Daily Archives

January 21, 2021

ରାଷ୍ଟ୍ରପତି ଥିବାବେଳେ ବିମାନର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବା ଟ୍ରମ୍ପଙ୍କ କଥା ରଖିବେ କି ବାଇଡେ଼ନ!

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ୱାଇଟ ହାଉସ ଛାଡିଛନ୍ତି ଏବଂ ଜୋ ବାଇଡେ଼ନ ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି । ବାଇଡେ଼ନ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳିଛି। ଏଭଳି ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

୧୧ କେଭି ବିଦ୍ୟୁତ୍‌ ତାର ଆଘାତରେ ମାଈ ହାତୀର ମୃତ୍ୟୁ

ଯୁଯୁମୁରା: ୨୦୨୦ ଶେଷ ମାସ ଅର୍ଥାତ ଡିସେମ୍ବରରେ ଟ୍ରେନ୍‌ ଧକ୍କାରେ ଦୁଇଟି ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ୨୦୨୧ର ପ୍ରଥମ ମାସରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ଯୁଯୁମୁରା ସେକ୍‌ସନ୍‌ ଅଧୀନ କଂସର ଜଙ୍ଗଲରେ।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲାରେ କୋଭିଡ-୧୯ ଟିକାକରଣ ଅଭିଯାନ ଶୀର୍ଷକ ୱେବିନାର ଅନୁଷ୍ଠିତ

ମାଲକାନଗିରି: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ, ଜୟପୁର ପକ୍ଷରୁ କୋଭିଡ-୧୯ ଟିକା କରଣ ଅଭିଯାନ ଶୀର୍ଷକ ୱେବନର ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମରେ ବିଶେଷ କରି କୋଭିଡ ଟିକା ନେବାକୁ ନେଇ ଚାଲିଥିବା ବିଭିନ୍ନ ଗୁଜବ ଓ…
ଅଧିକ ଖବର ଦେଖନ୍ତୁ...

ଜିଓ ବ୍ରାଣ୍ଡକୁ ବ୍ୟବହାର କରି ଅଟା ପ୍ରସ୍ତୁତ କରୁଥିଲେ ଠକ, ମାଡିବସିଲା ପୁଲିସ

ସୁରଟ: ଟେଲିକମ ଇଣ୍ଡଷ୍ଟ୍ରି ପରେ ଜିଓ ଅଟା | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଜିଓ ବ୍ରାଣ୍ଡକୁ ବ୍ୟବହାର କରି ଅଟା ବ୍ୟବସାୟ କରୁଥିବା କିଛି ଠକଙ୍କୁ ପୁଲିସ ଗିରଫ କରିବା ପରେ ଏଘଟଣା ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଗୁଜୁରାଟର ସୁରଟରେ ଟେଲିକମ୍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସ ଲୋକଙ୍କ ଠାରୁ ସଂପୂର୍ଣ୍ଣ ସମର୍ଥନ ପାଇବେ। ନୂଆ ପ୍ରକଳ୍ପରେ ନିଜର ସମସ୍ତ ଶକ୍ତି ଲଗାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବୃଷ: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର କଳାତ୍ମକ କ୍ଷମତା…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ଉପରକୁ ଉଠୁଛି ୨ ମହଲା କୋଠା

କେନ୍ଦୁଝର: ଖାଲୁଆ ଅଞ୍ଚଳରେ ରହିଛି ୨ ମହଲା କୋଠା। ବର୍ଷା ହେଲେ ଘରେ ପାଣି ପଶିଯାଉଛି। ଏହାକୁ ନେଇ ଘର ମାଲିକ ମହେଶ୍ବର ନାୟକ ଚିନ୍ତିତ ଥିଲେ। ସେ କେନ୍ଦୁଝର ସହର ସ୍ପଞ୍ଜ କଲୋନିରେ ଜାଗା କିଣି ୧୯୯୦ ମସିହାରେ ଏହି କୋଠଘର ନିର୍ମାଣ କରିଥିଲେ। ବିହାରୀ ମିସ୍ତ୍ରିଙ୍କ ପରାମର୍ଶରେ ଦୁଇ ମହଲା…
ଅଧିକ ଖବର ଦେଖନ୍ତୁ...

ମାଛର ବାନ୍ତି ବଦଳାଇ ଦେଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ରହୁଥିବା ଜଣେ ମାଛଧରାଳୀଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ୨୦ବର୍ଷର ଚାଲେରମଚାଏ ମହାପନଙ୍କୁ ସମୁଦ୍ର କୂଳରୁ ଏମିତି ଏକ ଅଦ୍ଭୁତ ସାମଗ୍ରୀ ମିଳିଥିଲା ଯାହା ବିଷୟରେ ସେ ଜାଣିବି ନଥିଲେ। କିନ୍ତୁ ଏହାକୁ ସେ ଯେତେବେଳେ ନିଜ ଘରକୁ ଆଣିଥିଲେ ତାହା ଏକ ଦୁର୍ଲଭ…
ଅଧିକ ଖବର ଦେଖନ୍ତୁ...

ଧାନ କିଣାରେ ଅନିୟମିତତା ଅଭିଯୋଗ: ୧୫ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ

ଭୁବନେଶ୍ୱର: ୨୦୨୦-୨୧ ଖରିଫ ବିପଣନ ଋତୁରେ ଖରିଫ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟ୍ରି  ଅପରେଟରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛିା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପ୍ରବେଶ ବେଳେ ଆଉ ଦେଖାଇବାକୁ ପଡ଼ିବ ନାହିଁ ‌କୋଭିଡ୍ ରିପୋର୍ଟ; ଜାଣନ୍ତୁ ଜଗା ଦର୍ଶନ ଲାଗି ଆଉ କେଉଁ…

ପୁରୀ: ଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମିଳିଲା କାଳିଆ ଦର୍ଶନର ସୌଭାଗ୍ୟ । ଦୀର୍ଘ ୯ ମାସ ପରେ ଆଜିଠାରୁ ଶ୍ରୀମନ୍ଦିରରେ ସମସ୍ତ ଭକ୍ତ ପୂର୍ବଭଳି ମହାପ୍ରଭୁଙ୍କ ଦର୍ଶନ କରିବାର ଅନୁମତି ପାଇଛନ୍ତି । ଆଜିଠାରୁ ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ତେବେ ଦର୍ଶନକୁ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା: ୨୦୨୧ ଜନଗଣନାରେ ଆଦିବାସୀ ପ୍ରକୃତି ପୂଜା ସାର୍ନା ଧର୍ମର ମାନ୍ୟତା ତଥା କୋଡ୍ ଓ କୋଲମର ପ୍ରବନ୍ଧନ ଦାବିରେ ଆଦିବାସୀ ସେଙ୍ଗଲ ଅଭିଯାନ(ଆସା) ଆନ୍ଦୋଳନ ଜାରି ରଖିଛି। ଆଜି ଆସାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପ୍ରଦେଶ…
ଅଧିକ ଖବର ଦେଖନ୍ତୁ...