Daily Archives

May 14, 2021

କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା

ପୁରୀ: କରୋନା ମହାମାରୀ ଓ ଧାର୍ମିକ ସମାବେଶ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରାକୁ କେବଳ ପରମ୍ପରା ତଥା ବିଧି ରକ୍ଷା ନିମନ୍ତେ ସର୍ବନିମ୍ନ ସେବାୟତ ମାନଙ୍କ ଉପସ୍ଥିତିରେ ପାଳନ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ସୁସ୍ଥ ପରେ ମାସକରେ ୩ ଥର ପ୍ଲାଜମା ଦେଲେଣି ରାୟଗଡ଼ାର ବି. ଭେଙ୍କେଟେଶ୍

ରାୟଗଡ଼ା: ରାୟଗଡ଼ାର ବି. ଭେଙ୍କେଟେଶ୍। ବୃତ୍ତିରେ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ଲେସମେଣ୍ଟ୍ ଅଫିସର୍। କରୋନା କଟକଣା ପାଇଁ କଲେଜ ବନ୍ଦ ଥିବାରୁ ମହାମାରୀ ସମୟରେ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବା ଏବେ ଭେଙ୍କେଟେଶଙ୍କ ପାଇଁ ନିଶା ପାଲଟିଛି। ନିଜେ କରୋନାରେ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

୧୫ ଦିନ ମଧ୍ୟରେ ରାଜ୍ୟମାନଙ୍କୁ ୧.୯୨ କୋଟି ଟିକା ମାଗଣାରେ ଯ଼ୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ : ଟିକା ଅଭାବ ଯ଼ୋଗୁଁ ସାରା ଦେଶରେ ଟିକାକରଣ ପ୍ରଭାବିତ ହୋଇଥିବାବେଳେ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ମାସ ଶେଷସୁଦ୍ଧା ରାଜ୍ୟମାନଙ୍କୁ ପ୍ରାୟ ୧ କୋଟି ୯୨ ଲକ୍ଷ ଡୋଜ୍ ଟିକା ମାଗଣାରେ ପ୍ରଦାନ କରାଯ଼ିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏ…
ଅଧିକ ଖବର ଦେଖନ୍ତୁ...

ଚାଷୀ ଆମର ଗର୍ବ ଓ ଗୌରବ, ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ‘କାଳିଆ ଯୋଜନା’ରେ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ସରକାର କାଳିଆ ଯୋଜନାର କିସ୍ତି ଟଙ୍କା ପଠାଇଥିବା କଥା କହିଛନ୍ତି । ସରକାର ମୋଟ ୯୨୦ କୋଟି ଟଙ୍କା ପଠାଇଛନ୍ତି । ଏଥିରେ ମୋଟ ୪୨ ଲକ୍ଷ ଚାଷୀ ପରିବାର…
ଅଧିକ ଖବର ଦେଖନ୍ତୁ...

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ହ୍ରାସ ପାଇଲା ଦର

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଦିନରେ ସୁନା କିଣାକୁ ବହୁତ ଶୁଭ ବୋଲି ଧରାଯାଏ। ତେବେତ ଲକଡାଉନ ହେତୁ ଦୋକାନ, ବଜାର ଓ ମଲ ଆଦି ବନ୍ଦ ରହିଛି। ଏଭଳି ପରିସ୍ଥିତିରେ କିଛି ଦୋକାନୀ ଅନଲାଇନ ସୁବିଧା ବି ଦେଇଛନ୍ତି। ତେବେ  ଅକ୍ଷୟ ତୃତୀୟା ଅବସର‌ରେ ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର ; ଭୁବନେଶ୍ବର ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ୪ର୍ଥ ଥର ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଯ଼ଥାକ୍ରମେ ୨୯ ପଇସା ଓ ୩୪ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଦେଶର କେତେକ ରାଜ୍ୟ ଯ଼େପରିକି ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ୧୦୦ ଟପିଯ଼ାଇଛି ।…
ଅଧିକ ଖବର ଦେଖନ୍ତୁ...

ମାସ୍କକୁ ସଠିକରେ ବ୍ୟବହାର କଲେ ବିଷଲ୍ୟକରଣୀ ଭଳି କାମ କରିବ: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: ଘର ଭିତରୁ ବାହାରକୁ ନଯାଇ ମଧ୍ୟ ବୟସ୍କ ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଉଛନ୍ତି । ଘରର ଅନ୍ୟ ଯୁବବର୍ଗ କୋଭିଡ-୧୯ ନିୟମ ପାଳନ କରୁ ନଥିବାରୁ ଏଭଳି ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଅନୁମାନ କରୁଛନ୍ତି । ତେଣୁ ସଂକ୍ରମଣକୁ ଏଡୋଇବାକୁ ହେଲେ ମାସ୍କ…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ଆଶ୍ରମର ୩୨ ଛାତ୍ରଛାତ୍ରୀଙ୍କୁ କରୋନା, ଅଞ୍ଚଳରେ ଭୟର ବତାବରଣ

ନୂଆପଡା: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ବ୍ୟାପି ଚାଲିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭବିଷ୍ୟତରେ ଏହି ରୋଗ କମ ବୟସର ଶିଶୁମାନଙ୍କୁ ମଧ୍ୟ ସଂକ୍ରମିତ କରିବ ବୋଲି କହିଛି । ତାର ପ୍ରତିଫଳନ ଦେଖା ଦେଇଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଦୁଇଟି ଆଶ୍ରମ ବିଦ୍ୟାଳୟରେ । ଏଠାରେ ୩୨…
ଅଧିକ ଖବର ଦେଖନ୍ତୁ...

ମେ ୧୭ ସୁଦ୍ଧା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ତଉକତେ, କେରଳ ଠାରୁ ଗୁଜୁରାଟ ପର୍ଯ୍ୟନ୍ତ ବର୍ଷିବ

ନୂଆଦିଲ୍ଲୀ : ଆରବ ସାଗରରେ ଗତ କାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହା ଆସନ୍ତା କାଲି ଅର୍ଥାତ୍ ମେ ୧୫ ତାରିଖରେ ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯ଼ାଇଛି ।…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଘାଟିରେ କୋଭିଡ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି: ଦୁର୍ଗମ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ବ୍ଲକ ପ୍ରଶାସନ ଏବଂ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ବଣ୍ଡା ସଂପ୍ରଦାୟର ଲୋକଙ୍କୁ କୋଭିଡ ସଚେତନତା କରାଯାଇଥିଲା। ବଣ୍ଡାଘାଟିରେ ଥିବା ଗୋଇଗୁଡା, ବାଉଁଶପଡା, ତୁଲାଗୁରୁମ ଆଦି ଅଂଜଳରେ ଲୋକମାନଙ୍କୁ କିପରି କୋଭିଡ ସଂକ୍ରମଣରୁ ବର୍ତ୍ତିବେ…
ଅଧିକ ଖବର ଦେଖନ୍ତୁ...