Daily Archives

December 3, 2020

ଏୟାର ଇଣ୍ଡିଆକୁ କିଣିବେ କର୍ମଚାରୀ; ଆର୍ଥିକ ସଂକଟରୁ ଉଦ୍ଧାର ପାଇଁ ପ୍ରତି କର୍ମଚାରୀ ଦେବେ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପାଖା ପାଖି ୯୦ ହଜାର କୋଟି ଟଙ୍କା କରଜରେ ବୁଡ଼ି ଯାଇଥିବା ସରକାରୀ ବିମାନ କମ୍ପାନି ପାଇଁ ଅଡୁଆ ବଢିବାରେ ଲାଗିଛି । ଏଭଳି ସଂକଟରୁ କମ୍ପାନିକୁ ଉଦ୍ଧାର କରିବାକୁ ଏବେ ଅଣ୍ଟା ଭିଡିଛନ୍ତି କମ୍ପାନିର କର୍ମଚାରୀ ମାନେ । ଡିସେମ୍ବର ୧୪ ତାରିଖରେ ଏୟାର ଇଣ୍ଡିଆ ନିଲାମ ହେବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଜୟପୁର ଓଏସଆରଟିସି ଜୋନ ଖୋଲିବା ପରେ ଗାଡି ଚଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ

ଜୟପୁର: ଜୟପୁର ଓଏସଆରଟିସି ଜୋନ ପ୍ରବାସୀ ଶ୍ରମିକ ପରିବହନ ତେଲ ଟଙ୍କାରେ ହେରଫେର ଏବଂ ବ୍ୟାପକ ଅନିୟମିତତାକୁ ନେଇ ଜୋନକୁ ୬୧ଦିନ ଧରି  ବନ୍ଦ କରିବାକୁ ପରିଚାଳନା ନିର୍ଦେଶକ ନିର୍ଦେଶ ଦେଇଥିଲେ। ଗତ ୧ତାରିଖରୁ ଜୋନ କାର୍ଯ୍ୟାଳୟ ସଂପୂର୍ଣ୍ଣ  ଖୋଲିଛି। ଏହାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ପ୍ରଥମଭାଗ ସୁଦ୍ଧା ଭାରତରେ କରୋନା ଟିକାକୁ ଅନୁମତି ମିଳିବା ସମ୍ଭାବନା : ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ : କରୋନା ଟିକାକୁ ସାରା ଦେଶର ଲୋକେ ଅପେକ୍ଷା କରିଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡଃ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା  ଟିକା ଆସିଯିବ ବୋଲି ସେ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଭାରତରେ ଟିକା ଗୁଡ଼ିକର ପରୀକ୍ଷଣ…
ଅଧିକ ଖବର ଦେଖନ୍ତୁ...

ସରକାର ଘରୋଇ ବିମାନ ସଂଖ୍ୟାକୁ ପୂର୍ବ କୋଭିଡ ସ୍ତରର ୭୦ରୁ ୮୦ ପ୍ରତିଶତ ବୃଦ୍ଧି କଲେ

ନୂଆଦିଲ୍ଲୀ: ସରକାର ଦେଶ ମଧ୍ୟରେ ଚଳାଚଳ କରୁଥିବା ଘରୋଇ ବିମାନ ସଂଖ୍ୟାକୁ ଗୁରୁବାର ପୂର୍ବ-କୋଭିଡ ସ୍ତରର ୭୦ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନଭେମ୍ବର ୧୧ରେ ମନ୍ତ୍ରୀ କହିଥିଲେ ଯେ, ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ପୁନଃ ନିଯୁକ୍ତି ଦାବିରେ ବିକ୍ଷୋଭ: ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଯୁବକ, ଅଟକାଇଲା ପୁଲିସ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡାସ୍ଥିତ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଛଟେଇ ହୋଇଥିବା ବିଦ୍ୟୁତ୍‌ କର୍ମଚାରୀ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି। କିନ୍ତୁ ଏହି ଘଟଣା ପୂର୍ବରୁ ପୁଲିସ ଘଟଣାସ୍ଥଳରେ ପହଂଚି ଅସନ୍ତୋଷ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକାଇଛି। ପୁନଃ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ହାଟଡ଼ିହି : ପାଣି ପାଇଁ ରାସ୍ତାରୋକ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଢେଙ୍କା ପଞ୍ଚାୟତର ଝଣଝଣା ଗ୍ରାମବାସୀ ପିଇବା ପାଣି ପାଇଁ ରାସ୍ତାରୋକ କରିଛନ୍ତି। ଆଜି ସକାଳୁ ଶତାଧିକ ଗ୍ରାମବାସୀ ଛେନାପଦି-ହଦଗଡ଼ ରାସ୍ତାକୁ ଢେଙ୍କା ଛକ ନିକଟରେ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ଅପରାଧୀକୁ ଧରିବା ଦାବିରେ ଥାନା ଘେରାଉ; ବିଧବା ପତ୍ନୀ କିରୋସିନ ଧରି ଆତ୍ମାହୁତି ଧମକ ଦେଲେ

ହାଟଡ଼ିହି; କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗାଁରେ ଗତମାସ ୨୦ ତାରିଖରେ କୁକୁଡ଼ା ମୃତ୍ୟୁକୁ ନେଇ ନ୍ୟାୟ ନିଶାପ ବସିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଆନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୨୧ ତାରିଖରେ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାଠକ ବାପପୁଅଙ୍କ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କଲା ଇଡି

ଭୁବନେଶ୍ବର: ପାଠକ ବାପ ପୁଅଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଟଙ୍କା କାରବାର ନେଇ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ଇଡି । ମନି ଲଣ୍ଡରିଂର ତଦନ୍ତ ପାଇଁ  ଉଭୟ ଇଡି ଓ ଆୟକର ବିଭାଗ (ଆଇଟି) ବିଭାଗକୁ ଚିଠି ଲେଖିଥିଲା ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଅ ଓ ବୋହୂ ପଚାରୁ ନ ଥିବାରୁ ନିଜର ସମ୍ପତ୍ତିକୁ ମୋଦୀଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଲେ ବୃଦ୍ଧା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୌନପୁରୀ ତହସିଲରେ ବସବାସ କରୁଥିବା ଜଣେ ବୃଦ୍ଧ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନିଜର ସମସ୍ତ ଜମି କବଲା କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିକାଶ ବ୍ଲକ ଅନ୍ତର୍ଗତ କିଶନିର ଚିତ୍ରୟାନ ଗ୍ରାମର ପୁରନ ଲାଲଙ୍କ ୮୭ବର୍ଷୀୟ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ ମାମଲା: ଜଳେଶ୍ୱରର ପୂର୍ବତନ ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର/ଓଲମରା: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ଥାନାର ପୂର୍ବତନ ଥାନାଧିକାରୀ ଧନେଶ୍ବର ସାହୁଙ୍କ ଥାନା ପରିସରରେ ଥିବା ସରକାରୀ ବାସଭବନରେ ଆଜି ଭିଜିଲାନ୍ସ ଟିମ ପହଁଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ଏହି ଯାଞ୍ଚ ଟିମରେ ସାମିଲ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...