Monthly Archives

March 2021

ଡେଲିଭରି ବକ୍ସରେ ପୂରାଇ ଚୀନ୍‌ର ଏହି ବ୍ୟକ୍ତି ନିଜ ପିଲାକୁ କାର୍ଯ୍ୟକ୍ଷେତ୍ରକୁ ନେଉଥିବା ବେଳର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ:  କଥାରେ ଅଛି ‘ପିତା ମାତା ଠାରୁ ବଡ଼ ଦେବତାଟେ ସଂସାର ଭିତରେ ନାହିଁ’। ସେହି କଥାର ଯଥାର୍ଥତା ପୁଣି ଥରେ ସତ ପ୍ରମାଣିତ ହୋଇଛି। ଚୀନର ଜଣେ ବ୍ୟକ୍ତି ନିଜ ବୃତ୍ତିଗତ ଜୀବନ ସହ ଯେଉଁ ଭଳି ଭାବେ ନିଜ ଶିଶୁର ଦେଖାଶୁଣା କରୁଛନ୍ତି ତାହାର ଭିଡିଓ ନଦେଖିଲା ପର୍ଯ୍ୟନ୍ତ ଆପଣ ବିଶ୍ବାସ…
ଅଧିକ ଖବର ଦେଖନ୍ତୁ...

ବିରତି ପରେ ପୁଣି କାମକୁ ଫେରିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

ମୁମ୍ବାଇ: ବିରତି ପରେ ପୁଣି ଥରେ ନିଜ କାମକୁ ଫେରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ତାଙ୍କୁ ଆଜି ଏକ ଆଡ୍‌ ସୁଟ୍‌‌ କରୁଥିବାର ଦେଖିବାକୁ ମିଳିଛି। ଗର୍ଭକାଳୀନ ବିରତି ପରେ ପୁଣି ଥରେ ନିଜକୁ ନିଜ ବୃତ୍ତିଗତ ଜୀବନରେ ନିଜକୁ ସାମିଲ୍‌ କରାଇଛନ୍ତି ଅନୁଷ୍କା। ଗତ ଜାନୁଆରିରେ ନିଜର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

କାଲିଠାରୁ ଅଚଳ ହେବ ନାହିଁ ସ୍ବୟଂକ୍ରିୟ ବିଲ୍ ପୈଠ ବ୍ୟବସ୍ଥା, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କକୁ ସମୟ ଦେଲା…

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଅଚଳ ହେବ ନାହିଁ ସ୍ବୟଂକ୍ରିୟ ବିଲ୍ ପୈଠ ବ୍ୟବସ୍ଥା। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କକୁ ସମୟ ଦେଲା ଆରବିଆଇ। ପୂର୍ବରୁ ଏପ୍ରିଲ୍ ଠାରୁ ମୋବାଇଲ୍ ଫୋନ୍ ବିଲ୍, ୟୁଟିଲିଟି ବିଲ୍, ମିଡିଆ ବିଷୟବସ୍ତୁ ପାଇଁ ସବସ୍କ୍ରିପସନ୍ ଚାର୍ଜ ଏବଂ ବ୍ୟାଙ୍କର ସ୍ବୟଂକ୍ରିୟ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୁକ୍ତ ବିଧାୟିକାଙ୍କ ସ୍ୱାମୀକୁ ଗିରଫ କରିବ ନା ନିଜେ ଗିରଫ ହେବ ? ମଧ୍ୟପ୍ରଦେଶ ଡିଜିପିଙ୍କୁ ପଚାରିଲେ…

ନୂଆଦିଲ୍ଲୀ: ଏକ ହତ୍ୟା ଅପରାଧରେ ଅଭିଯୁକ୍ତ ଥିବା ମଧ୍ୟପ୍ରଦେଶର ବିଏସ୍‌ପି ବିଧାୟିକାଙ୍କ ସ୍ୱାମୀକୁ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ଘଟଣାରେ ସୁପ୍ରିମ୍‌କୋର୍ଟ ମଧ୍ୟପ୍ରଦେଶ ପୁଲିସ୍‌ ଡିଜିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଏଥିସହ ଯଦି ଅପ୍ରେଲ ୫ ତାରିଖ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଭୋଟ ଗ୍ରହଣ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ

କୋଲକାତା: ଭୋଟ ଗ୍ରହଣ ପୂର୍ବରୁ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ପରେ ନନ୍ଦିଗ୍ରାମରେ ୧୪୪ଧାରା ଲାଗିଥିବା ଜଣାପଡ଼ିିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା ଓ ଭୋଟରମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆତ୍ମସର୍ମପଣ କଲେ ତିନି କ୍ୟାଡର ମାଓବାଦୀ

ମାଲକାନଗିରି: ମାଲକାନଗିରି ପୁଲିସ ନିକଟରେ ଆତ୍ମସର୍ମପଣ କଲେ ତିନି କ୍ୟାଡର ମାଓବାଦୀ। ଏହି ତିନିଜଣ ହେଲେ ସମ୍ବୁ ଦୋଡି, ରାମା ଆପକା ଓ ରଘୁ ଖାରା। ସମ୍ବୁ ଦୋଡି ଓ ରାମା ଆପକାଙ୍କ ନାମରେ ୪ ଲକ୍ଷ ଟଙ୍କା ଓ  ରଘୁ ଖାରାଙ୍କ ନାମରେ ଓଡ଼ିଶା ସରକାର ୧ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଗ୍ରୀଷ୍ମପ୍ରବାହ ପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ୨ଦିନ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୪ଦିନ ଯାଏଁ ଅନେକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି  ଭୁବନେଶ୍ବର ପାଣିପାଗ କେନ୍ଦ୍ର କିଛି ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରିଛି। ଏଥିସହିତ କାଳବୈଶାଖୀ ଓ ବଜ୍ରପାତ ପାଇଁ ୧୦ରୁ ଊର୍ଧ୍ବ ଜିଲ୍ଲାକୁ ‌ୟେଲୋ…
ଅଧିକ ଖବର ଦେଖନ୍ତୁ...

ବିୟୁଟି ଟିପ୍ସ : ଖରାଦିନେ ଘରୋଇ ଫେସ୍‌ ପ୍ୟାକ୍‌ ଓ ଟୋନର

କଟକ: ମହିଳା ଓ ପୁରୁଷ ସଭିଏଁ ନିଜ ଚେହେରା ପାଇଁ ବ୍ୟସ୍ତ ହୋଇଥାନ୍ତି। ଖାସ କରି ଖରା ଦିନେ ମୁହଁ ଡ଼୍ରାଏ ହେବା, ମୁହଁରେ ଦାଗ ଆସିବା ଓ ସୂର୍ଯ୍ୟ କରିଣ ଯୋଗୁଁ ମୁହଁ ସିଝିଜିବା ଭଳି ସମସ୍ୟା ଦେଇ ସ‌ମସ୍ତେ ଗତି କରିଥାନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରଣାଳୀ ଆପଣାଇଥାନ୍ତି ସ‌ମସ୍ତେ।…
ଅଧିକ ଖବର ଦେଖନ୍ତୁ...

ସିବିଆଇ ଯାଞ୍ଚ ପାଇଁ ଏତଲା କେଉଁଠି? ଆପଣ ଆଇନରୁ ଊର୍ଦ୍ଧ୍ବରେ କି? ପରମବୀରଙ୍କୁ ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ। ଆଜି ଆବେଦନର ଶୁଣାଣି କରି ପରମବୀର ସିଂହଙ୍କ ଉପରେ ବର୍ଷିଛନ୍ତି ବମ୍ବେ ହାଇକୋର୍ଟ ବିଚାରପତି। ଶୁଣାଣି…
ଅଧିକ ଖବର ଦେଖନ୍ତୁ...

କରୋନା ସଚେତନତା ବାର୍ତ୍ତା ଦେବାକୁ ‘ଆଜ୍‌ ମେ ଉପର ଆସମାନ ନିଚେ’ ଗୀତକୁ ବ୍ୟବହାର କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍ ଦ୍ରୁତ ଗତିରେ ବଢୁଥିବା ବେଳେ ଏକ ମଜାଦାର ଟ୍ବିଟ୍‌ ପୋଷ୍ଟ୍‌ କରି ଲୋକଙ୍କୁ ସଚେତନ କରାଇବାକୁ ଚେ‌ଷ୍ଟା କରିଛି ମୁମ୍ବାଇ ପୁଲିସ୍‌। କରାଯାଇଥିବା ଟ୍ବିଟ୍‌ ପୋଷ୍ଟ୍‌ରେ ଫେସ୍‌ ମାସ୍କର ଗୁରୁତ୍ବକୁ ନେଇ ସଚେତନାତା ବାର୍ତ୍ତା ପ୍ରଦାନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...