Daily Archives

May 10, 2021

ପଶ୍ଚିମବଙ୍ଗରେ ଚାଲିଥିବା ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବି: ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ

କୋଲକାତା: ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରି ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସେ ରାଜ୍ୟବାସୀଙ୍କ ଆଶା ପୂରଣ ପାଇଁ କାର୍ଯ୍ୟ କରିବେ। ରାଜ୍ୟରେ ତୃଣମୂଳ କଂଗ୍ରେସର ବିଜୟ ପରଠାରୁ ପଶ୍ଚିମବଙ୍ଗରେ ଏକ ଭୟଙ୍କର ଆଇନ ଶୃଙ୍ଖଳା…
ଅଧିକ ଖବର ଦେଖନ୍ତୁ...

ମୋଟୁ ସୀମାରେ ପହଞ୍ଚି ପ୍ରବାସୀର ମୃତ୍ୟୁ; ଅନ୍ତିମ ସଂସ୍କାର କଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହାଇଦ୍ରାବାଦରୁ ଆଜି ସକାଳେ ଦୁଇ ପ୍ରବାସୀ ମୋଟୁ ସୀମାରେ ପହଞ୍ଚିବା ପରେ ଜଣକର ମୃତ୍ୟୁ ହୋଇଯାଇଥିଲା। ଘଟଣା ଅନୁଯାୟୀ ହାଇଦ୍ରାବାଦରେ କୌଣସି ଏକ ସ୍ଥାନରେ ସୁଧିର ରଂଜନ ବିଶ୍ବାଳ (୫୨) କାମ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ମହାମାରୀର ଭୟଙ୍କର ରୂପ, ଗଙ୍ଗା ନଦୀରେ ଭାସୁଛି କରୋନା ପୀଡ଼ିତଙ୍କ ମୃତଦେହ

ବକ୍ସର : କରୋନା ମହାମାରୀର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି ଗଙ୍ଗା କୂଳରେ ଥିବା ବିହାରର ବକ୍ସର ଜିଲ୍ଲାରେ । ଜିଲ୍ଲାରେ ଥିବା ବିଭିନ୍ନ ଗଙ୍ଗା ଘାଟରେ ଅନେକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯ଼ାଇଛି । ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ନିଜର ପରୋପକାରୀ ଉଦ୍ୟମ ବିଷୟରେ ସର୍ବସାଧାରଣରେ ତାଲିକା ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଭାରତରେ କୋଭିଡ -୧୯ ମହାମାରୀର ଦ୍ୱିତୀୟ ଓ୍ବେଭ୍ ସମୟରେ ସେଲିବ୍ରିଟିମାନେ ସେମାନଙ୍କ ପରୋପକାରୀ ଉଦ୍ୟମକୁ ନେଇ ଅନେକ ଲୋକ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଏହାସତ୍ତ୍ବେ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ପ୍ରକାଶ କରିଛନ୍ତି ଯେ ଦିଲ୍ଲୀରେ କୋଭିଡ -୧୯ ସଂକ୍ରମଣ ରୋକିବା…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ: ୧୨ ପେଟି ମଦ ଜବତ, ତିନି ଗିରଫ

ରାଉରକେଲା: କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଚାଲିଛି ୧୫ ଦିନିଆ ଲକ୍ଡାଉନ୍। ଏହାର ଭରପୁର ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ, କିଛି ଢ଼ାବା ଓ ହୋଟେଲ ମାଲିକ। ନିଜ ଦୋକାନରେ ବିଦେଶୀ ମଦ ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଆଜି ରାଉରକେଲା ଅବକାରୀ ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୭୦୬ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୭୮୯

ଭୁବନେଶ୍ୱର: ରାଜ୍ୟରେ ଆଜି ୯୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ…
ଅଧିକ ଖବର ଦେଖନ୍ତୁ...

ବ୍ୟାପକ ପରିମାଣରେ ବିସ୍ଫୋରକ- ନଗଦ ୩୦ ହଜାର ଟଙ୍କା ଜବତ, ଜଣେ ଗିରଫ

ନୂଆପଡା: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ପ୍ରେମ ସାଗର ମେହେରନାଁରେ ଜଣେ ବ୍ୟକ୍ତିକୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଏସ୍‌ଡିପିଓଙ୍କ ନେତୃତ୍ବରେ ଖଡ଼ିଆଳ ପୁଲିସ ଏକ ସ୍ଵତନ୍ତ୍ର ଦଳ…
ଅଧିକ ଖବର ଦେଖନ୍ତୁ...

କର୍ମଫଳ ପାଇଲା ଚୀନ : ଯ଼େଉଁ ରକେଟକୁ ନେଇ ଭାରତକୁ ତାଚ୍ଛଲ୍ୟ କରିଥିଲା, ତାହା ଧ୍ବଂସ ହୋଇଗଲା 

ଭୁବନେଶ୍ବର : ଚୀନର ରକେଟ୍ ଲଙ୍ଗ ମାର୍ଚ୍ଚ ୫ବିର ଧ୍ବଂସାବଶେଷ ରବିବାର ଦିନ ଭାରତ ମହାସାଗରରେ ପଡ଼ିବାପରେ ବି ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଥମୁନାହିଁ । ଏହି ରକେଟ ଧ୍ବଂସ ପାଇବା ଚୀନ ଅହଂକାର ଉପରେ ଏକ ପ୍ରହାର ବୋଲି ଅନେକ ମତ ଦେଉଛନ୍ତି । କଥା ହେଉଛି, କିଛିଦିନ ପୂର୍ବେ ଏହି…
ଅଧିକ ଖବର ଦେଖନ୍ତୁ...

ଜୟପୁର: ନାମକୁ ମାତ୍ର ସଟ୍‌ଡାଉନ୍‌, ବେଧଡକ ଭାବେ ଚାଲିଛି ଆମିଷ ବିକ୍ରି

ଜୟପୁର: ବାଇକ ନହେଲେ ସାଇକେଲ ଚଢ଼ୁଛନ୍ତି। କିଛି ନ ହେଲେ ଚାଲି ଚାଲି ବୁଲୁଛନ୍ତି। ପ୍ରଶାସନର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। କିନ୍ତୁ ଲୋକେ ଏହାକୁ ଖାତିର କରୁନାହାନ୍ତି। ମଧ୍ୟାହ୍ନ ବେଳେ ନିୟମ କିଛିଟା ମାନୁଥିବା ବେଳେ ସକାଳୁ ଓ ସନ୍ଧ୍ୟାରେ ଉଂଲଘନ କରୁଛନ୍ତି। ଯୁବକମାନେ ସାହିକୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପରବର୍ତ୍ତୀ ହିଂସା ସଂପର୍କରେ ରିପୋର୍ଟ ଦିଆଯାଉନଥିବାରୁ ପଶ୍ଚିମବଙ୍ଗ ରାଜ୍ୟପାଳ କ୍ଷୁବ୍ଧ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ସୋମବାର ଦିନ ରାଜ୍ୟର ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି), କୋଲକାତା ପୁଲିସ କମିସନର ଏବଂ ରାଜ୍ୟ ଗୃହ ସଚିବଙ୍କ ଉପରେ ବିଷୋଦଗାର କରିଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସା ସଂପର୍କରେ ଶୀଘ୍ର ସବିଶେଷ ତଥ୍ୟ ଦେବାକୁ ରାଜ୍ୟପାଳ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...