Daily Archives

September 1, 2021

ପୁଲିସ ପୋଷାକ ପିନ୍ଧି ସୁଟିଂ କରୁଥିଲେ ଭିଡିଓ, ହଠାତ ପହଞ୍ଚିଗଲା ପୁଲିସ

ଲଖନଉ : ଯୁବପିଢିଙ୍କୁ ଘାରିଛି ସର୍ଟ ଭିଡିଓ ନିଶା, ଅଭିନୟର ନିଶା । ସୋସିଆଲ ମିଡିଆରେ ଆପଣ ଏମିତି ଅନେକ ଭିଡିଓ ଦେଖିଥିବେ । ଏପରିକି ଅନେକ କଳାକାର ମଧ୍ୟ ଏଭଳି ସର୍ଟ ଭିଡିଓ ପ୍ରସ୍ତୁତ କରି ଲୋକପ୍ରିୟତା ସାଉଁଟିଛନ୍ତି । କିନ୍ତୁ ଏହି ଲୋକପ୍ରିୟତା ସାଉଁଟିବାର ନିଶା ଦୁଇ ଜଣ ୟୁଟ୍ୟୁବରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଗୋଟିଏ ଦିନରେ ରେକର୍ଡ ୧୧୨ ମିଲିମିଟର ବର୍ଷା, ୧୯ ବର୍ଷର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ : ଗତ ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିବା ପରେ ଏବେ ମଧ୍ୟ ଭାରତରେ ରହିଛି । ଏହି ଲଘୁଚାପ ଯୋଗୁଁ ଓଡ଼ିଶାରେ ସେତେଟା ବର୍ଷା ହୋଇନଥିଲେ ବି ମଧ୍ୟ-ଭାରତ ଓ ଉତ୍ତର-ଭାରତରେ ପ୍ରବଳ ବର୍ଷା କରାଇଛି । ସେପ୍ଟେମ୍ବର ୧ରେ ଦିଲ୍ଲୀରେ ଗତ ୨୪…
ଅଧିକ ଖବର ଦେଖନ୍ତୁ...

ପାଣି ଅଭାବରୁ ହଜାର ହଜାର ଏକର ଚାଷ ଜମି ମାଟି ଫାଟି ଆଁ

ଘୁ. ଉଦୟଗିରି: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ କ୍ଷେତରେ ପାଣି ନାହିଁ। କନ୍ଧମାଳ ଜିଲ୍ଲାରେ ମଧ୍ୟ ବର୍ଷା ଅଭାବରୁ ଚାଷୀମାନେ ସଂକଟରେ ଅବସ୍ଥାରେ ଅଛନ୍ତି। ଜିଲ୍ଲାରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଚାଷୀମାନେ ବର୍ଷାକୁ ଅନେଇ ରହିଛନ୍ତି। ଚାଷୀଙ୍କ ସମସ୍ୟା ଉପରେ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା କୋହଳ ହେବା ପରେ କେଉଁ ଜିଲ୍ଲାରେ ଅଧିକ ପିଲା ଆସୁଛନ୍ତି ସ୍କୁଲ, ଗୃହରେ ଉତ୍ତର ରଖିଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ କମିବା ପରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଆସୁଛନ୍ତି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଲକଡାଉନ କୋହଳ ହେବା ପରେ ସ୍କୁଲରେ…
ଅଧିକ ଖବର ଦେଖନ୍ତୁ...

ନାରଦା ଷ୍ଟିଙ୍ଗ ଅପରେସନ ମାମଲା: ପ୍ରଵର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କଲା ଚାର୍ଜସିଟ

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ବୁଧବାର ଦିନ ଇଡି ପକ୍ଷରୁ ପିଏମଏଲଏ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଖଲ କରିଥିବା ଚାର୍ଜସିଟରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କର ନାମ ରହିଛି । ଏହା ବ୍ୟତୀତ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ଏନଇଇଟି ପରୀକ୍ଷାର ଟାଇ-ବ୍ରେକର ନିୟମ : ବୟସ ଅପେକ୍ଷା ବିଷୟର ମାର୍କକୁ ଗୁରୁତ୍ବ ଦିଆଯିବ

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଚଳିତ ବର୍ଷ ଏନଇଇଟି ଓ ଜେଇଇ ମୁଖ୍ୟ ପରୀକ୍ଷାର ଫଳାଫଳ ପ୍ରକ୍ରିୟାକୁ ବଦଳାଇଛନ୍ତି ।  ଜେଇଇ ମୁଖ୍ୟ ଓ ଏନଇଇଟି ୨୦୨୧ ଫଳାଫଳର ଟାଇ ବ୍ରେକର ପଲିସିକୁ ପରିବର୍ତ୍ତନ କରାଯାଇଛି । ୨୦୨୧ରେ ହେବାକୁଥିବା ପ୍ରତିଯୋଗିତା ପରୀକ୍ଷାର ରାଙ୍କ୍…
ଅଧିକ ଖବର ଦେଖନ୍ତୁ...

କଦଳୀ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାର ଗଂଜେଇ ଜବତ, ଉତ୍ତର ପ୍ରଦେଶ ଯାଉଥିଲା ଗାଡ଼ି

ଜୟପୁର: କୋରାପୁଟ ଜିଲ୍ଲାରୁ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ କଳଦୀ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଗଂଜେଇ ଜବତ ହୋଇଛି। ଜୟପୁର ପୁଲିସ ଗଂଜେଇ କାରବାର ସହିତ ସଂପୃକ୍ତି ରଖିଥିବା ଚାଳକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ରାଜ୍ୟର ରୋହତାସ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାର ଶତ ପ୍ରତିଶତ ଏସ୍‌ଏଚ୍‌ଜି ମହିଳାଙ୍କୁ ବୀମାଭୁକ୍ତ କରାଯିବ

ସୁନ୍ଦରଗଡ଼: ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ି ଆର୍ଥିକ ଭାବେ ସଶକ୍ତ କରୁଛନ୍ତି ଓଡ଼ିଶା ସରକାର। ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ ଏସ୍‌ଏଚ୍‌ଜି ମହିଳାଙ୍କୁ ବୀମାଭୁକ୍ତ କରାଯିବ। ମିଶନ ଶକ୍ତି ବିଭାଗ…
ଅଧିକ ଖବର ଦେଖନ୍ତୁ...

ଦିବଙ୍ଗତ ଅଭିନେତା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବିଗିଡ଼ିଲା ଦିବଙ୍ଗତ ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା | ଏବେ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର, ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗୀର: ସ୍ଥାନୀୟ ରେଲୱେ ଷ୍ଟେସନ ରାସ୍ତାରେ ଥିବା ୱେରହାଉସ ନିକଟସ୍ଥ ବ୍ରିଜ ତଳୁ ଆଜି ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଥିବା ଶିଶୁପୁତ୍ରକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ଆଜି ସକାଳୁ ତେଲିଗୋଠପଡ଼ାର କୁନି ଜେନା ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...