Daily Archives

April 23, 2021

ଟିକାଦାନ ପୁଣି ତିନି ଦିନ ବନ୍ଦ: ୪୦୦ ଅକ୍ସିଜେନ୍ ସିଲେଣ୍ଡର ଓ ୭୨ଟି କନସିଡ୍ରେଟେଡ୍ ଗଚ୍ଛିତ

ଜୟପୁର: ସଂକ୍ରମଣ ରୋକିବାକୁ ଚାଲିଥିବା ଟିକାଦାନ କାର୍ଯ୍ୟକ୍ରମ ପୁଣି ୩ଦିନ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏଣିକି ସପ୍ତାହର ୫ଦିନ ଦିଆଯିବ। ସପ୍ତାହନ୍ତ ଦୁଇ ଦିନ ଶନିବାର ଓ ରବିବାର ବନ୍ଦ ରହିବ। କୋରାପୁଟ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨ଲକ୍ଷ ୬ହଜାର ୪୨୭ଜଣଙ୍କୁ ଟିକା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ପ୍ରଶାସନର ଅଳସ, ବୁଡିଗଲା ଅଳସୀ ତେଲ ପ୍ରକଳ୍ପ

କୋରାପୁଟ: ଆରମ୍ଭ କରିଦେଇ ଅଳସ ଦେଖାଇଥିଲେ ମିଶନ ଶକ୍ତି। ପ୍ରଶାସକ ପରିବର୍ତ୍ତନ ହେବା ପରେ ମିଶନ ଶକ୍ତିରେ ଦେଖାଗଲା ସାଙ୍ଘାତିକ ଅଳସ। ଫଳରେ କୋରାପୁଟ ଜିଲ୍ଲାରେ ବୁଡି ଗଲା ଅଳସୀ ମଞ୍ଜିରୁ ତେଲରୁ ପ୍ରସ୍ତୁତ କରିବା ପ୍ରକଳ୍ପ। ଏଥିପାଇଁ ମାନସ ନିକଟରେ ରହିଥିବା ପ୍ରକଳ୍ପ ଗୃହ ସେହିପରି…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି-କନ୍ଧମାଳ ସୀମାରେ ପୁଲିସ-ମାଓବାଦୀ ଗୁଳି ବିନିମୟ

କେସିଙ୍ଗା/ଭବାନୀପାଟଣା : କଳାହାଣ୍ଡି- କନ୍ଧମାଳ ସୀମାରେ ଶୁକ୍ରବାର ଏସ୍‌ଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଓ ଜିଲ୍ଲା ଏସ୍‌ପି ଶ୍ରବଣା ବିବେକ ସୂଚନା ଦେଇଛନ୍ତି। ଶୁକ୍ରବାର ମଦନପୁର ରାମପୁର…
ଅଧିକ ଖବର ଦେଖନ୍ତୁ...

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଲାଇବ୍ରେରୀ ଲୋକାର୍ପିତ

ଜୟପୁର: ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ୬୬ଲକ୍ଷ ରୁସା ଅନୁଦାନରେ ନିର୍ମାଣ କରାଯାଇଥିବା ଲାଇବ୍ରେରୀକୁ ଲୋକାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଉମୁରୀ ରେଳପଥ ଦୋହରୀକରଣ ସେତୁ ନିର୍ମାଣ କାମ ପାଇଁ ଡାଇଭରସନ୍: ଜୟପୁର-ବୋରିଗୁମ୍ମା ଏନଏଚରେ ଭାରୀଯାନ ଚଳାଚଳ ବନ୍ଦ

ଜୟପୁର: ସଂପ୍ରତି ଉମୁରୀ ନିକଟରେ ଜଗଦଲପୁର-କୋରାପୁଟ ରେଳପଥର ଦୋହରୀକରଣ କାମ ଚାଳିଛି। ଉମୁରୀ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ବି ଏକ ସେତୁ ରହିବ। ଉପରେ ଭାରୀଯାନ, ବସ, ଟ୍ରକ , କାର ଆଦି ଚଳାଚଳ କରିବ ଏବଂ ତଳେ ଟ୍ରେନ ଆଦି ଯିବ। ଏଥି ପାଇଁ ଗତ କିଛି ମାସ ହେବ ସ୍ବତନ୍ତ୍ର ଉପାୟରେ ଏକ…
ଅଧିକ ଖବର ଦେଖନ୍ତୁ...

ରାହୁଲ୍-ଗେଲଙ୍କ ଚମକପ୍ରଦ ବ୍ୟାଟିଂ, ୯ ଉଇକେଟରେ ମୁମ୍ବାଇକୁ ହରାଇଲା ପଞ୍ଜାବ

ଚେନ୍ନାଇ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)୨୦୨୧ର ୧୭ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ଫଳରେ ମଧ୍ୟକ୍ରମ ବିପର୍ଯ୍ୟୟ ପାଇଁ ଚିନ୍ତାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ…
ଅଧିକ ଖବର ଦେଖନ୍ତୁ...

ରକ୍ତଚାପକୁ ନିୟନ୍ତ୍ରଣରେ ରଖେ, ହୃଦ୍‌ରୋଗୀଙ୍କ ପାଇଁ ମହୋଷଧି ଏହି ଫଳ

ଆପଣଙ୍କୁ ନଡ଼ିଆ ଖାଇବାକୁ କେମିତି ଲାଗେ? ଏହି ଫଳ ଖାଇବାର ଅଭ୍ୟାସ ଅଛି ତ? ଗୋଟାଏ ଫଳ, ହେଲେ ଏହାକୁ ବିଭିନ୍ନ ପ୍ରକାରର ବ୍ୟବହାର କରିପାରିବେ ଆପଣ। ନଡ଼ିଆ କେବଳ ପାଟିକୁ ସୁଆଦ ଲାଗୁଥିବା ପରି ଏକ ଫଳ ନୁହେଁ ବରଂ ଏଥିରେ ଅନେକ ଭଲ ଗୁଣ ରହିିଛି, ଯାହାକି ଶରୀର ପାଇଁ ଖୁବ୍‌ ଉପକାରୀ। ନଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

କେବଳ ସ୍ବାସ୍ଥ୍ୟ ସେବା ପାଇଁ ନୁହେଁ, କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ମନାଇ ଚର୍ଚ୍ଚାରେ ଏହି ହସ୍ପିଟାଲ୍‌ର…

ସୁରତ: ଗୁଜୁରାଟର ସୁରତ ସିଭିଲ୍‌ ହସ୍ପିଟାଲ୍‌ରେ ଜଣେ କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସ୍ବାସ୍ଥ୍ୟକର୍ମୀମାନେ ଆକ୍ରାନ୍ତଙ୍କ ଜନ୍ମଦିନ ପାଳନ କରୁଥିବା ବେଳର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛିି । ମୁମ୍ବାଇର ଲୋକପ୍ରିୟ…
ଅଧିକ ଖବର ଦେଖନ୍ତୁ...

ବାଳକାଟି ବଜାରରେ ଉପଜିଲ୍ଲାପାଳଙ୍କ ଚଢ଼ଉ, ୭ ଦିନ ପାଇଁ ତେଜରାତି ଦୋକାନ ସିଲ

ବାଲିଅନ୍ତା: କୋଭିଡ଼ ନିୟନ୍ତ୍ରଣ ନେଇ ଆଜି ଅପରାହ୍ନରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନେତୃତ୍ବରେ ବାଳକାଟି ବଜାରରେ ଅତର୍କିତ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଜଣେ ଅମାନିଆ ତେଜରାତି ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ବାଲିଅନ୍ତା ତହସିଲଦାର…
ଅଧିକ ଖବର ଦେଖନ୍ତୁ...

କରୋନାର ଦ୍ବିତୀୟ ଲହରରେ ଶିଶୁ ଓ ଯୁବକ ବେଶି ପ୍ରଭାବିତ, ଆପଣଙ୍କ ପିଲାଙ୍କ ଭିତରେ ଏସବୁ ଲକ୍ଷଣ ନାହିଁ ତ ?

ନୂଆଦିଲ୍ଳୀ: ଗତବର୍ଷ କରୋନା ଭାଇରସର ପ୍ରଥମ ଲହରରେ ଶିଶୁ ଓ ଯୁବପିଢ଼ି ବି‌ଶେଷ ଭାବେ ପ୍ରଭାବିତ ହୋଇନଥିବା ବେଳେ ଦ୍ବିତୀୟ ଲହରରେ କିନ୍ତୁ ଓଲଟା ଘଟିଛି। କରୋନାର ଦ୍ବିତୀୟ ଲହରରେ ଶିଶୁ ଓ ଯୁବକମାନେ ବିଶେଷ ପ୍ରଭାବିତ ହେଉଛନ୍ତି। ଚଳିତବର୍ଷ ୧୦ ବର୍ଷରୁ ଊର୍ଧ୍ବ ବୟସ୍କ କିଶୋରମାନେ ବହୁ…
ଅଧିକ ଖବର ଦେଖନ୍ତୁ...