Daily Archives

September 14, 2021

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ

ସୁବର୍ଣ୍ଣପୁର : ୧୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନବକିଶୋର ବେହେରା । ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶଯେ ଭିବିଡି ଟେକନିକାଲ ସୁପରଭାଇଜର ବିଦ୍ୟୁତ ପ୍ରକାଶ ଖମାରି,କୃଷ୍ଣ ଚନ୍ଦ୍ର ନାଏକ,ପ୍ରଦୀପ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ପଦରେ ଥିଲେ ବି କେତେବେଳେ ନେତାଟିଏ ଦୁଃଖୀ ହୁଏ ଜାଣନ୍ତି କି?

ନୂଆଦିଲ୍ଲୀ: ନେତାଟିର ମନ କେତେବେଳେ ଦୁଃଖ ହୁଏ ? ନେତାଟିର କେଉଁ ସବୁ ଆଶା ଥାଏ ? ରାଜନୀତିର ଏହି ଗହନ କଥାକୁ ସରଳ ଭାବରେ ବୁଝାଇ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ | ଏକ ୱେବନିଆରରେ ଯୋଗ ଦେଇ ବିଜେପିର ଏହି ବରିଷ୍ଠ ନେତା ବିଜେପି ସମେତ ସମସ୍ତ ରାଜନେତାଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଭଉଣୀ ସିଏ ପରୀକ୍ଷାରେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ୧୮ତମ ସ୍ଥାନରେ ରହିଛନ୍ତି ଭାଇ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭାଇ-ଭଉଣୀ ଯୋଡି କମାଲ କରିଛନ୍ତି। ଏଇ ଭାଇଭଉଣୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ଫାଇନାଲ ପରୀକ୍ଷାରେ ଉଭୟ ଭାଇ ଓ ଭଉଣୀ ସଫଳତା ହାସଲ କରିଛନ୍ତି । ଭଉଣୀ ସାରା ଦେଶରେ ସିଏ ପରୀକ୍ଷାରେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଭାଇ…
ଅଧିକ ଖବର ଦେଖନ୍ତୁ...

ଜଳସେଚନ ବିଭାଗ ଏସଡିପିଓ ଓ ସହକାରୀ ଯନ୍ତ୍ରୀଙ୍କୁ ପାଦରେ ଚଲାଇବା ଘଟଣା : ଥାନାରେ ଏତଲା ଦେଲେ ଉଭୟ ଅଧିକାରୀ

ଖୋର୍ଦ୍ଧା : ଗତକାଲି ମଲାଗୁଣି ନଦୀରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ରାଜୁଆ ଜଳସେଚନ ପ୍ରକଳ୍ପର ଏସଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଗ୍ରାମର କେତେକ ଲୋକ ମାଟିକାଦୁଅରେ ଚଲାଇନେବା ଘଟଣାକୁ ନେଇ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଉଭୟ ଏସଡିଓ ଓ ସହକାରୀ ଯନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କଳା କୋଟ୍‌ ପିନ୍ଧିବା ଅର୍ଥ ନୁହେଁ, ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନଠାରୁ ମୂଲ୍ୟବାନ୍: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କଳା କୋଟ୍‌ ପିନ୍ଧିବା ଅର୍ଥ ନୁହେଁ, ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନଠାରୁ ମୂଲ୍ୟବାନ୍। କୋଭିଡ୍‌-୧୯ ଯୋଗୁଁ ଗୁଡ଼ାଏ ଲୋକ ପ୍ରାଣ ହରାଇଛନ୍ତି, ଆପଣ ସେଥିରୁ ବ୍ୟତିକ୍ରମ ହୋଇପାରିବେ ନାହିଁ ବୋଲି କହି ଆଜି ସୁପ୍ରିମ୍‌ କୋର୍ଟ କୋଭିଡ୍‌-୧୯ କାରଣରୁ ମୃତ ଓକିଲମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଲିଗଡର ତାଲା ବେପାରୀଙ୍କ ସହ ସମ୍ପର୍କ ବାବଦରେ ମନେ ପକାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡରେ ରାଜ ମହେନ୍ଦ୍ର ପ୍ରତାପ ସିଂ ବିଶ୍ୱବିଦ୍ୟାଳୟ ଏବଂ ଡିଫେନ୍ସ କରିଡରର ଶିଳାନ୍ୟାସ କରିଛନ୍ତି | ଆଉ ଆଜି ମୋଦୀ ତାଙ୍କ ପିଲାଦିନର ଏକ କାହାଣୀ ବର୍ଣ୍ଣନା କରିଥିଲେ ଯାହା ଆଲିଗଡ ସହ ଜଡିତ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍

ଭୁବନେଶ୍ବର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି କିଛି ସମୟ ପୂର୍ବେ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ମିଳିଥିବା ସୂଚନା ଅନୁସାରେ ସତର୍କ ଘଣ୍ଟି ବାଜିବା ପରେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖୋଲିଛି । ଆଜି…
ଅଧିକ ଖବର ଦେଖନ୍ତୁ...

ଭଲ ନମ୍ବର ରଖିଥିବାରୁ ଖୁସି ହୋଇ ବାପା ଦେଇଥିବା ଫୋନ ପୁଅ ପାଇଁ ସାଜିଲା କାଳ

ନୂଆଦିଲ୍ଲୀ: ମୋବାଇଲ ଅନଲାଇନ ଭିଡିଓ ଗେମ ‘ ପ୍ରି ଫାୟର’ ଖେଳି ଜଣେ ହାୟର ସେକେଣ୍ଡାରିର ଛାତ୍ର ନିଜର ଜୀବନ ହରାଇ ଦେଇଛି। ମୃତ ଛାତ୍ରଙ୍କ ନାମ ସୁଭଦୀପ ଘୋଷାଲ (୨୧)ବୋଲି ଜଣାପଡ଼ିଛି। ଏହି ଘଟଣାଟି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଘଟିଥିବା କୁହାଯାଉଛି। ମୃତ ଛାତ୍ରଙ୍କ ବାପାଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ, ସୂଚନା ଦେଲେ ଡିଜି ଅଭୟ

ଭୁବନେଶ୍ବର : ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ କରିଛି ପୁଲିସ । ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ…
ଅଧିକ ଖବର ଦେଖନ୍ତୁ...

ଅଧିକ ଦକ୍ଷ କରାଇବାକୁ ପିଲାମାନଙ୍କୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକ୍‌ସନ୍‌’ ଦେଉଛନ୍ତି ଚୀନା ପିତାମାତା

ନୂଆଦିଲ୍ଲୀ: ସମ୍ପ୍ରତି ଚୀନ୍‌ ଦେଶର ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’ (କୁକୁଡ଼ା ରକ୍ତ ଇଞ୍ଜେକ୍‌ସନ୍‌) ଦେଉଥିବା କଥା ‘ଦି ସିଙ୍ଗାପୁର୍‌ ପୋଷ୍ଟ୍‌’ ରିପୋର୍ଟ କରିଛି। ପ୍ରାପ୍ତ ରିପୋର୍ଟ ଅନୁସାରେ, ‘କୁକୁଡ଼ା ରକ୍ତ ଚିକିତ୍ସା’ ଚୀନ୍‌ରେ…
ଅଧିକ ଖବର ଦେଖନ୍ତୁ...