Daily Archives

July 30, 2021

ୟୁରିଆ ସାର ପାଇଁ ରାଜରାସ୍ତାରେ ଚାଷୀ, ପୁଲିସ ଓ ଚାଷୀ ଧସ୍ତାଧସ୍ତି

ନବରଙ୍ଗପୁର: ଉମରକୋଟ ସହରରେ କିଛିଦିନର ବ୍ୟବଧାନ ପରେ ପୁଣି ଚାଷୀ ୟୁରିଆ ସାର ପାଇଁ ରାଜରାସ୍ତାକୁ ଓଲ୍ଲାଇବା ସହ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସୂଚନା ଅନୁଯାୟୀ, ସାର ପାଇଁ ଗତ ଦୁଇଦିନ ପୂର୍ବରୁ କଂଗ୍ରେସ ସମର୍ଥନରେ ଚାଷୀ ରାଜରାସ୍ତା ଅବରୋଧ କରିଥିଲେ। ଚାଷୀଙ୍କ କହିବା…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ କାମ କରିବାକୁ ଚାଁହୁଥିବା ଭାରତୀୟଙ୍କ ପାଇଁ ଆସିଲା ଏହି ଖୁସି ଖବର

ନ୍ୟୁୟର୍କ: ଆମେରିକାରେ କାମ କରିବାକୁ ଚାଁହୁଥିବା ଭାରତୀୟ ପ୍ରଫେସନାଲମାନଙ୍କ ପାଇଁ ଏକ ଖୁସି ଖବର ଆସିଛି | H-1B ଭିସା ପାଇଁ ଆବେଦନ କରୁଥିବା କିଛି ଲୋକଙ୍କୁ ବାଛିବା ପାଇଁ ଆମେରିକା ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଆମେରିକା ଦ୍ୱିତୀୟ ଥର ପାଇଁ ଲଟେରୀ ପ୍ରକ୍ରିୟା…
ଅଧିକ ଖବର ଦେଖନ୍ତୁ...

ନକଲି ପ୍ରମାଣପତ୍ର ଦେଇ ଟଙ୍କା ଆଦାୟ, ଗ୍ରାହକ ସେବାକେନ୍ଦ୍ର ସିଲ୍‌

ଦିଗପହଣ୍ଡି: ନକଲି ପ୍ରମାଣପତ୍ର ଦେଇ ଟଙ୍କା ଆଦାୟ ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଛକରେ ଥିବା ଗ୍ରାହକ ସେବାକେନ୍ଦ୍ରକୁ ସିଲ୍ କରାଯାଇଛି। ରାଜସ୍ବ ନିରୀକ୍ଷକ ଫକୀରମୋହନ ରାଉତ ଓ ତହସିଲ କର୍ମଚାରୀଙ୍କ ଉପସ୍ଥିତିରେ କେନ୍ଦ୍ରକୁ ସିଲ୍ କରାଯାଇଥିବା ଅନୁମତି ପ୍ରତ୍ୟାହାର…
ଅଧିକ ଖବର ଦେଖନ୍ତୁ...

ଗୁଣ୍ଟୁର ଦୁର୍ଘଟଣା: ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଘୋଷଣା କଲେ ୨ ଲକ୍ଷ ଟଙ୍କା…

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ ବିଦ୍ୟୁତ୍ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ  ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ନିଜର ପ୍ରିପେଡ୍ ତାରିଫ ବୃଦ୍ଧି କଲେ ଏୟାରଟେଲ, ଭୋଡାଫୋନ ଆଇଡିଆ

ନୂଆଦିଲ୍ଲୀ : ଦେଶର ଦୁଇ ପ୍ରମୁଖ ଟେଲିକମ ଅପରେଟନ ଏୟାରଟେଲ ଓ ଭୋଡ଼ାଫୋନ ଆଇଡିଆ ନିଜର ପ୍ରିପେଡ୍ ତାରିଫ ବୃଦ୍ଧି କରିବାକୁ ସୂଚନା ଦେଇଛନ୍ତି । ନିଜର ତାରିଫ ବୃଦ୍ଧି ସମ୍ପର୍କରେ ଏୟାରଟେଲ ପକ୍ଷରୁ ଗତ ବୁଧବାରଦିନ ଘୋଷଣା କରିଥିଲା । କମ୍ପାନି ପକ୍ଷରୁ ନିଜର ଏଣ୍ଟ୍ରିଲେବଲ୍ ୪୯ ଟଙ୍କିଆ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସମ୍ବଲପୁରର ଆହାନ୍

ସମ୍ବଲପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁରର କୁନି ଲେଖକ ଆହାନ୍। ତାଙ୍କ ଦ୍ୱାରା ରଚିତ ଗଳ୍ପ ସଂକଳନ "ୱେନ ୟୁ ଟ୍ରାଏ, ୟୁ କେନ ଫ୍ଲାଏ" ପାଇଁ ତାଙ୍କୁ ଏହି ସମ୍ମାନ ପ୍ରାପ୍ତ ହୋଇଛି। ମାତ୍ର ୮ ବର୍ଷ ବୟସରେ ସ୍ୱରଚିତ ପୁସ୍ତକ ପ୍ରକାଶ କରି ପୂର୍ବରୁ ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ; ବିଦ୍ୟୁତ୍ ଆଘାତରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ରାୟଗଡ଼ା: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କ‌ାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍ ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର…
ଅଧିକ ଖବର ଦେଖନ୍ତୁ...

ଭାରତରେ ଥିବା ମନ୍ଦିରମାନଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ, ଗୁଇନ୍ଦା ସୂଚନା ମିଳିବା ପରେ ହାଇଆଲର୍ଟ ଜାରି

ଶ୍ରୀନଗର: ଜାମ୍ମୁକାଶ୍ମୀର ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡା ମୁକାବିଲା କରୁଥିବା ଭାରତୀୟ ସେନାର ଅପରେସନକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ | ଆଉ ଏଥିପାଇଁ ଭାରତର କିଛି ସ୍ଥାନରେ ବିସ୍ଫୋରଣ କରି ସୁରକ୍ଷକର୍ମୀଙ୍କ ମନୋବଳ ହ୍ରାସ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆମ୍ବଗଛ ପାଇଁ ଚଳିତ ବର୍ଷ ୫ ହଜାରରୁ ଅଧିକ ଟାକୁଆ ପୋତିଛନ୍ତି ପର୍ଶୁରାମ ପ୍ରଧାନ

ପ୍ରତାପୁର: ଫଳ ଭିତରେ ରାଜା ଆମ୍ବ। କିଏ ବା ନଖାଇବାକୁ ଭଲ ପାଏ। ପିଲାଠୁ ବୁଢ଼ା ସମସ୍ତଙ୍କ ପ୍ରିୟ ହେଲା ଆମ୍ବ। ହେଲେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ନିରବଚ୍ଛିନ୍ନ ଆମ୍ବଗଛ ଲଗାଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ‘ମାଙ୍ଗୋମ୍ୟାନ’ ପର୍ଶୁରାମ ପ୍ରଧାନ (୭୪)। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗୁ କଟକଣାକୁ ଆଉ ଏକ ମାସ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ଜାରି କଟକଣା ଜୁଲାଇ ୩୧ରେ ସମାପ୍ତ ହେଉଥିବାବେଳେ ତାହାକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...