Daily Archives

May 1, 2021

ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେଉ ହେଉ ମେ’୭ ଯାଏଁ ସବୁ ସ୍ଲଟ୍ ବୁକିଂ ଶେଷ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ। ଯେଉଁଥିରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହିତ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କୁ ବି ଟିକା ଦିଆଯିବ । ଆଜି ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରି ସୂଚନା…
ଅଧିକ ଖବର ଦେଖନ୍ତୁ...

ଆମ୍ବର ଓଜନ ୪ କିଲୋ, ଦୁନିଆର ସବୁଠାରୁ ଓଜନିଆ ଆମ୍ବ ବାବଦରେ ଜାଣନ୍ତି କି

ଆସିଗଲାଣି ଆମ୍ବ ଋତୁ | ଆପଣଙ୍କ ଅଞ୍ଚଳରେ ବି ପେନ୍ଥାପେନ୍ଥା ଆମ୍ବ ଫଳିଥିବ | ଏହା ବାଦ ବଜାରରେ ବି ଆମ୍ବ ବିକ୍ରି ହେଉଛି | ତେବେ ଆମ୍ବର ଓଜନ କେତେ ହୋଇପାରେ, କେବେ ଭାବିଛନ୍ତି କି ? ଯଦି ନା, ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଓଜନିଆ ଆମ୍ବ ବାବଦରେ କହିବୁ | ଯାହାର ଓଜନ ବାବଦରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ କାରଣରୁ ଅଧିକ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନାର ଟ୍ରେଣ୍ଡକୁ ନେଇ ବରିଷ୍ଠ ଚିକିତ୍ସକଙ୍କ ମତ ହେଉଛି, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେଲାଣି । ତେଣୁ ଏତେ ସଂଖ୍ୟାରେ ପଜିଟିଭ୍ ଆସୁଛି । ତେବେ କେତେ ପର୍ଯ୍ୟନ୍ତ ବଢ଼ିବ କହି ହେବ ନାହିଁ, କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ। ରାଜ୍ୟରେ ଆଜି ସର୍ବାଧିକ…
ଅଧିକ ଖବର ଦେଖନ୍ତୁ...

ମେ ୧୪ ବଦଳରେ ୧୦ରୁ ଆରମ୍ଭ ହେବ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବାରୁ ସୁପ୍ରିମକୋର୍ଟ ୪ ଦିନ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ପୂର୍ବରୁ ମେ ୧୪ରେ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଥିବାବେଳେ ଏବେ ତାହା ମେ ୧୦ରୁ ଆରମ୍ଭ ହେବ ଓ ତାହା ଜୁନ ୨୮…
ଅଧିକ ଖବର ଦେଖନ୍ତୁ...

ରେଲୱେ ବୋର୍ଡର ନୂଆ ମେମ୍ବର ହେଲେ ସଞ୍ଜୟ କୁମାର ମହାନ୍ତି

ଭୁବନେଶ୍ବର: ଭାରତୀୟ ରେଳପଥ ଟ୍ରାଫିକ୍‌ ସେବାର ୧୯୮୫ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ସଞ୍ଜୟ କୁମାର ମହାନ୍ତି ନୂଆଦିଲ୍ଲୀସ୍ଥିତ ରେଳ ମନ୍ତ୍ରାଳୟର ରେଲୱେ ବୋର୍ଡର ନୂଆ ମେମ୍ବର (ଅପରେସନ ଓ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌) ତଥା ଭାରତ ସରକାରଙ୍କ ପଦପଯୁକ୍ତ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଓ ପ୍ରେମିକ ପାଇଁ ମୋବାଇଲ ଟାୱାରରେ ଆତ୍ମହତ୍ୟା ପାଇଁ ଝିଅକୁ ଧରି ଚଢିଲେ ସ୍ୱାମୀ

ଲଖନଉ: ପତ୍ନୀ ଓ ତାଙ୍କ ପ୍ରେମିକ ପାଇଁ ମୋବାଇଲ ଟାୱାରରେ ଚଢିଲେ ସ୍ୱାମୀ | ଘରୋଇ କଳହରୁ ଆଜି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି | ଉତ୍ତରପ୍ରଦେଶର ରାମପୁରରେ ଏଭଳି ଘଟଣା ଘଟିଛି | ରାମପୁରର ଟାନଡାରେ ରହୁଥିବା ଅକିଲ ନାମକ ବ୍ୟକ୍ତି ନିଜର ପତ୍ନୀଙ୍କ ଓ ୪ ବର୍ଷର ଝିଅ ସହ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ରେ ୧.୪୧ ଲକ୍ଷ କୋଟିର ଜିଏସଟି ଆଦାୟ, ନୂଆ ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ : ଏପ୍ରିଲ ମାସରେ ଦେଶର ଜିଏସଟି ରାଜସ୍ୱ ଏକ ନୂଆ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟି ଛୁଇଁଛି  । ଗତ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟିର ଜିଏସଟି ରାଜସ୍ବକୁ ଏହା ଟପିଯ଼ାଇଛି । ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ…
ଅଧିକ ଖବର ଦେଖନ୍ତୁ...

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ହେବ: ବିଏମସି କମିସନର

ଭୁବନେଶ୍ୱର: ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି, ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତରେ ପହଁଚିଲା ଋଷିଆ ଟିକା ସ୍ପୁଟନିକ-ଭି

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢେଇରେ ଭାରତ ଆଜି ଆଉ ଏକ ଅସ୍ତ୍ର ପାଇଛି। ଆଜି ଋଷିଆ ନିର୍ମିତ କରୋନା ଟିକା ସ୍ପୁଟନିକ-ଭି ର ପ୍ରଥମ ସ୍ଲଟ ଋଷିଆରୁ ଆସି ଭାରତରେ ପହଂଚିଛି | ଏହି ଟିକା ଆଜି ହାଇଦ୍ରାବାଦ ବିମାନବନ୍ଦରରେ ପହଂଚିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଟିକା…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଷ୍ଟେଟ ବ୍ୟାଙ୍କର ବଡ଼ ନିଷ୍ପତ୍ତି : ଡାକ, ଇ-ମେଲରେ ପଠାଇ କରିହେବ କେଓ୍ବାଇସି ଯ଼ାଞ୍ଚ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ଭୟଙ୍କର ବେଗରେ ବଢିଚାଲିଥିବାରୁ କେତେକ ରାଜ୍ୟରେ ଲକଡାଉନ ଜାରି କରାଯ଼ାଇଛି  । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯ଼ାଇଛି, ଯ଼ଦ୍ବାରା କି ଗ୍ରାହକମାନଙ୍କୁ ନିଜର କେଓ୍ବାଇସି (ଗ୍ରାହକ ପରିଚୟ…
ଅଧିକ ଖବର ଦେଖନ୍ତୁ...