Daily Archives

May 14, 2021

ରାଉରକେଲା ଷ୍ଟେସନରେ କୋଭିଡ୍‌ ସଚେତନତା, ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା

ରାଉରକେଲା: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଉରକେଲା ଷ୍ଟେସନରେ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ବାହାର ରାଜ୍ୟରୁ ଆସି ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ପଞ୍ଜୀକରଣ କରାଯିବା ସହ ଥର୍ମାଲ ସ୍କ୍ରିନିଂ କରାଯାଉଛି। ତା’ ସହିତ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଗତକାଲି ଅପେକ୍ଷା ଆଜି ହ୍ରାସ ପାଇଛି କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ବର: ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜିର ଆକ୍ରାନ୍ତ ସଂଖ୍ୟା ଗତକାଲି ଠାରୁ କମ ଥିବା କୁହାଯାଉଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୯୮୮ଜଣ କରୋନା ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ : ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ବିମାନ ଆକ୍ରମଣ

ଗାଜା : ଗାଜା ସହର ଉପରେ ଇସ୍ରାଏଲର ପ୍ରବଳ ବୋମାମାଡ଼ ଜାରି ରହିଛି । ଏହା ଫଳରେ ଗାଜା ସହରର ବ୍ୟାପକ କ୍ଷତି ହେବା ସହ ମୃତ୍ୟସଂଖ୍ୟା ବୃଦ୍ଧି ପାଇଛି । ଆଜି ଇସ୍ରାଏଲର ବୋମାମାଡ଼ ଫଳରେ ଗାଜାରେ ରହୁଥିବା ଏକ ପାଲେଷ୍ଟାନୀୟ ପରିବାର ମୂଳପୋଛ ହୋଇଯ଼ାଇଛି । ଗୋଟିଏ ଘରେ ଏହି ପରିବାରର ସମସ୍ତ ୬ ଜଣ…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୯୩୨୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୧୪

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୯୩୨୯ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୧୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୬ ଜଣ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସକୁ ମିଳିଛି ବଡ ସଫଳତା। ଏନକାଉଣ୍ଟରରେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଛି। ଜିଲ୍ଲାର ମୁସ୍ତାଲନାର ଜଂଗଲରେ ମାଓବାଦୀ କ୍ୟାମ୍ପ କରି ପୁଲିସ ଉପରେ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଖବର…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଜନ୍ମ କରାଇଥିବା ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କର ପରଲୋକ, ସମବେଦନା…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀର ସାର୍ ଗଙ୍ଗାରାମ ଡାକ୍ତରଖାନାରେ ୪୩ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଏସ.କେ ଭଣ୍ଡାରୀଙ୍କର କରୋନା…
ଅଧିକ ଖବର ଦେଖନ୍ତୁ...

ଚିତା ହରିଣ ଉଦ୍ଧାର; ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗକୁ କଲେ ହସ୍ତାନ୍ତର

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ମୁଜାଗଡ଼ ଗ୍ରାମ ଭିତରୁ ଆଜି ଏକ ଚିତା ହରିଣକୁ ଉଦ୍ଧାର କରାଯାଇଛି। ହଠାତ୍ ଆଜି ସକାଳ ସମୟରେ ନିକଟସ୍ଥ କାଳିପଙ୍କା ଜଙ୍ଗଲରୁ ହରଣଟି ଏକାକୀ ଗ୍ରାମ ନିକଟ ଏକ ପୋଖରୀକୁ ଚାଲି ଆସିଥିଲା। ହରିଣକୁ ଦେଖି କିଛି ବୁଲା…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ଜୀବନ ହାରିଲେ ଯୁବକ

ବାଲିଶଙ୍କରା(ସୁନ୍ଦରଗଡ଼): ଆଜି ତଳସରା ଥାନା ଅନ୍ତର୍ଗତ ଵାଲିଶଙ୍କରା ଗାଁ ଚନ୍ଦନିମାଲପଡାର ଦେବାଶିଷ ପାନ୍ନା (୨୩) ନାମକ ଯୁବକ ବିଷ ପାନ କରି ଜୀଵନ ହାରିଛନ୍ତି। ପୁଲିସ କହିବା ଅନୁସାରେ, ଗୁରୁଵାର ରାତିରେ କୌଣସି କଥାକୁ ନେଇ ଘର ଲୋକଙ୍କ ସହ ଦେଵାଶିଷଙ୍କ ପାଟିଗୋଳ ହୋଇଥିଲା। ରାତିରେ ସମସ୍ତେ…
ଅଧିକ ଖବର ଦେଖନ୍ତୁ...

୮ ଘଣ୍ଟାରେ ଅକ୍ସିଜେନ ସମସ୍ୟାକୁ ସମାଧାନ କରି ୨୫୦ ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଜିଲ୍ଲାପାଳ

ପୂର୍ଣ୍ଣିଆ: ମେ ୧୨ ତାରିଖ, ସକାଳ ୩ଟା ୩୦ ମିନିଟ | ହଠାତ ବିହାରର ପୂର୍ଣ୍ଣିଆ ମେଡିକାଲରେ ଥିବା ଅକ୍ସିଜେନ ପ୍ଲାଣ୍ଟ ଅଚଳ ହୋଇଗଲା | ଆଉ ସମଗ୍ର ଜିଲ୍ଲା ପାଇଁ ଆବଶ୍ୟକ ଅକ୍ସିଜେନ ଏହି ପ୍ଲାଣ୍ଟରୁ ଯାଉଥିବାରୁ ଉଭୟ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ହାହାକାର ଦେଖାଦେଲା | କାରଣ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀର ଉନ୍ମତ୍ତ କାଣ୍ଡ; ନିଜ ସ୍ତ୍ରୀ ଓ ୫ବର୍ଷର ଶିଶୁପୁତ୍ରକୁ ହତ୍ୟା

ବୋରିଗୁମ୍ମା: ନିଜ ସ୍ତ୍ରୀ ଏବଂ ୫ବର୍ଷର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗ୍ରାମରେ, ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...