Monthly Archives

March 2021

ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ପ୍ୟାନକାର୍ଡ ସହ ଆଧାର ସଂଯୋଗ କରିବାର ଅବଧି

ନୂଆଦିଲ୍ଲୀ: ଆୟକର ବିଭାଗ ବା ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପ୍ୟାନ କାର୍ଡ ସହ ଆଧାର ସଂଯୋଗ କରିବାର ଅନ୍ତିମ ସମୟ ଜୁନ ୩୦, ୨୦୨୧ ତାରିଖ ଯାଏଁ ବଢ଼ାଇଦେଇଛି।  କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଆୟକର ବିଭାଗ। ଆୟକର ବିଭାଗର ଏହି ନିର୍ଦ୍ଦେଶନାମା ପରେ ସବୁ ପ୍ୟାନ…
ଅଧିକ ଖବର ଦେଖନ୍ତୁ...

ଜମି ପାଇଁ କାକାକୁ ହତ୍ୟାକଲା ପୁତୁରା

ବଲାଙ୍ଗୀର: ଜମିଜମା ବିବାଦରୁ ଘଟିଛି ହତ୍ୟାକାଣ୍ଡ। ସମ୍ପତ୍ତି ପାଇଁ ଶତ୍ରୁ ପାଲଟିଯାଇଛି ରକ୍ତ ସଂପର୍କର ପୁତୁରା। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ଥାନା ବେଲବାହାଲି ଗାଁରେ। ମଙ୍ଗଳବାର ରାତିରେ ଜମିବାଡ଼ି ବିବାଦରୁ କାକା ଅଶୋକ ବଗର୍ତ୍ତି ଏବଂ ପୁତୁରା ଗୋପୀ ବଗର୍ତ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶା ଉପରେ ପ୍ରଭାବ ନାହିଁ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ସୃଷ୍ଟି ହୋଇଥିବା ସାଇକ୍ଲୋନିକ ସାର୍କୁଲେସନ ଆଜି ଅର୍ଥାତ ୩୧ ମାର୍ଚ୍ଚରେ ଏକ ଲଘୁଚାପରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪…
ଅଧିକ ଖବର ଦେଖନ୍ତୁ...

ଗୋପବନ୍ଧୁ ସ୍ପୋର୍ଟସ୍‌ ଷ୍ଟୋର୍‌ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ 

ବଲାଙ୍ଗୀର: ସ୍ପୋର୍ଟସ ଦୋକାନର ଗୋଦାମ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ତେଲିଗୋଠପଡ଼ାରେ ରହନ୍ତି ଗୋପବନ୍ଧୁ ସ୍ପୋର୍ଟସ ଷ୍ଟୋର୍‌ର ମାଲିକ ଗୋପବନ୍ଧୁ ମିଶ୍ର। ତାଙ୍କର ଦୁଇ ମହଲା କୋଠା ଉପରେ ସ୍ପୋର୍ଟସ ସାମଗ୍ରୀ ରଖାଯାଇଥିଲା। ତଳ କୋଠାରେ ପରିବାର ଲୋକେ ରହୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନିଲ ଦେଶମୁଖଙ୍କ ବିରୋଧରେ ପରମବୀରଙ୍କ ସିବିଆଇ ଯାଞ୍ଚ ଆବେଦନ ଘଟଣା: ରାୟ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ। ଆଜି ଆବେଦନ ଉପରେ କିଛି ଘଣ୍ଟାର ମାରାଥନ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ବମ୍ବେ ହାଇକୋର୍ଟ।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକଜନିତ ହତ୍ୟା ଅଭିଯୋଗ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତ ବଡ଼ଡୁଙ୍ଗୁରିପାଲି ଗାଁର ସୁଶାନ୍ତ ମେହେରଙ୍କ ପତ୍ନୀ ରଶ୍ମିତା ମେହେରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ରଶ୍ମିତାଙ୍କୁ ‌‌ଯୌତୁକ ପାଇଁ ଶାଶୂଘର ଲୋକେ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ବଲାଙ୍ଗୀର ସଦର…
ଅଧିକ ଖବର ଦେଖନ୍ତୁ...

୧୨୫ ଟଙ୍କା ବଢିବା ପରେ ୧୦ ଟଙ୍କା କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ରୋଷେଇ ଗ୍ୟାସ (ଏଲପିଜି) ମୂଲ୍ୟ ପ୍ରାୟ ୧୨୫ ଟଙ୍କା ବଢିଥିବା ବେଳେ ବେଶ କିଛି ମାସର ବ୍ୟବଧାନରେ ଆଜି ପ୍ରଥମ ଥର ପାଇଁ ଦର ହ୍ରାସ ପାଇଛି । ଏଲପିଜି ଦର ସିଲିଣ୍ଡର ପିଛା ମାତ୍ର ୧୦ ଟଙ୍କା  ହ୍ରାସ ପାଇଛି । ଏହି ଦର ଏପ୍ରିଲ ୧ରୁ ଲାଗୁ ହେବ । ଏଣୁ ଏହି ସାମାନ୍ୟ ପରିମାଣର ହ୍ରାସ…
ଅଧିକ ଖବର ଦେଖନ୍ତୁ...

ଆଜି ଭୁବନେଶ୍ବର ପାଲଟିଲା ରାଜ୍ୟର ଉତ୍ତପ୍ତ ସହର, ପାରା ୪୪.୨ ଡିଗ୍ରି ସେଲସିୟସ

ଭୁବନେଶ୍ବର: ବଢ଼ୁଛି ତାପମାତ୍ରା। ଖରାରେ ସିଝୁଛି ଓଡ଼ିଶା।  ଦିନ ବଢ଼ିବା ସହ ବଢ଼ୁଛିି ଉତ୍ତାପ। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର। ଆଜି ଭୁବନେଶ୍ବରର ତାପମାତ୍ରା ଥିଲା ୪୪.୨ ଡିଗ୍ରି ସେଲସିୟସ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଭୁବନେଶ୍ବର ପଛକୁ ରହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ପାଇଁ ମାର୍ଗଦର୍ଶିକା ଜାରି : କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ‘କଣ୍ଟେନମେଣ୍ଟ ଜୋନ୍’ ନିଷ୍ପତ୍ତି…

ଭୁବନେଶ୍ବର: କରୋନା ସଂକ୍ରମଣ ଜାରି ରହିଥିବା ବେଳେ ରାଜ୍ୟ ସରକାର ବୁଧବାର ଏପ୍ରିଲ୍‌ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନୂଆ ମାର୍ଗଦର୍ଶିକା ଅନୁସାରେ ଏଣିକି  କରୋନା ସଂକ୍ରମିତ ବହୁଳ ଅଂଚଳକୁ…
ଅଧିକ ଖବର ଦେଖନ୍ତୁ...