Daily Archives

October 10, 2021

ଛେପ ଯୋଗୁଁ ଅସନା ହେବନି ପରିବେଶ, ଉଠିବ ଗଛ: ଭାରତୀୟ ରେଳ ଆରମ୍ଭ କରିବାକୁ ଯାଉଛି ଏଭଳି ଯୋଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲାଗୁ ହୋଇଥିବା କଠୋର ବ୍ୟବସ୍ଥା ସତ୍ତ୍ୱେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏକ ପ୍ରମୁଖ ସମସ୍ୟା ହୋଇ ରହିଛି | ଏହାର ସମାଧାନ ପାଇଁ ଭାରତୀୟ ରେଳ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି। ଏହା ଅଧୀନରେ, ଏକ ପକେଟ ଆକାରର ବାଓଡିଗ୍ରେଡିବୁଲ ପାଉଚ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ଚିହ୍ନଟ ହେଲେ ୧୫୯ଜଣ ଓ ସୁସ୍ଥ ହେଲେ ୧୮୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। Update on newly detected #COVID19 cases…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ କ୍ୱାଲିଫାୟର-୧: ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ଦିଲ୍ଲୀର ବ୍ୟାଟିଂ ଜାରି

ଦୁବାଇ: ଭାରତ ଓ ୟୁଏଇ ଚରଣରେ ୫୬ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବା ପରେ ରବିବାରଠାରୁ ଆଇପିଏଲ୍‌-୧୪ର ପ୍ଲେ ଅଫ୍‌ ଆରମ୍ଭ ହେଉଛି। ଆଉ କ୍ୱାଲିଫାୟର-୧ରେ ଆଜି ଅଭିଜ୍ଞ ଚେନ୍ନାଇ ସୁପରକିଙ୍ଗ୍‌ସ ଏବଂ ଯୁବ ଖେଳାଳି ସମୃଦ୍ଧ ଦିଲ୍ଲୀ କ୍ୟାପିଟାଲ୍‌ସ ମୁହାଁମୁହିଁ ହୋଇଛନ୍ତି। ଦୁବାଇ…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କ ସମର୍ଥନରେ ମହାରାଷ୍ଟ୍ର ସରକାର ଦେଲେ ବନ୍ଦ ଡାକରା; ବ୍ୟବସାୟୀ ସଂଘ କହିଲା ବନ୍ଦରେ ସାମିଲ ହେବନି

ମୁମ୍ବାଇ: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଗତ ସପ୍ତାହରେ କୃଷକଙ୍କ ଉପରେ ହୋଇଥିବା ହିଂସାକୁ ବିରୋଧ କରି ଆସନ୍ତା ୧୧ ତାରିଖରେ ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ଶିବସେନା, କଂଗ୍ରେସ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ନେଇ ଗଠିତ ମହାରାଷ୍ଟ୍ର ବିକାଶ ଆଗାଡି ସରକାର ଏହି…
ଅଧିକ ଖବର ଦେଖନ୍ତୁ...

ଲୁଟ୍ ପଇସାରେ ପ୍ରେମିକାକୁ ସୁନା ହାର ଉପହାର ଦେଇଥିଲା ଲୁଟେରା ପ୍ରେମିକ

ବଲାଙ୍ଗୀର: ଲୁଟ୍ ପଇସାରେ ପ୍ରେମିକାକୁ ସୁନା ହାର ଉପହାର ଦେଉଥିଲା ପ୍ରେମିକା। ସୁନା ଅଳଙ୍କାର ସହ ନଗଦ ଟଙ୍କା ଜବତ କରିଛି ବଲାଙ୍ଗୀର ସଦର ପୁଲିସ । ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ଡ଼ିକି ତାଡ଼ି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୩୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୨

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୧୯୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୭୪୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ରାହୁଲ ହିଁ ଏକମାତ୍ର ବିକଳ୍ପ, ବିଜେପିକୁ ଲାଭ ଦେଇପାରେ ଟିଏମସି: ଶିବସେନାର ଦାବି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ସହିତ ଲଢେଇ ପୂର୍ବରୁ ବିରୋଧୀମାନେ ଏବେ ଏହି ପ୍ରସଙ୍ଗରେ ଲଢ଼ୁଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ କାହା ନେତୃତ୍ୱରେ ଲଢେଇ ହେବ? ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳହ ଚାଲିଥିବାବେଳେ ଶିବସେନା ରାହୁଲ ଗାନ୍ଧୀଙ୍କୁ ଏକମାତ୍ର ବିକଳ୍ପ ବୋଲି…
ଅଧିକ ଖବର ଦେଖନ୍ତୁ...

ରୁଷ୍‌ରେ ବିମାନ ଦୁର୍ଘଟଣା; ୧୬ ମୃତ, ୭ ଗୁରୁତର

ମସ୍କୋ: କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ଆଜି (ରବିବାର) ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟଥିବା ବେଳେ ୭ ଜଣ ଗୁରତର ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ୭ଜଣଙ୍କୁ ଏବେ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଅପରେସନ ଥିଏଟର ଭିତରେ ୬ଜଣ ହସ୍ପିଟାଲ ଷ୍ଟାଫଙ୍କ ଦ୍ବାରା ମହିଳା ଗଣଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ପଞ୍ଜାବର ବଠିଣ୍ଡା ସହରର ଏକ ଘରୋଇ ହସ୍ପିଠାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୀଡିତା ମହିଳା ସିଭିଲ ହସ୍ପିଟାଲ ବଠିଣ୍ଡାରେ ନିଜର ଡାକ୍ତରି ମାଇନା କରି ଏହି ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରେ ଅନୁଭୂତ ସବୁଠୁ ଉତ୍ତପ୍ତ ୪ଟି ସେପ୍ଟେମ୍ବର ମଧ୍ୟରେ ୨୦୨୧ର ସେପ୍ଟେମ୍ବର ମାସ ସ୍ବତନ୍ତ୍ର

ବିଶ୍ୱପ୍ୟାପୀ ଅନୁଭୂତ ହୋଇଥିବା ସବୁଠୁ ଉତ୍ତପ୍ତ ଚାରିଟି ସେପ୍ଟେମ୍ବର ମାସ ମଧ୍ୟରୁ ୨୦୨୧ ବର୍ଷର ସେପ୍ଟେମ୍ବର ମାସ ଅନ୍ୟତମ। କିନ୍ତୁ, ଏଥରର ସେପ୍ଟେମ୍ବର ମାସରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପାରସ୍ପାରିକ ବିରୋଧାଭାସ ଥିବା ତାପମାତ୍ରାଗତ ତାରତମ୍ୟ ମଧ୍ୟ ପରିଲକ୍ଷିତ ହୋଇଥିବା କଥା…
ଅଧିକ ଖବର ଦେଖନ୍ତୁ...