Daily Archives

December 3, 2020

ଅନଲାଇନରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ୯.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଟାବଲେଟ

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ମମତା କହିଛନ୍ତି ଯେ କରୋନା କାରଣରୁ ତାଙ୍କ ସରକାର ଅନଲାଇନରେ ପାଠ ପଢ଼ୁଥିବା ସାଢେ ୯ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ଯୋଗାଇ ଦେବେ। ଏହା…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ରମାନଙ୍କ ମଧ୍ୟରେ ସମନ୍ଵୟ ବୃଦ୍ଧି କରାଯାଉ: ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍‌ସିଂ ମାଧ୍ୟମରେ ଚଳିତବର୍ଷ ମ୍ୟାଲେସିଆ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଥିବା ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମରେ ସାମିଲ ହୋଇ ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ…
ଅଧିକ ଖବର ଦେଖନ୍ତୁ...

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି (ଗୁରୁବାର) ସନ୍ଧ୍ୟାରେ ଗିରଫ କରିଛି। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫ ହୋଇଛନ୍ତି। ଟାଟା କଂପାନିରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ…
ଅଧିକ ଖବର ଦେଖନ୍ତୁ...

ଏମଏସପି ବ୍ୟବସ୍ଥାକୁ ସରକାର ଛୁଇଁବେ ନାହିଁ : କୃଷିମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଜି ଦୀର୍ଘ ୭ ଘଣ୍ଟା ଧରି ଚାଲିଥିବା ଆଲୋଚନା ଶେଷ ହୋଇଛି । ଏହି ଆଲୋଚନା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ କୃଷକମାନଙ୍କ ସହ ଏହି ୪ର୍ଥ ପର୍ଯ୍ୟାୟ ଆଲୋଚନା ସୌହାର୍ଦ୍ଦପୂର୍ଣ୍ଣ ଥିଲା ।  …
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ୬୨୯ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରୁ ଆଜି ୬୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୧୪୦୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Another 629 Covid…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ହେବ କେଜ୍‌ କଲ୍‌ଚର ମାଛ ଚାଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ୧୫ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ (କେଜ୍‌ କଲ୍‌ଚର) ପାଇଁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ତେଜରାତି ଗୋଦାମରୁ ଟ୍ରକ ଲଗାଇ ରାତିରେ ୨ ଲକ୍ଷ ଟଙ୍କାର ଜିନିଷପତ୍ର ଚୋରି! ୨ ଅଟକ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ପୌରପାଳିକା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ପାଖରେ ହୋଇଛି ଏକ ଚୋରି। ଉମରକୋଟର ଏକ ତେଜରାତି ହୋଲସେଲ ବ୍ୟବସାୟୀ ପ୍ରତାପ ନାୟକଙ୍କ ଗୋଦାମରୁ ବୁଧବାର ରାତିରେ ପିଆଜ ଅଦା, ରସୁଣ ଓ ହଳଦୀ ଚୋରି ହୋଇଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂଦେହରେ ୨ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସନ୍ଧ୍ୟାରେ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଆଜି ସନ୍ଧ୍ୟା ସମୟରେ ଇଓଡବ୍ଲୁର ୮ ଜଣ ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ଉଠାଇ ନେଇ ଜେରା…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁରେ ସାମୁଦ୍ରିକ ବାତ୍ୟା ବୁରେଭିର ତାଣ୍ଡବ, ଆଜି ମଧ୍ୟରାତ୍ରି ପରେ ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ : ଭାରତର ଦକ୍ଷିଣରେ ଥିବା ମନ୍ନାର  ଉପସାଗରରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ବାତ୍ୟା ବୁରେଭି ଆଉ କିଛି ଘଣ୍ଟା ପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ଗତ କିଛି ଘଣ୍ଟା ଧରି ଘଣ୍ଟାକୁ ୧୬ କିଲୋମିଟର ବେଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଖାଦ୍ୟକୁ ଗ୍ରହଣ କଲେ ନାହିଁ ଚାଷୀ, କହିଲେ, ‘ଆମେ ନିଜ ଖାଦ୍ୟ ସାଥୀରେ ନେଇ ଆସିଛୁ।’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିବା ସହ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟର କୃଷକ ସଂଗଠନ କୃଷକ ଆନ୍ଦୋଳନକୁ ସମର୍ଥନ କରିବାରୁ ଏବଂ ଦିଲ୍ଲୀରେ ଏକଜୁଟ ହେଉ ଥିବାରୁ ଦିଲ୍ଲୀରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...