Daily Archives

July 1, 2021

ପୋଖରୀରେ ବୁଡ଼ି ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ପାଟଣା: କେନ୍ଦୁଝର ଜିଲ୍ଲାରେ ପୋଖରୀରେ ବୁଡ଼ି ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ପାଟଣା ବ୍ଲକ୍‌ ଭିନ୍ନଭିନ୍ନ ଗାଁରେ ପୋଖରୀରେ ବୁଡ଼ି ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଦୁଃଖଦ ଘଟଣା ଘଟିଛି ପାଟଣା ବ୍ଲକ ସଡ଼ଙ୍ଗବାହାଳି ଗ୍ରାମରେ। ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ୪ ବର୍ଷର…
ଅଧିକ ଖବର ଦେଖନ୍ତୁ...

ରାମେୟାପାଟଣାରେ ମାଡ଼ି ଆସିଲା ସମୁଦ୍ର, ୩ ଘର ଲୀନ 

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତ ଅଧୀନ ଉପକୂଳବର୍ତ୍ତୀ ରାମେୟାପାଟଣା ଗାଁରେ ସମୁଦ୍ର ପୁଣି ଅଶାନ୍ତ ହୋଇ ଉଠିଛି। ସମୁଦ୍ର ଜୁଆର ମାଡ଼ି ଆସି ଏଲ.ଭଗିରାଜୁ, କେ.ଭୀମ୍ମାୟା ଓ ଏଲ୍.ଆପନ୍ନାଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଗତ ପୂର୍ଣ୍ଣମୀରୁ ସମୁଦ୍ର ଅଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଦେଲେ ହାତୀପଲ, ମାସକର ଶିଶୁକୁ ଧରି ପରପିିଣ୍ଢାରେ ପରିବାର

ତେଲକୋଇ/ରାଇସୁଆଁ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଣୀବେଡା ନୂଆ ସହିରେ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବଣୁଆ ହାତୀ ପଲ ଗୋବର୍ଦ୍ଧନ ନାୟକଙ୍କ ୨ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏହି ୭ଟିକିଆ ହାତୀପଲ ଗାଁରେ ଉତ୍ପାତ ଚଳାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ବୋଝେଇ ବେଳେ ଜେସିବି ଜବତ

ଯୋଡା: ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଲୌହ ଖଣି ନିକଟରେ ଗଚ୍ଛିତ ଚୋରା ଲୁହାପଥରକୁ ଏକ ନମ୍ବର ବିହୀନ ଜେସିବି ଲଗାଇ ମାଫିଆମାନେ ଟ୍ରକରେ ଗତକାଲି ବିଳମ୍ବିତ ରାତ୍ରିରେ ବୋଝେଇ କରୁଥିବା ବେଳେ ଜେସିବିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ମୌସୁମୀ ଆସିବା ବିଳମ୍ବ ହେଉଥିବାରୁ ଆସନ୍ତା ଦୁଇ ଦିନ ଦିଲ୍ଲୀ, ପଞ୍ଜାବ ସମେତ ଏହି ସବୁ ରାଜ୍ୟରେ ବଢିବ ତାପମାତ୍ରା

ନୂଆଦିଲ୍ଲୀ: ପାକିସ୍ତାନରୁ ଉତ୍ତର-ପଶ୍ଚିମ ଭାରତ ପର୍ଯ୍ୟନ୍ତ ନିମ୍ନ ସ୍ତରରେ ଶୁଖିଲା ପଶ୍ଚିମ ପବନ ହେତୁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଆସନ୍ତା ୨ଦିନ ତାପମାତ୍ରା ଅଧିକ ହେବ। ଆଜି ଏନେଇ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ରବି ମଣ୍ଡିରେ ଅନିମିୟତତା ଅଭିଯୋଗ କରି ଜିଲ୍ଲାକୃଷକ ମୋର୍ଚ୍ଚା ଆମ୍ବାଗୁଡାରେ ସାଢ଼େ ଦୁଇଘଣ୍ଟାର ରାସ୍ତାରୋକ

ଜୟପୁର: ରବି ମଣ୍ଡିରେ ବ୍ୟାପକ ଅନିମିୟତତତା। ଉଦେଶ୍ୟ ମୂଳକ ଭାବେ ଟକୋନର ଅବଧି ସମୟ ମଧ୍ୟରେ ଚାଷୀଙ୍କ ଧାନ କିଣା ଯାଉନି। କଟନି ଛଟନି ନାଁରେ ୮କିଲୋ ଧାନ କଟାଯାଉଛି। ଚାଷୀଙ୍କୁ ବିଭିନ୍ନ ବାହାନାରେ ହଇରାଣ ହରକତ କରି ଅଭାବି ବିକ୍ରୀ ଭଳି କୃତ୍ରିମ ପରିସ୍ଥିତି ସୃଷ୍ଟି କରାଯାଇଛି। ଟକୋନ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ହତ୍ୟା କରିବା ପରେ ‌କରୋନା ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣରେ ମୃତ୍ୟୁ ହୋଇଛି ଦର୍ଶାଇଥିଲା ସ୍ବାମୀ, ହେଲା…

ନୂଆଦିଲ୍ଲୀ: ହାଇଦ୍ରାବାଦରେ ୨୭ବର୍ଷର ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ମୃତଦେହ ଏସବିଆରଆର ସରକାରୀ ହସ୍ପିଟାଲରୁ ପାଞ୍ଚଦିନ ପୂର୍ବରୁ ସୁଟକେଶ ଭିତରୁ ମିଳିଥିଲା। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ମହିଳାଙ୍କ ସ୍ବାମୀ। ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଘରୋଇ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟ୍

ବୈପାରିଗୁଡା: ଘରୋଇ ବ୍ୟାଙ୍କ କର୍ମଚାରୀଙ୍କୁ ଛୁରୀ ଦେଖେଇ ଲୁଟ୍ କରାଯିବା ଭଳି ଏକ ଘଟଣା ଘଟିଯାଇଛି। ଗତ ୨୯ ତାରିଖ ଦିନ ଜୟପୁର ସ୍ଥିତ ସ୍ମାଲ ଫାଇନାନ୍ସ ବ୍ୟାଙ୍କର କର୍ମଚାରୀ ଗଣେଶ ମହାପାତ୍ର ଲମତାପୁଟ ଅଞ୍ଚଳରୁ ୠଣ ବାବଦକୁ କିସ୍ତି ଟଙ୍କା ଆଦାୟ କରି ଜୟପୁର ଫେରୁଥିଲେ। ଦିନ ଗୋଟାଏ ବେଳେ ସେ…
ଅଧିକ ଖବର ଦେଖନ୍ତୁ...

ନିରବ ମୋଦୀ ବିରୋଧରେ ସରକାରୀ ସାକ୍ଷୀ ହେଲା ଭଉଣୀ ପୂର୍ବି, ଲଣ୍ଡନ ବ୍ୟାଙ୍କ ଖାତାରୁ ୧୭.୫ କୋଟି ଜବତ

ମୁମ୍ବାଇ : ପଳାତକ ଆର୍ଥିକ ଅପରାଧୀ ନିରବ ମୋଦୀ ବିରୋଧରେ ତା’ ଭଉଣୀ ପୂର୍ବି ମୋଦୀ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଛି । ପୂର୍ବି ମୋଦୀ ସହାୟତାରେ ହିଁ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି) ନିରବ ମୋଦୀର ପ୍ରାୟ ୧୭.୫ କୋଟି ଟଙ୍କାର ସଂପତ୍ତି ଜବତ କରିବାକୁ ସକ୍ଷମ ହୋଇଛି । କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା, ଗୁଣପୁର ଓ ଗୁଡାରିରେ ହେବ ଇନଡୋର୍ ଷ୍ଟାଡିୟମ୍, ଅନୁମୋଦନ କଲେ ୫-ଟି ସଚିବ

ରାୟଗଡା: ରାୟଗଡ଼ା ଜିଲ୍ଲାରେ ୩ଟି ଇନଡୋର୍ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଆଜି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଜିଲ୍ଲାର ଲୋକ ପ୍ରତିନିଧି ଓ କ୍ରୀଡ଼ାବିତଙ୍କ ସହ ଆଲୋଚନା କରି ଏହି ପଦକ୍ଷେପ ନେଇଛନ୍ତି। ଫଳରେ ୩ ବ୍ଲକ୍ ଓ ପୌରାଞ୍ଚଳର ଶହ ଶହ…
ଅଧିକ ଖବର ଦେଖନ୍ତୁ...