Daily Archives

March 5, 2021

ଶିମିଳିପାଳ ଆଜି ବି ଜଳୁଛି, ନିଆଁ ଲିଭାଇଲେ ବିଶ୍ବବିଦ୍ୟାଳୟ ଛାତ୍ର ଗୋଷ୍ଠୀ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁ ଏବେ ସମ୍ପୂର୍ଣ୍ଣ ଆୟତରେ ଅଛି। ମାତ୍ର ୨ ବର୍ଗ କିମିରେ ଲାଗିଥିବା ନିଆଁରେ ସେପରି କୌଣସି କ୍ଷତି ‌ହୋଇନାହିଁ। କୌଣସି ବନ୍ୟପ୍ରାଣୀ କିମ୍ବା ଗଛ ଏଥିରେ କ୍ଷତିଗ୍ରସ୍ତ ହୋଇନଥିବା ପିସିସିଏଫ୍‌ ଶଶୀ ପଲ୍‌ ତାଙ୍କର ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ସାରି…
ଅଧିକ ଖବର ଦେଖନ୍ତୁ...

ଫୋର୍ବସର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି: ୧୦୦ ମହିଳାଙ୍କ ମଧ୍ୟରେ ୪ ଜଣ ଭାରତୀୟ

ନୂଆଦିଲ୍ଲୀ: ବଦଳୁଥିବା ଦୁନିଆ ସାଙ୍ଗକୁ ମହିଳାମାନେ ଏବେ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି | ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବାବେଳେ ଆଜି ଆମେ ଆପଣଙ୍କୁ ଏମିତି ୪ ଜଣ ଭାରତୀୟ ମହିଳାଙ୍କ ବାବଦରେ କହିବୁ ଯେଉଁମାନଙ୍କର ନାମ ଫୋର୍ବସ ମାଗାଜିନର…
ଅଧିକ ଖବର ଦେଖନ୍ତୁ...

ପୁଣି ବାରିପଦାରେ ନମ୍ବର ବିହୀନ କଳା ପଲସର ଆତଙ୍କ, ଦିନ ଦ୍ୱିପ୍ରହରରେ ଝାମ୍ପି ନେଲେ ୭ ଲକ୍ଷର ଅଳଙ୍କାର

ବାରିପଦା : କିଛି ଦିନର ନୀରବତା ପରେ ବାରିପଦାରେ ପୁଣି ଥରେ ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି । ଆଜି ଦିନ ଦ୍ୱିପ୍ରହରରେ ଏକ କଳା ରଙ୍ଗର ନମ୍ବର ବିହୀନ ପଲ୍‌ସରରେ ଦୁଇ ଜଣ ଯୁବକ ଆସି ଏକ ଗହଣା ଦୋକାନ ସମ୍ମୁଖରୁ ଜଣେ ଗହଣା ବ୍ୟବସାୟୀ ହାତରେ ଧରିଥିବା ନଗଦ ୭୬ ହଜାର ଟଙ୍କା ଓ ପ୍ରାୟ ୭ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ତାପସୀଙ୍କ ଘରେ ରେଡକୁ ନେଇ ବିଦେଶରେ ଥିବା ପ୍ରେମିକଙ୍କ ଚିନ୍ତା, ବୁଝାଇଦେଲେ କ୍ରୀଡା ମନ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଘରେ ଆୟକର ବିଭାଗର ଚଢ଼ାଉକୁ ନେଇ ମୁହଁ ଖୋଲିଛନ୍ତି ତାପସୀଙ୍କ ପ୍ରେମିକ | ଗୋଟିଏ ପଟେ ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ ତାପସୀ ଏବଂ ଅନୁରାଗ, କୃଷକଙ୍କ ଆନ୍ଦୋଳନ ସପକ୍ଷରେ କହିବା ଯୋଗୁଁ ଏଭଳି…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ବିବାହ ସାରି ଭୁବନେଶ୍ବର ପହଂଚିଲେ ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ବର: ଚଳିତ ସପ୍ତାହରେ ରାଜସ୍ଥାନରେ ବିବାହ କରିଥିବା ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ସଫଳ ଅଭିନେତା ସବ୍ୟସାଚୀ ଓ ତାଙ୍କର ପତ୍ନୀ  ଅଭିନେତ୍ରୀ ଅର୍ଚ୍ଚିତା ଆଜି ଭୁବନେଶ୍ୱରରେ ପହଂଚିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ନବବିବାହିତ ଦମ୍ପତି…
ଅଧିକ ଖବର ଦେଖନ୍ତୁ...

‘ମୁଁ କରୋନା ପଜିଟିଭ’ କହିବା ପରେ ଉଡାଣ ଆରମ୍ଭରୁ ବିମାନକୁ ଫେରାଇ ଆଣିଲେ ପାଇଲଟ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବାବେଳେ କରୋନା ପଜିଟିଭ ବୋଲି ଜଣାପଡିଲା, ଆଉ ଏହା ପରେ ଉଡାଣ କରିବା ପୂର୍ବରୁ ବିମାନକୁ ପୁଣି ରନୱେରୁ ବିମାନବନ୍ଦରକୁ ଫେରାଇ ଆଣିଲେ ପାଇଲଟ | ଗୁରୁବାର ଦିନ ଦିଲ୍ଲୀ ବିମାନବନ୍ଦରରେ କିଛି ଏଭଳି ଘଟଣା ଘଟିଥିଲା | ମିଳିଥିବା ସୂଚନା ମୁତାବକ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଖରସ୍ରୋତା ନଦୀବନ୍ଧ ତଳେ ୭ ଫୁଟର କୁମ୍ଭୀର

ସୁଜନପୁର: ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ରାଜଘାଟ ତଳକୁ ଥିବା ଦରାଜପୁର ଘାଇ ନିକଟ ଖରସ୍ରୋତା ନଦୀବନ୍ଧ ତଳେ ବାଲିଚରରେ ପ୍ରାୟ ୭ ଫୁଟର କୁମ୍ଭୀର ଦେଖିବାକୁ ମିଳିଛି। ସେଠାରେ ଏଇ କିଛିଦିନ ହେବ ବାରମ୍ବାର କୁମ୍ଭୀର ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...

ଆସାମ : ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଗୁଆହାଟୀ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଜାତୀୟ ମହାସଚିବ ଅରୁଣ ସିଂ ଏହି ପ୍ରାର୍ଥୀତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ମାଜୁଲିରୁ ନିର୍ବାଚନ ଲଢିବେ । ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ। ବୃଷ: ପଡ଼ୋଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ…
ଅଧିକ ଖବର ଦେଖନ୍ତୁ...

ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇଭାଇ, ପାଣିରେ ବୁଡ଼ିଯିବାରୁ ମୃତ୍ୟୁ

ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ମୁସଲିମ ବସ୍ତିରେ ପୋଖରୀରେ ବୁଡ଼ି ଦୁଇଭାଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମହମ୍ମଦ ଅନସାରୀଙ୍କ ପୁଅ ମହମ୍ମଦ ଆକ୍ରମ ଅନସାରୀ (୧୩) ଓ ମହମ୍ମଦ ଅର୍‌ହାନ ଅନସାରୀ (୧୧)। ଉଭୟ ଆଜି ଅପରାହ୍‌ଣ ୨ଟା ବେଳେ ଗାଁ ପୋଖରୀକୁ…
ଅଧିକ ଖବର ଦେଖନ୍ତୁ...