Daily Archives

April 8, 2021

ବଜ୍ରପାତରେ ୨ ମୃତ: କ୍ରିକେଟ୍‌ ପଡ଼ିଆରେ ବାଳକ ପ୍ରାଣ ହାରିଲେ

ବଣାଇଗଡ଼/ବୋଡ଼େନ: ଗୁରୁବାର ଅପରାହ୍ନରେ ପ୍ରବଳ ଝଡ଼ତୋଫାନ ସହ ବଜ୍ରପାତ ହେବାରୁ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଇଲିଝର ଗ୍ରାମରେ ଜନୈକ ବାଳକଙ୍କ ମୃତ୍ୟୁ ହୋଇଛି।  ଅପରାହ୍ନରେ ଗ୍ରାମର ପିଲାମାନେ ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ। ଏହି ସମୟରେ ଝଡ଼ତୋଫାନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାର ଶିକାର ହେବା ପରେ ବିବାହ ପାଇଁ ବ୍ୟାଣ୍ଡେଜ୍ ବନ୍ଧା ଅବସ୍ଥାରେ କନ୍ୟା ଘରେ ପହଞ୍ଚିଲେ ବର

ନୂଆଦିଲ୍ଲୀ: ନିଜନିଜ ବିବାହକୁ ନେଇ ବର-କନ୍ୟା ଖୁବ ଉତ୍ସାହିତ ଥାଆନ୍ତି। ବିବାହ ତାରିଖ ସ୍ଥିର ହେବା ପରେ କିପରି ଏହି ଦିନ ଅଧିକରୁ ଅଧିକ ସୁନ୍ଦର ଦେଖାଯିବେ ସେ ପ୍ରସ୍ତୁତିରେ ଲାଗି ପଡ଼ି ଥାଆନ୍ତି। ବିବାହ ସମୟରେ କନ୍ୟା ଦାମିକା ଲହେଙ୍ଗା ବା ଶାଢ଼ି ପିନ୍ଧିଥିବା ବେଳେ ବର ସେରୱାନି ପାଇଜାମା…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ପୁଅକୁ ବାହା ହେବାକୁ ଜିଦ ଧରି ଥାନାରେ ପହଞ୍ଚିଲେ ଦୁଇଭଉଣୀ !

ମେରଠ: ଜଣେ ପୁଅକୁ ଦୁଇଭଉଣୀ ବିବାହ କରିବା ଘଟଣା ଆମେ କୌଣସି ଧାରାବାହିକ ବା ସିନେମାରେ ଦେଖିବାକୁ ପାଇଛୁ। କିନ୍ତୁ ଏମିତି ଏକ ବାସ୍ତବ ଘଟଣା ଉତ୍ତରପ୍ରଦେଶର ମେରଠରେ ଦେଖିବାକୁ ମିଳିଛି। ମେରଠ ଅଞ୍ଚଳର ଦୁଇ ନାବାଳିକା ଭଉଣୀ ଘରୁ ଫେରାର ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଉଭୟ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ମହମବତି ଶୋଭାଯାତ୍ରା

କୋକସରା : ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କଳାହାଣ୍ଡି କୋକସରା ବ୍ଲକ୍‌ ଧନସରା ଗାଁର ସୁବାସ ନାୟକ ବି ରହିଛନ୍ତି । ଗୁରୁବାର କୋକସରା ବ୍ଲକ୍‌ ସ୍ପୋର୍ଟସ କ୍ଲବ୍‌ ଆନୁକୂଲ୍ୟରେ ଶତାଧିକ ଯୁବକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଯୁବକମାନେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ ସିନେ-ନିର୍ମାତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଜିଅନ୍ତା ଜାଳି ଦେଲେ !

ମୁମ୍ବାଇ: ବଲିଉଡ ସିନେ-ନିର୍ମାତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଜିଅନ୍ତା ଜାଳି ଦେଇଛନ୍ତି। ଉକ୍ତ ସିନେ-ନିର୍ମାତାଙ୍କ ନାମ ସନ୍ତୋଷ ଗୁପ୍ତା। ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀଙ୍କ ନାମ ଅସ୍ତିମା ଗୁପ୍ତା ଓ ଝିଅର ନାମ ସୃଷ୍ଟି ଗୁପ୍ତା ବୋଲି ଜଣାପଡ଼ିଛି। ପ୍ରକାଶିତ ଏକ ରିପୋର୍ଟ ମୁତାବକ,…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ, ୧୦ ଦିନ ପାଇଁ ପାଇଁ ଟିକା ଓଡ଼ିଶାକୁ ଦେବାକୁ ଦାବି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ଓଡ଼ିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି ।…
ଅଧିକ ଖବର ଦେଖନ୍ତୁ...

ପୃଥିବୀର ସବୁଠାରୁ ଲମ୍ବା ନଖ ରଖିଥିବା ମହିଳା ୩୦ବର୍ଷ ପରେ କାଟିଲେ

ନୂଆଦିଲ୍ଲୀ: ୩୦ବର୍ଷ ପରେ ମହିଳା କାଟିଲେ ନଖ। ତାଙ୍କର ଏହି ନଖ ପୃଥିବୀର ସବୁଠାରୁ ଲମ୍ବା ନଖ ଥିଲା।  ଆମେରିକାର ହୁଷ୍ଟନ ବାସିନ୍ଦା ଅୟାନା ଉଇଲିୟମ୍ସ ୨୦୧୭ରେ ପୃଥିବୀର ସବୁଠାରୁ ଲମ୍ବା ନଖ ରଖିଥିବାରୁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନୀତ ହୋଇଥିଲେ । ସେହି ସମୟରେ ତାଙ୍କ ନଖର ଲମ୍ବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେମିତି ଆରମ୍ଭ ହୋଇ ସଫଳତାର ସହ ଶେଷ ‌ହେଲା ବନ୍ଦୀ ଯବାନ ରାକେଶ୍ବରଙ୍କୁ ଫେରାଇ ଆଣିବାର ପୂରା ପ୍ରକ୍ରିୟା

ବିଜାପୁର: ଶେଷରେ ସାରା ଦେଶର ଉତ୍କଣ୍ଠା ଓ ଉତ୍ସୁକତାର ଅବସାନ ଘଟିଛି। ଗତ ୫ଦିନ ତଳେ ଛତିଶଗଡ଼ର ବିଜାପୁର ନିକଟରେ ମାଓବାଦୀଙ୍କ ସହ ସିଆରପିଏଫ ଯବାନଙ୍କ ଗୁଳି ବିନିମୟ ପରେ ମାଓବାଦୀଙ୍କ କବଳରେ ପଡ଼ିଥିବା କୋବ୍ରା ବାଟାଲିୟନର ଯବାନ ରାକେଶ୍ବର ସିଂହ ମାନହାସ ମୁକ୍ତ ହୋଇଛନ୍ତି। ଏପ୍ରିଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ବୃଷ: ଧ୍ୟାନ ଲକ୍ଷ୍ୟସ୍ଥଳ ଆଡ଼କୁ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ରହିଛି। ମିଥୁନ: ଚାକିରି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ମଦ ଦୋକାନ ଖୋଲିବା ନେଇ ଲଟେରୀ ଉଠାଣ, ୫୪ ଜଣଙ୍କୁ ମିଳିଲା ମଦ ଦୋକାନ ଖୋଲିବାକୁ ଅନୁମତି

ଭଦ୍ରକ:  ଭଦ୍ରକରେ ମଦ ଦୋକାନ ଖୋଲିବା ନେଇ ଗତ କିଛି ଦିନ ହେଲା ଅବକାରୀ ବିଭାଗ ପକ୍ଷରୁ ଏହାର ଲାଇସେନସ୍ ପାଇବା ପାଇଁ ଖୋଲା ଲଟେରୀ ଉଠାଣ କରାଯାଉଛି। ଜିଲ୍ଲାରେ ୩୫ଟି  ବିଦେଶୀ ଓ ୧୯ ଟି ଦେଶୀ ମଦ ଦୋକାନ ଖୋଲିବା ନେଇ ଦରଖାସ୍ତ ଆହ୍ବାନ କରାଯାଇଥିଲା। ମୋଟ ୫୪ ଟି ଦୋକାନ ପାଇଁ ୫୭୭ ଜଣ…
ଅଧିକ ଖବର ଦେଖନ୍ତୁ...