Daily Archives

September 19, 2021

ସୁନ୍ଦରଗଡ଼ କଳାକାର ମଞ୍ଚର ନୂଆଁଖାଇ: ମୁଖ୍ୟ ଆକର୍ଷଣ ଅଭିନେତା କୁନା ତ୍ରିପାଠୀ ଓ ପ୍ରଦୀପ

ସୁନ୍ଦରଗଡ଼: ଢୋଲ, ନିଶାନର ମନ ମତାଣିଆ ତାଳେ ତାଳେ ସମ୍ବଲପୁରୀ ନୃତ୍ୟଗୀତ ଓ ସମ୍ବଲପୁରୀ ଫେସନ୍ ଶୋ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସୁନ୍ଦରଗଡ଼ କଳାକାର ମଞ୍ଚର ନୂଆଁଖାଇ ଭେଟଘାଟ। ଏଥିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା କୁନା ତ୍ରିପାଠୀ ଓ ସୁନ୍ଦରଗଡ଼ ମାଟିର ପୁଅ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଯବାନ-ଆତଙ୍କବାଦୀ ମୁହାଁମୁହିଁ ହେବା ପରେ ଡରରେ ବନ୍ଧୁକ ଛାଡି ପଳାଇଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣିଥରେ ସକ୍ରିୟ ହୋଇ ଉଠିଲେଣି ଆତଙ୍କବାଦୀ । ପ୍ରାୟ ଅଧିକାଂଶ ଦିନ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଥିବାର ଖବର ସାମ୍ନାକୁ ଆସୁଛି । ଏସବୁ ଭିତରେ ଗତ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଶ୍ରୀନଗରରେ ଗୁଳି ବିନିମୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୪: ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୫୭ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗ୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୨ୟ ପର୍ଯ୍ୟାୟର ମ୍ୟାଚ୍‌ ଆଜିଠାରୁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ମହେନ୍ଦ୍ର ସିଂହ ଧୋନୀଙ୍କ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀର ମୃତ୍ୟୁ

ବୈପାରିଗୁଡା: ଘର ତିଆରି କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଜନୈକ ରାଜମିସ୍ତ୍ରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ବୈପାରିଗୁଡା ଠାରେ ଜନୈକ ବ୍ୟକ୍ତିଙ୍କ ନୂତନ ଭାବେ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି କାମରେ କୋଲାର ପଞ୍ଚାୟତ ଅନ୍ତର୍ଗତ ଗନିପୁଟ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ରୁଦ୍ରର ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲକୁ ପଠାଯିବାର ବ୍ୟବସ୍ଥା କଲା ଆର୍.ବି.ଏସ୍.କେ.

ବୈପାରିଗୁଡା: ରୁଦ୍ରର ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ପଠାଯାଇଛି। ରୁଦ୍ରର ସ୍ବାସ୍ଥ୍ୟସେବା ସଂପର୍କରେ ଦୁଇଦିନ ତଳେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ବାଲ୍ ସ୍ବାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର…
ଅଧିକ ଖବର ଦେଖନ୍ତୁ...

ଆଗାମୀକାଲି ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚରଣଜୀତ ସିଂହ ଚନ୍ନୀ

ନୂଆଦିଲ୍ଲୀ: ଆଗାମୀକାଲି ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଦଳିତ ନେତା ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗୋଟିଏ ଦିନର କଳ୍ପନାଜଳ୍ପନାର ଅବସାନ ଘଟାଇ ଅନ୍ୟତମ କଂଗ୍ରେସ ନେତା ହରିଶ ରାୱତ୍‌ ଟୁଇଟ୍‌ କରି କରି ଏକଥା ଜଣାଇଛନ୍ତି। ତାଙ୍କୁ ଅଭିନନ୍ଦନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ତେବେ ଗତକାଲିର ଆକ୍ରାନ୍ତଙ୍କ ସଂଖ୍ୟା ସହ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ସମାନ ରହିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୮…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୯୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୭୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ହଜାର ୬୬ରେ ପହଂଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଷ୍ଟାର୍ଟଅପ୍ ଷ୍ଟୋରି: ସୀମା, ସରହଦ ସେପାରେ

‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ଜଣାଶୁଣା ଷ୍ଟାର୍ଟଅପ୍ କମ୍ପାନି ‘ଅଫ୍‌ବିଜିନେସ୍’ର ସହପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ରଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ବାର୍ତ୍ତାଳାପର ସଂପାଦିତ ଅଂଶ । ସାରା ବିଶ୍ୱରେ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟି ହେବ ‘ସିରିଜ୍ ଘୂର୍ଣ୍ଣିବଳୟ’, ଆଗାମୀ ୧୦ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପାଇଁ ହୋଇଥିବା ଲଗାଣ ବର୍ଷା ଓଡ଼ିଶାର ଚାଷବାସ ଉଜାଡି ଦେଇଛି । ଏବେ ବି ଅନେକ ଅଞ୍ଚଳର ଚାଷ ଜମି ପାଣି ଘେରରେ ରହିଛି । ଏଇ ନିକଟରେ ଏକ ବଡ ବର୍ଷାକୁ ସାମ୍ନା କରିଥିବା ଓଡିଶା ଆଗକୁ ପୁଣି ମଧ୍ୟମରୁ ପ୍ରବଳ ବର୍ଷାରେ ଭିଜିପାରେ । ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ…
ଅଧିକ ଖବର ଦେଖନ୍ତୁ...