Daily Archives

July 30, 2021

ସୁକତେଲ ସେତୁ ଭାଙ୍ଗିବା ଘଟଣା; ପୁଣି ଧୋଇନେଲା ଅସ୍ଥାୟୀ ରାସ୍ତା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ-ମୁଦଲସର ଗ୍ରାମ ମଧ୍ୟରେ ଥିବା ସୁକତେଲ ସେତୁ ଭାଙ୍ଗିବା ପରେ ସେତୁ ନିକଟରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରା ଯାଇଥିଲା। ଗତବର୍ଷ ଏହି ରାସ୍ତା ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିବାବେଳେ ଚଳିତମାସ ପ୍ରଥମ ସପ୍ତାହ ବେଳକୁ…
ଅଧିକ ଖବର ଦେଖନ୍ତୁ...

୨୦୮୩ କୋଟି ମୂଲ୍ୟର ୭ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ

ଭୁବନେଶ୍ବର :  ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୧୦୨ ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୦୮୩ କୋଟି ଟଙ୍କା ମୂଲ୍ୟର ୭ଟି ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  । ଏହି ୭ଟି ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ବରର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ: ରାୟଗଡ଼ାରେ ରେଳ ଭିତ୍ତିଭୂମି ସୁଦୃଢ଼ ପାଇଁ ରଖିଲେ ଦାବି

ରାୟଗଡ଼ା: ରାୟଗଡ଼ାରେ ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦାବି ରଖିଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ସମେତ ଅବିଭକ୍ତ କୋରାପୁଟର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୮୪୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୮୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୬ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୨୨୯ରେ ପହଂଚିଛି । ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ବଡ଼ ସଫଳତା; ୪୮ ଘଣ୍ଟାରେ ଧରାପଡ଼ିଲେ ୪ ବ୍ୟାଙ୍କ ଡକାୟତ, ବିହାରରେ ଅଟକ

ସୁନ୍ଦରଗଡ଼: ଜୁଲାଇ ୨୭ ତାରିଖ ଅପରାହ୍ନରେ ସୁନ୍ଦରଗଡ଼ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୨.୯୨ ଲକ୍ଷ ଟଙ୍କା ଓ ମହିଳା କର୍ମଚାରୀଙ୍କ ସୁନା ଚେନ୍ ଡକାୟତି ଘଟଣାର ୪ ଡକାୟତ ଧରାପଡ଼ିଛନ୍ତି। ବିହାର, ଝାରଖଣ୍ଡ ଓ ସୁନ୍ଦରଗଡ଼ ପୁଲିସର ମିଳିତ ତନାଘନା ପରେ ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି…
ଅଧିକ ଖବର ଦେଖନ୍ତୁ...

ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଆସନ୍ତା କାଲି ଭାରତ-ଚୀନ ସେନା ସ୍ତରୀୟ ଆଲୋଚନା 

ନୂଆଦିଲ୍ଲୀ :  ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ ଆସନ୍ତା କାଲି ୧୨ତମ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଏଲଏସିର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ହେବ । ଭାରତୀୟ ସେନା ସୁତ୍ରରୁ ଜଣାପଡ଼ିଛି ଯେ ଏହି…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା; ଅଧବାଟରେ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଉମରକୋଟ: ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା । ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ ଗୁରୁତର ରୋଗୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୂର୍ସି ପଂଚାୟତର ରାବନାଗୁଡା ଗ୍ରାମରେ । ସଂପୃକ୍ତ ଗ୍ରାମର ମନଦେଇ ଭତ୍ରା…
ଅଧିକ ଖବର ଦେଖନ୍ତୁ...

ପ୍ରତି ତିବ୍ବତ ପରିବାର ପିଛା ଜଣଙ୍କୁ ସେନାରେ ନିଯୁକ୍ତି ଦେଇ ଭାରତ ବିରୋଧୀ ଅଭିଯାନରେ ଲଗାଇବ ଚୀନ

ନୂଆଦିଲ୍ଲୀ: ଚୀନ ବର୍ତ୍ତମାନ ତିବ୍ଦତୀୟମାନଙ୍କୁ ଜବରଦସ୍ତ ସୈନିକ ଭାବରେ ପରିଣତ କରିବାକୁ ପଣ କରିଛି । ଚୀନ୍ ପ୍ରତ୍ୟେକ ତିବ୍ଦତୀୟ ପରିବାରରୁ ଜଣେ ସଦସ୍ୟଙ୍କୁ ସୈନିକ ହେବା ପାଇଁ ବାଧ୍ୟତାମୂଳକ କରିଛି। ଏହି ସୈନିକମାନଙ୍କୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମିରେ ନିଯୁକ୍ତି ଦିଆଯିବ। କୁହାଯାଉଛି…
ଅଧିକ ଖବର ଦେଖନ୍ତୁ...

ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଂଚଳରେ ଅଧିକ ବ୍ୟାପୁଛି ଡେଙ୍ଗୁ: ଡିଏମ୍‌ଇଟି

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀର ୨ ଲହର ଥମି ନଥିବା ବେଳେ ରାଜ୍ୟରେ ଡେଙ୍ଗୁ ଚିନ୍ତା ବଢ଼ାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଓ ଡିଏମ୍‌ଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ଡିଏମ୍‌ଇଟି କହିଛନ୍ତି ଯେ, ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ଆମେରିକାଠାରୁ ୩୦ଟି ଏମକ୍ୟୁ-୯ ରିପର ଡ୍ରୋନ କିଣିବ ଭାରତ

ନୂଆଦିଲ୍ଲୀ : ଭାରତ ନିଜର ସାମରିକ ବାହିନୀ ପାଇଁ ୩୦ଟି ଲଢୁଆ ପ୍ରିଡେଟର ବା ଏମକ୍ୟୁ-୯ ରିପର ଡ୍ରୋନ କିଣିବାକୁ ଯୋଜନା କରୁଛି । ଆସନ୍ତା ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସୁଥିବା ପ୍ରତିରକ୍ଷା କ୍ରୟ ପରିଷଦର ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ…
ଅଧିକ ଖବର ଦେଖନ୍ତୁ...