Daily Archives

May 10, 2021

ଅମାନିଆ ସୁନ୍ଦରଗଡ଼: ଚାରିପଟେ ପୁଲିସ ବ୍ୟାରିକେଡ୍, ମଝି ହାଟରେ ଲୋକେ ହାଉଜାଉ

ସୁନ୍ଦରଗଡ଼: ମହାମାରୀ କରୋନାର ଦ୍ବିତୀୟ ଲହର ଆରମ୍ଭରୁ ସଂକ୍ରମଣରେ ରାଜ୍ୟର ଦ୍ବିତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଗତ ୬ ଓ ୭ ତାରିଖରେ ସବା ଆଗକୁ ଚାଲି ଯାଇଥିଲା। ୬ ତାରିଖରେ ୨୦୭୩ ଓ ୭ ତାରିଖରେ ୧୯୨୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଗରେ ଥିବା ଖୋର୍ଦ୍ଧା ଏ ଦୁଇ ଦିନ ଦ୍ବିତୀୟ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

ଜାଲ୍ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରିବା ମାମଲା ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ତମାମ୍‌ କଟକଣା ସତ୍ତ୍ବେ ଜାଲ୍ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ବିମାନ ଓ ରେଳଯାତ୍ରାରେ ଲୋକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରୁଥିବା ମାମଲା ବୃଦ୍ଧି ହେଉଥିବା ଜଣାପଡ଼ିଛି। ଅନେକ ରାଜ୍ୟମାନଙ୍କ ଦ୍ବାରା କରୋନାର ଦ୍ବିତୀୟ ଲହର କାଳରେ ଗୋଟିଏ ରାଜ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଓଡିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ପରଲୋକରେ ପତି ମର୍ମାହତ, ହୃଦଘାତରେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ

ବନ୍ତଳା: କରୋନାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ମର୍ମାହତ ହୋଇପଡିଥିଲେ ସ୍ୱାମୀ। ଆଉ ସ୍ତ୍ରୀଙ୍କ ମୃତ୍ୟୁର ୨ଦିନ ପରେ ହୃଦଘାତରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳର ହାତୀଶାଳପଡାରେ ଅବସରପ୍ରାପ୍ତ କଳା ଶିକ୍ଷକ ଗୋକୁଳ ଚନ୍ଦ୍ର ପାଳ(୭୮) ଓ ତାଙ୍କ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ କାଂକେର ପୁଲିସ ନିକଟରେ ଆଜି ଏକ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏମ.ଆର.ଆହିରେଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋସକୋଡି…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍ସରୁ ଅମ୍ଳଜାନ ପ୍ଲାଣ୍ଟ ଆଣୁଛନ୍ତି ଅଭିନେତା ସୋନୁ ସୁଦ୍

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦ୍ ଭାରତରେ କୋଭିଡ-୧୯ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଫ୍ରାନ୍ସ ଓ ଅନ୍ୟ କେତେକ ଦେଶରୁ ଅମ୍ଳଜାନ ପ୍ଲାଣ୍ଟ ଆଣୁଥିବାର ଖବର ମିଳିଛି। ଏହାକୁ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ। ମହାମାରୀ ମଧ୍ୟରେ ଲୋକଙ୍କୁ ବଞ୍ଚାଇବାରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିବାହକୁ ୩ ମାସ ହୋଇନି, କୀଟନାଶକ ପାନ କରି ଆତ୍ମହତ୍ୟା କଲେ ନବବିବାହିତା

ରିଆମାଳ: କୁହାଯାଏ ପ୍ରେମ ଶାଶ୍ୱତ ଏବଂ ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ଭାଗ୍ୟରେ ଥିଲେ ପ୍ରେମ ବିବାହ ହୋଇଥାଏ । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଆଡସ ଗ୍ରାମ ପଂଚାୟତ ର ଯୁବକ, ଯୁବତୀ ଦୁହେଁ ଦୁହିଁଙ୍କୁ ବହୁଦିନ ଧରି ପ୍ରେମ କରି ବୁଝାସୁଝା ପରେ ପ୍ରେମ ବିବାହ କରିଥିଲେ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଗତକାଲି ଅପେକ୍ଷା ରାଜଧାନୀରେ ଆଜି ହ୍ରାସ ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୯୬୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୮୧ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୮୧ଜଣ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆସ୍ଥାଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଜି ଆଉ ଏକ ଧକ୍କା ଲାଗିଛି । ନେପାଳ ସଂସଦର ପ୍ରତିନିଧିସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ସେ ପରାଜିତ ହୋଇଛନ୍ତି । ୨୭୫ ସଦସ୍ୟଭିତ୍ତିକ ପ୍ରତିନିଧିସଭାରେ ଆସ୍ଥାଭୋଟ ଜିତିବାକୁ ଅତିକମରେ ୧୩୬ଟି ଭୋଟ ଦରକାର ହେଉଥିବାବେଳେ ସେ ମାତ୍ର…
ଅଧିକ ଖବର ଦେଖନ୍ତୁ...

କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଯୋଜନା ପସ୍ତୁତ କରିଛନ୍ତି । ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବେ । ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଜ୍ୟ କ୍ୟାବିନେଟର…
ଅଧିକ ଖବର ଦେଖନ୍ତୁ...