚାଲାଣ ହୋଇଥିବା ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଜାମିନ ଖାରଜ ହୋଇଛି। ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...