Daily Archives

May 10, 2021

ଭୁବନେଶ୍ୱରର ଆଉ ୩ଟି ସ୍ଥାନରେ୨ୟ ଡୋଜ୍ ଟିକା ପାଇଁ ବ୍ୟବସ୍ଥା: ବିଏମ୍‌ସି କମିସନର

ଭୁବନେଶ୍ୱର: କରୋନା ଟିକା ଆସିଲେ ଘରୋଇ ହସ୍‌ପିଟାଲକୁ ଦିଆଯିବ । ଘରୋଇ ହସ୍‌ପିଟାଲରେ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହା କହିଛନ୍ତି । ଟିକାକରଣ ପାଇଁ ପୂର୍ବର୍ରୁ ୩୨ଟି ଘରୋଇ ହସ୍‌ପିଟାଲ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କରୋନା ଲାଗି ଆସିଲେନି ପରିବାର ଲୋକେ, ମୃତଦେହ ଉଠାଇଲେ ତହସିଲଦାର-ରାଜସ୍ୱ ନିରୀକ୍ଷକ

ଭୁବନ: କରୋନାରେ ଚାଲିଗଲା ଆଉ ଏକ ଜୀବନ। ମୃତଦେହ ଉଠାଇବାକୁ ଗ୍ରାମବାସୀଙ୍କ ସହ ମିଶିଲେ ତହସିଲଦାର, ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ବିଜେପି ନେତା। ପରିବାରର ସମସ୍ତ ସଦସ୍ୟ କରୋନାରେ ଆକ୍ରାନ୍ତ କାରଣରୁ ପାଖକୁ ଆସିନଥିଲେ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେଣନ୍ଦାପାଟଣାରେ ଏଭଳି ଅଭାବନୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ଟିକା ନୀତି ଉପରେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକତା ନାହିଁ : କେନ୍ଦ୍ର

ନୂଆଦିଲ୍ଲୀ :  ଟିକା ମୂଲ୍ୟ ନିର୍ଦ୍ଧାରଣ ନୀତି ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ ଉପରେ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ନିଜର ଲିଖିତ ଜବାବରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯ଼େ ଟିକା ଗୁଡ଼ିକର ସମଆବଣ୍ଟନ ପାଇଁ ବିଶେଶଜ୍ଞମାନଙ୍କ ମତ ନେଇ ଏହି ନୀତି ନିର୍ଦ୍ଧାରଣ କରାଯ଼ାଇଛି । ଦେଶ…
ଅଧିକ ଖବର ଦେଖନ୍ତୁ...

କରୋନାରେ କ୍ରିକେଟର ପୀୟୁଷ ଚାୱାଲଙ୍କ ବାପାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କରୋନାରେ ଆଖି ବୁଜିଲେ କ୍ରିକେଟର ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ କୁମାରଙ୍କ ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏଭଳି କଠିନ ସମୟରେ ପୀୟୁଷ ଓ ତାଙ୍କ ପରିବାର ସହ ଦଳ ରହିଛି । ସେହିଭଳି ପୀୟୁଷ ଚାୱାଲା…
ଅଧିକ ଖବର ଦେଖନ୍ତୁ...

ଦେଶରେ କରୋନା ବଢ଼ି ବଢ଼ି ଚାଲିଥିବା ବେଳେ ଟିକା ନେଲେ କ୍ୟାପ୍‌ଟେନ୍‌ କୋହଲି

ନୂଆଦିଲ୍ଳୀ: କୋହଲି ନେଲେ କରୋନା ଟିକା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କରୋନାର ପ୍ରଥମ ଡୋଜ ଟିକା ନେଇଛନ୍ତି । ପୂରା ଦେଶରେ ସଂକ୍ରମଣ ବ୍ୟାପୁଥିବା ବେଳେ କୋହଲି ଏହି ଟିକା ନେଇଛନ୍ତି । ଆସନ୍ତା ଜୁନ୍ ୨ରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କ ଆନ୍ଦୋଳନରେ ଯୋଗ ଦେବାକୁ ଯିବା ବେଳେ ପଶ୍ଚିମବଙ୍ଗର ମହିଳା କର୍ମୀ ଗଣଦୁଷ୍କର୍ମର ଶିକାର, କରୋନା ସଂକ୍ରମିତ…

ଝାଜ୍ଜର: ଦିଲ୍ଲୀର ଟିକ୍ରି ସୀମାରେ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ ଲାଗି ଯିବା ବେଳେ ପଶ୍ଚିମବଙ୍ଗର ଜଣେ ମହିଳା କର୍ମୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଟିକ୍ରି ସୀମାରେ କୃଷକଙ୍କ ରାଲିରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗରୁ ଯାତ୍ରା କରିଥିବା ସେହି ମହିଳା କର୍ମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲିର ଏକ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନାଁରେ ଛାତ୍ରଛାତ୍ରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ

ଚାନ୍ଦବାଲି: ଚାନ୍ଦବାଲିସ୍ଥିତି ଭେଙ୍କଟେଶ୍ୱର ସ୍କୁଲରେ ଗ୍ରୀଷ୍ମ ଛୁଟିରେ ସରକାରୀ ନିୟମକୁ ଉଲ୍ଲଂଘନ କରି ଆଡିମିସନ ଫି ୫୦୦ରୁ ୮୫୦୦ ଓ ମାସିକ ଫି ୧୧୦୦ରୁ ୨୧୦୦କୁ ବୃଦ୍ଧି କରିବା ସହିତ ଚଢ଼ା ଦରରେ ବହି ଖାତା ବିକ୍ରି କରି ଶୋଷଣ କରା ଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରିଆଡମିସନ ନ କଲେ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ରେ ରେକର୍ଡ ଜିଏସଟି ଆଦାୟ ଭାରତୀୟ ଅର୍ଥନୀତିର ଶକ୍ତିକୁ ଦର୍ଶାଉଛି : ଅର୍ଥ ମନ୍ତ୍ରାଳୟ 

ନୂଆଦିଲ୍ଲୀ : କରୋନାର ୨ୟ ଲହର ସତ୍ତ୍ବେ ଗତ ଏପ୍ରିଲ ମାସରେ ଦେଶରେ ରେକର୍ଡ ଜିଏସଟି ସଂଗ୍ରହ ହେବା ପରେ ତାହା ଦେଶରେ ଅର୍ଥନୀତିର ଶକ୍ତିକୁ ଦର୍ଶାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାବି କରିଛି । ମହମାରୀର ପ୍ରଭାବ ଦେଶର ଅର୍ଥନୀତିର ସୁଧାରକୁ ଅଟକାଇପାରିନାହିଁ ବୋଲି ମନ୍ତ୍ରାଳୟ କହିଛି ।…
ଅଧିକ ଖବର ଦେଖନ୍ତୁ...

ଏହି ଲକ୍‌ଡାଉନ୍‌ରେ ବନାନ୍ତୁ ନିଜର ଖାଦ୍ୟ ତାଲିକା; ଯାହା ଇଚ୍ଛା ତାହା ଖାଇ ଶରୀରକୁ ଅସୁସ୍ଥ କରିପକାନ୍ତୁ ନାହିଁ

ଲକ୍‌ଡାଉନ୍‌ ସମୟରେ ଘରେ ବସି ବସି ଅନ୍ୟ କିଛି କାମ ନଥିବାରୁ ଲୋକଙ୍କ ମୁଖ୍ୟ ଧ୍ୟାନ ଖାଦ୍ୟ ଉପରେ। ମାତ୍ର ସତର୍କ ରୁହନ୍ତୁ। ପାଟି ସୁଆଦକୁ ଧ୍ୟାନ ଦେଇ ନିଜ ଶରୀର ଅସୁସ୍ଥ କରି ପକାନ୍ତୁ ନାହିଁ। ନିଜ ଶରୀରର ଓଜନକୁ ଆୟତ୍ତରେ ରଖିବା ପାଇଁ ଆପଣ ବଛା ବଛା କିଛି ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ଗତ ସପ୍ତାହେ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସନ୍ଧ୍ୟା ହେବାମାତ୍ରେ କାଳବୈଶାଖୀ ମାଡ଼ି ଆସୁଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ ଗୋଟିଏ ଓ ଦୁଇଟି ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦କିମି ବେଗରେ ପବନ…
ଅଧିକ ଖବର ଦେଖନ୍ତୁ...