Daily Archives

September 19, 2021

ଭୁବନେଶ୍ୱରରେ ଅଘଟଣ : ଡ୍ରେନ ପାଣିରେ ଭାସିଗଲେ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ଣରେ ଘଟିଛି ଏକ ଅଘଟଣ । ପାଣି ସୁଅରେ ଭାସିଯାଇ ଟ୍ୟୁସନ ପଢ଼ିବାକୁ ଯାଉଥିବା ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର । ପ୍ରବଳ ବର୍ଷା ପରେ ‌ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡିଯିବାରୁ ଭାସି…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କ ପ୍ରତି ସମର୍ଥନ ଜଣାଇ ସ୍କୁଲ୍‌ ଯିବାରୁ ନିବୃତ୍ତ ହେଲେ ଆଫଗାନ ଛାତ୍ର

ନୂଆଦିଲ୍ଲୀ: ଏଯାବତ୍‌ ପୁନର୍ବାର ସ୍କୁଲ୍‌ ଯିବାକୁ ଅନୁମତି ପାଇ ନ ଥିବା ଛାତ୍ରୀମାନଙ୍କ ପ୍ରତି ସମର୍ଥନ ଜଣାଇ ଅନେକ ଆଫଗାନ୍‌ ଛାତ୍ର ସ୍କୁଲ୍‌ ଯିବାରୁ ନିବୃତ୍ତ ରହିଛନ୍ତି। ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ ଅନୁସାରେ, ଝିଅମାନଙ୍କ ପାଇଁ ସ୍କୁଲ୍‌ ନ ଖୋଲିଲେ ସ୍କୁଲ୍‌ ଯିବେ…
ଅଧିକ ଖବର ଦେଖନ୍ତୁ...

ପାଦରେ ଚକୁଡ଼ି ଛେପ ଲଗାଇ ଯୁବକ ଟୋଷ୍ଟ ପ୍ୟାକିଂ କରୁଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଅନେକ ଲୋକେ ସକାଳୁ ଚା ଓ ଟୋଷ୍ଟ ଖାଇବାକୁ ପସନ୍ଦ କରି ଥାଆନ୍ତି। ତେବେ ନିକଟରେ ଲୋକଙ୍କ ବିକ୍ରି ପାଇଁ ପ୍ୟାକିଂ କରାଯାଉଥିବା ଟୋଷ୍ଟକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଟୋଷ୍ଟକୁ ଯେପରି ଭାବେ ପ୍ୟାକିଂ କରାଯାଉଛି, ତାହାକୁ ଦେଖି ଆପଣଙ୍କ ବି ଟୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୪: ଟସ୍‌ ଜିଣି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: କୋଭିଡ୍‌ ସଂକ୍ରମଣ ପାଇଁ ଅଧାରୁ ଅଟକିଯାଇଥିବା ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ଚରଣ ଆଜି ପୁନଃଆରମ୍ଭ ହେଉଛି। ଦୁବାଇରେ ରାତି ୭.୩୦ ମିନିଟ୍‌ରେ ଆଇପିଏଲ୍‌ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲାରୁ ଏହି ଲୋକପ୍ରିୟ ତଥା…
ଅଧିକ ଖବର ଦେଖନ୍ତୁ...

ଦଳର ପ୍ରମୁଖ ୧୧ ଜଣଙ୍କ ମଧ୍ୟରେ ସ୍ଥାନ ଦେଇଥିବାରୁ ମୁଁ ମମତାଙ୍କୁ ଧନ୍ୟବାଦ ଜଣାଉଛି: ବାବୁଲ ସୁପ୍ରିଓ

କୋଲକାତା: ଆସାନସୋଲ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗତକାଲି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଥିଲେ। ଜୁଲାଇ ୩୧,୨୦୨୧ରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ ବି ଗତକାଲି ସେ ନିଜର ନିଷ୍ପତ୍ତି ବଦଳାଇଥିଲେ | ତେବେ ଟିଏମସିରେ ଯୋଗ ଦେବା ପରେ…
ଅଧିକ ଖବର ଦେଖନ୍ତୁ...

୧୮.୯୦ଲକ୍ଷ ଟଙ୍କାରେ ନିଲାମ ହେଲା ପ୍ରଭୂ ଗଣେଶଙ୍କ ଲଡୁ

ହାଇଦ୍ରାବାଦ: ମୁଖ୍ୟତଃ ହାଇଦ୍ରାବାଦର ବାଲାପୁର ଅଞ୍ଚଳରେ ଗଣେଶ ପୂଜାରେ ଲଡ଼ୁର ସ୍ୱତନ୍ତ୍ରତା ରହି ଆସିଛି। ରବିବାର ହାଇଦ୍ରାବାଦର ବାଲାପୁର ଗଣେଶଙ୍କ ସବୁଠାରୁ ଲୋକପ୍ରିୟ ୨୧ କିଲୋର ଲଡ୍ଡୁ ୧୮.୯୦ ଲକ୍ଷ ଟଙ୍କାରେ ସର୍ବକାଳିନ ରେକର୍ଡ ସହିତ ନିଲାମ ହୋଇଛି। ଆନ୍ଧ୍ରପ୍ରଦେଶର ଏମଏଲସି…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ କଂଗ୍ରେସ ବିଧାୟକ ଚରଣଜୀତ ସିଂହ ଚନ୍ନୀ

ନୂଆଦିଲ୍ଲୀ: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚମକୌର୍‌ ସାହିବ୍‌ ବିଧାୟକ ଚରଣଜୀତ୍‌ସିଂହ ଚନ୍ନୀ ନିର୍ବାଚିତ ହୋଇଥିବା କଥା କଂଗ୍ରେସ ନେତା ହରିଶ ରାୱତ୍‌ କହିଛନ୍ତି। ଟୁଇଟ୍‌ର ପୋଷ୍ଟ୍‌ରେ ସେ ଲେଖିଛନ୍ତି, ସର୍ବସମ୍ମତିକ୍ରମେ ପଞ୍ଜାବ କଂଗ୍ରେସର ବିଧାୟକ ଦଳର ନେତା ଭାବେ ଚରଣଜୀତ ସିଂହ…
ଅଧିକ ଖବର ଦେଖନ୍ତୁ...

୨୭ରେ ନକ୍ସଲଙ୍କ ଭାରତ ବନ୍ଦ ଡାକରା

ମାଲକାନଗିରି: ମାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେଣ୍ଟ୍ରାଲ କମିଟିର ମୁଖପାତ୍ର ଅଭୟ ଏହି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ସେ ଏହି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଗତ ୧୦ ମାସ ଧରି…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ମୁନ୍ଦ୍ରା ବନ୍ଦରରୁ ୯୦୦୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଅହମଦାବାଦ: ଗୁଜରାଟର କଚ୍‌ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ‘ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍‌’ (ଡିଆର୍‌ଆଇ) ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଥିବା କେତୋଟି ‌କଣ୍ଟେନର୍‌ ଜବତ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏସବୁ ଚୋରାରେ ଆଫଗାନିସ୍ତାନରୁ…
ଅଧିକ ଖବର ଦେଖନ୍ତୁ...

ଚୀନକୁ ଆମାଜନର ଝଟକା: ଏହି ଭୁଲ ପାଇଁ ଏକାସଙ୍ଗରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା କମ୍ପାନି

ନୂଆଦିଲ୍ଲୀ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ମନ ମୁତାବକ ଜିନିଷ ଅର୍ଡର କରିଥାନ୍ତି । ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତା'ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର ଯୋଗାଇ ଆମାଜନ ବେଶ ଲୋକପ୍ରିୟ ହୋଇଛି । ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ…
ଅଧିକ ଖବର ଦେଖନ୍ତୁ...