Monthly Archives

March 2021

ପୁଣି ଜଳିଲା ଶିମିଳିପାଳ: ତାତି ବଢ଼ୁଛି, ୪୭ଟି ସ୍ଥାନରେ ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ

ବାରିପଦା: ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଲାଣି ବାରିପଦା। ଏପଟେ ଶିମିଳିପାଳରେ ବନାଗ୍ନି ମଧ୍ୟ ପୁଣି କାୟା ମେଲାଇଲାଣି। ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ୁଛି । ଏସଟିଆର ଉପନିର୍ଦ୍ଦେଶକ  ଯଜ୍ଞଦତ୍ତ ପତିଙ୍କ ଅଧୀନରେ ରହିଥିବା ଶିମିଳିପାଳ ସାଉଥ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରୁ ୩୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ  

ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଅଞ୍ଚଳରୁ ୩୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ବ୍ରାଉନ ସୁଗାର ଜବତ ଘଟଣାରେ ଅଭିଯୁକ୍ତ ମ‌ନୋରଜନ ମଲ୍ଲିକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ୩୩୦ ଗ୍ରାମର ବ୍ରାଉନ ସୁଗାର, ଏକ ସାମ୍ସ‌ଙ୍ଗ ମୋବାଇଲ ଫୋନ୍ ଓ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଏନଟିପିସିର ଅଧ୍ୟକ୍ଷ-ମୁଖ୍ୟ ଶାସନ ସଚିବ ବୈଠକ: ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମ ଲିମିଟେଡର ଅଧ୍ୟକ୍ଷ ଗୁରୁଦୀପ ସିଂହଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ମୁଖ୍ୟତଃ…
ଅଧିକ ଖବର ଦେଖନ୍ତୁ...

୧୨-୧୫ବର୍ଷ ବୟସ୍କଙ୍କ ଉପରେ ୧୦୦ପ୍ରତିଶତ ପ୍ରଭାବଶାଳୀ ବାୟୋଏନଟେକ-ଫାଇଜର କରୋନା ଟିକା

ନୂଆଦିଲ୍ଲୀ: ଟିକା ନିର୍ମାତା ବାୟୋଏନଟେକ ଏବଂ ଫାଇଜର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ବାୟୋଏନଟେକ ଏବଂ ଫାଇଜର ତିଆରି କରିଥିବା କୋଭିଡ-୧୯ ଟିକାର କ୍ଲିନିକାଲ ଟ୍ରାଏଲ ତଥ୍ୟ ଆସିଥିବା ବେଳେ ଏହା ଦର୍ଶାଉଛି ଯେ, ଟିକା ୧୨-୧୫ବର୍ଷ ବୟସ୍କଙ୍କ ଉପରେ ୧୦୦ପ୍ରତିଶତ ପ୍ରଭାବଶାଳୀ ଅଟେ। ଏହା ହେଉଛି…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ଝୋଟ କଳରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀର ନିଆଁଲିଭା କାମ ଜାରି

ଢେଙ୍କାନାଳ: ସ୍ଥାନୀୟ ଷ୍ଟେସନ ବଜାରସ୍ଥିତ କଳିଙ୍ଗ ଝୋଟ କଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଭୟଙ୍କର ରୂପ ଧାରଣ କରିଛି। ଝୋଟ ସାମଗ୍ରୀ ଯୋଗୁଁ ଏହି ନିଆଁ ଉଗ୍ର ରୂପ ଧାରଣ କରିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ଏହି ନିଆଁରେ…
ଅଧିକ ଖବର ଦେଖନ୍ତୁ...

ଆଉ କିଛି ଘଣ୍ଟାର ଅପେକ୍ଷା ! ଭାରତରେ ଓହ୍ଲାଇବ ୩ଟି ରାଫେଲ ବିମାନ, ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ଲଢୁଆ ବିମାନ । ଏଗୁଡ଼ିକ ସଂଧ୍ୟା ୭ଟା ବେଳେ ଗୁଜୁରାଟରେ ଓହ୍ଲାଇବେ ଓ ପରେ ଏଗୁଡ଼ିକ ଅମ୍ବାଲା ବାୟୁସେନା ଘାଟିକୁ ଯିବେ । ଏହି ୩ଟି ବିମାନ ଆସିବା ପରେ ଭାରତୀୟ ବାୟୁସେନା ପାଖରେ ଥିବା ରାଫେଲ ସଂଖ୍ୟା ୧୪ରେ ପହଞ୍ଚିବ ।…
ଅଧିକ ଖବର ଦେଖନ୍ତୁ...

ବିଜୁ ପକ୍କା ଘର ଲୋଗୋକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ: ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି, ଲୋଗୋ ରହିଲେ…

ଭୁବନେଶ୍ବର: ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି । ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶଧନ ଅଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି ଅର୍ଥ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ବିଜେପି ବିରୋଧରେ ଏକତ୍ରିତ ହେବା ପାଇଁ ନବୀନଙ୍କ ସମେତ ୧୫ବିରୋଧୀ ନେତାଙ୍କୁ ଚିଠି ଲେଖିଲେ ମମତା

କୋଲକାତା: ବିଜେପି ବିରୋଧରେ ଏକଜୁଟ ହେବାକୁ ଏବଂ ଭାରତରେ ଗଣତନ୍ତ୍ର ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଆହ୍ବାନ ଦେଇଛନ୍ତି। କଂଗ୍ରେସ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ନଦୀରେ ଅଘଟଣ: ବୁଡ଼ିଗଲେ ୪ ଜଣ, ଜଣେ ମୃତ ଓ ଅନ୍ୟ ଜଣେ ନିଖୋଜ, ୨ ଉଦ୍ଧାର

କେନ୍ଦ୍ରାପଡ଼ା:  ବ୍ରାହ୍ମଣୀ ନଦୀ‌ରେ ଗାଧୋଇବାକୁ ଯାଇ ଦୁଇ ଜଣ ଛାତ୍ରଙ୍କ ସମେତ ୪ ଜଣ ବୁଡ଼ିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମଳିଛି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ…
ଅଧିକ ଖବର ଦେଖନ୍ତୁ...

କୃଷି ଆଇନ ସମ୍ପର୍କରେ ରିପୋର୍ଟ ଦାଖଲ କଲା ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି

ନୂଆଦିଲ୍ଲୀ : କୃଷି ଆଇନର ତର୍ଜମା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ବାରା ଗଠିତ କମିଟି ଆଜି ନିଜର ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିଛି । ନିଜର ଏହି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏହି କମିଟି ପ୍ରାୟ ୮୫ଟି କୃଷକ ସଂଗଠନ ସହ ଆଲୋଚନା କରିଥିଲା । ଏହି ଆଲୋଚନା ପରେ ବିବାଦର…
ଅଧିକ ଖବର ଦେଖନ୍ତୁ...