Daily Archives

April 6, 2021

କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ବରରେ ଏକ ଆପାର୍ଟମେଣ୍ଟ ସିଲ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଥିବା ଏକ ଆପାର୍ଟମେଣ୍ଟ ମଙ୍ଗଳବାର ୧୦ ଦିନ ପାଇଁ ସିଲ ହୋଇଛି। ସଂପୃକ୍ତ ଆପାର୍ଟମେଣ୍ଟରେ କିଛି  ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଏଭଳି ପଦକ୍ଷେପ ନେଇଛି। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨ୟ ଭାଗରେ ରେକର୍ଡ ଭାଙ୍ଗିବ ତାତି : ସ୍କାଏମେଟ୍

ଭୁବନେଶ୍ବର : ଚଳିତ ବର୍ଷର ମାର୍ଚ୍ଚ ବିଗତ ୧୨୧ ବର୍ଷରେ ୩ୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ମାସର ମାନ୍ୟତା ପାଇବା ପରେ ଏବେ ଏପ୍ରିଲରେ ସ୍ଥିତି କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏପ୍ରିଲ ମାସ ବି ବେଶ ଗରମ ରହିବ, ବିଶେଷକରି ଏପ୍ରିଲର ୨ୟ ଭାଗରେ ରେକର୍ଡ ତାତି ଅନୁଭୂତ ହେବ ।…
ଅଧିକ ଖବର ଦେଖନ୍ତୁ...

ପୁଣେ ଡାକ୍ତରଖାନାରେ ଶଯ୍ୟାର ଅଭାବ, ପ୍ରତୀକ୍ଷା ସ୍ଥଳରେ କରୋନା ରୋଗୀଙ୍କୁ ଦିଆଯାଉଛି ଅମ୍ଲଜାନ ସହାୟତା

ପୁଣେ: ‌‌ମହାରାଷ୍ଟ୍ରରେ ‌ଏବେ କରୋନା ସ୍ଥିତି ଉଦବେଗଜନକ ହୋଇପଡ଼ିଥିବା ବେଳେ ପୁଣେର ଏକ ଡାକ୍ତରଖାନାରେ ଶଯ୍ୟାର ଅଭାବ ଦେଖା ଦେଇଥିବା ଜଣାପଡ଼ିଛି। ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ଏହା ସହ ପ୍ରତୀକ୍ଷା ସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଖେଳାଳିଙ୍କ କାମରେ ଆସୁନି କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ

ଝାରସୁଗୁଡ଼ା: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ଶିଳ୍ପସଂସ୍ଥା ଗୁଡ଼ିକର କେତ‌େ ସହଯୋଗ ଅଛି ତାହା ଜିଲ୍ଲାର କ୍ରୀଡ଼ାପ୍ରେମୀ ମାନଙ୍କୁ ଅଛପା ନାହିଁ। ଜିଲ୍ଲାରେ କ୍ରୀଡ଼ା ପ୍ରତିଭାର ମଧ୍ୟ ଅଭାବ ନାହିଁ। ରାଜ୍ୟ ଓ ଦେଶ ସବୁକ୍ଷେତ୍ରରେ ଏହି ଜିଲ୍ଲାର ଖେଳାଳି ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଅନୀଲ ଦେଶମୁଖ ଦୁର୍ନୀତି ମାମଲା : ସିବିଆଇ ତଦନ୍ତ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ, ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମହାରାଷ୍ଟ୍ର ସରକାର । ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଆସାମରେ ବିଜେପି ନେତାଙ୍କ ପରେ ଏବେ ପଶ୍ଚିମବଙ୍ଗ ତୃଣମୂଳ ନେତାଙ୍କ ଘରୁ ଜବତ ହେଲା ଚାରିଟି ଇଭିଏମ୍‌ ଏବଂ ଭିଭିପାଟ୍‌

ନୂଆଦିଲ୍ଲୀ: ଆସାମରେ ଜନୈକ ବିଜେପି ନେତାଙ୍କ ଗାଡ଼ିରୁ ଇଭିଏମ୍‌ ମେସିନ୍‌ ଜବତ ହେବା ପରେ ଆଜି (ମଙ୍ଗଳବାର) ପଶ୍ଚିମବଙ୍ଗର ଜନୈକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାଙ୍କ ଘରୁ ଚାରିଟି ଇଭିଏମ୍‌ ଏବଂ ଚାରିଟି ଭିଭିପାଟ୍ ଜବତ ହୋଇଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଉଲୁବେରିଆ…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ ସିଲ୍‌ ହେଲା କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍

କଟକ: ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ  ସିଲ କରିଛି କଟକ ମଙ୍ଗଳବାଗ ପୁଲିସ୍ । ମୃତ ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ ମଙ୍ଗଳବାଗ ପୁଲିସ୍‌ର ଚଢ଼ଉ ପରେ ନର୍ସିଂହୋମ୍‌କୁ ସିଲ କରାଯାଇଛି । ଏହା ସହ ଦୁଇ ଜଣ ନର୍ସିଂହୋମ କର୍ମଚାରୀ ମଧ୍ୟ ଗିରଫ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଅନଲାଇନ୍ କରିବା ଦାବିରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭଙ୍ଗାରୁଜା, ପୁଲିସର ଲାଠିଚାଳନା

ସମ୍ବଲପୁର: +୩ ତୃତୀୟ ସେମିଷ୍ଟାର ପରୀକ୍ଷା ଅଫଲାଇନରେ କରିବାକୁ ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ନେବା ପରେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। କରୋନା ସଂକ୍ରମଣକୁ ଆଖିରେ  ରଖି ପରୀକ୍ଷା ଅନଲାଇନରେ କରାଇବାକୁ ଦାବି କରି ଆଜି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ସତ୍ତ୍ବେ ପୂର୍ବନିର୍ଦ୍ଧାରିତ ୬ଟି ସହରରେ ହିଁ ଆଇପିଏଲ ଖେଳାଯିବ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଦେଖାଦେଇଥିବାରୁ ଆଇପିଏଲ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ମୁମ୍ବାଇରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଦେଖାଦେଇଥିବାରୁ ସେଠାରେ ଆଇପିଏଲ କିପରି ଆୟୋଜନ ହେବ ତାହାକୁ ବିସିସିଆଇ ପାଇଁ ଚିନ୍ତାର ବିଷୟ ହୋଇଛି । ତେବେ କରୋନା…
ଅଧିକ ଖବର ଦେଖନ୍ତୁ...

ଏଣିକି ବେସରକାରୀ କମ୍ପାନିରେ ତିଆରି ମିସାଇଲ ବି ଶତ୍ରୁଙ୍କୁ କରିବେ ଟାର୍ଗେଟ, ଡିଆରଡିଓ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଏଣିକି ବେସରକାରୀ କମ୍ପାନୀ ବି ନିର୍ମାଣ କରିବେ ମିସାଇଲ | ଆଉ ଦେଶର ଶତ୍ରୁଙ୍କୁ ମାତ୍ ଦେବାକୁ ଏସବୁକୁ ସେନା ବ୍ୟବହାର କରିପାରିବ | ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବେସରକାରୀ ସଂସ୍ଥାଗୁଡ଼ିକୁ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ଏବଂ ଉତ୍ପାଦନ ପାଇଁ…
ଅଧିକ ଖବର ଦେଖନ୍ତୁ...