Daily Archives

October 11, 2021

ବଧୂହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ମୃତ୍ୟୁକାଳୀନ ଜମାନ ବନ୍ଦୀ କାଳ ହେଲା, ଯାହାକି ଏକ ବଧୂହତ୍ୟା ମାମଲାରେ ମୃତକଙ୍କ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଯାଜପୁର ମାନ୍ୟବର ଜିଲ୍ଲା ଦେରାଜଜ୍‌ ଶ୍ରୀକାନ୍ତ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ ମାହାଙ୍ଗା ଥାନା ମଣ୍ଡା ଗ୍ରାମର ବାବାଜୀ…
ଅଧିକ ଖବର ଦେଖନ୍ତୁ...

ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ମିଳିବ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ସେବା

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷା ସୂଚୀକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି। ପୁରୀ-ପାଟନା-ପୁରୀ…
ଅଧିକ ଖବର ଦେଖନ୍ତୁ...

ଇରାନ୍, ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସୁଥିବା କାର୍ଗୋରୁ ମାଲ ଓହ୍ଲାଇବାକୁ ମନାକଲା ଅଦାନି ପୋର୍ଟ

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୧୬ ତାରିଖରେ ମୁନ୍ଦ୍ରା ଅଦାନି ବନ୍ଦରରୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପ୍ରାୟ ୩ ହଜାର କେଜି ହେରୋଇନ୍‌ ଜବତ କରିଥିଲା। ଦୁଇଟି କଣ୍ଟେନରରୁ ୨୧ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ହେରୋଇନ୍‌ ଜବତ କରାଯାଇଥିଲା। ଏବେ ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତିୟ ବାଳିକା ଦିବସ ପାଳିତ

ଖୋର୍ଦ୍ଧା: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ସ୍ଥାନୀୟ ସିଗ୍ମା ପବ୍ଲିକ୍ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ସିଭିଲ ଜଜ୍ (କନିଷ୍ଠ) ବିଶ୍ୱଦୀପକ ସାହୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଏସ୍‌ଜେଏମ୍ ସୁରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ଏଲିମିନେଟର: ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲେ ବିରାଟ କୋହଲି

ସାର୍‌ଜା: ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍‌ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଭେଟିଛି। ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ…
ଅଧିକ ଖବର ଦେଖନ୍ତୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପାଇଲଟ ସୁନିତଙ୍କ ପରିବାରକୁ ୧ କୋଟି ଟଙ୍କା ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ୨୦୧୯ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ତଥା ବାୟୁସେନାର ପାଇଲଟ ସୁନିତ ମହାନ୍ତିଙ୍କ ପରିବାରକୁ ଦିଲ୍ଲୀ ସରକାର ଆଜି ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି | ପାଲମବିହାର ବିଧାୟକ ଭାବନା ଗୌଡ଼ ଆଜି ଦିଲ୍ଲୀର ଦ୍ୱାରକାରେ ଥିବା ସୁନିତଙ୍କ ବାସଭବନକୁ ଯାଇ 'ସମ୍ମାନ…
ଅଧିକ ଖବର ଦେଖନ୍ତୁ...

ସହରରେ କୋଭିଡ୍ ସତର୍କତା ଭିତରେ ପାଳନ ହେବ ପୂଜା

ରାଉରକେଲା: ରାଉରକେଲା ସହରରେ ପୂଜା ପାଳନ ସମୟରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ। ଏହା ସହିତ ଭସାଣି, ଧାର୍ମିକ ଶୋଭାଯାତ୍ରା, ଦାଣ୍ଡିଆ ନାଇଟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଜ୍ଞପ୍ତି…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍ ଗାଡିରୁ ଟଙ୍କା ଲୁଟ୍ ଘଟଣା: ୧ କୋଟିରୁ ଅଧିକ ଟଙ୍କା ଜବତ, ୩ ଗିରଫ

କଟକ: ଆଠଗଡ ଥାନା ଅନ୍ତର୍ଗତ ଆଙ୍କୁଲା ଛକ ନିକଟରୁ ଏଟିଏମ୍‌ ଗାଡି ଲୁଟ୍‌ ଘଟଣାର ପଦ୍ଦାଫାସ ହୋଇଛି। ପୁଲିସ ଲୁଟେରାଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଏହି ଘଟଣାରେ ୩ ଲୁଟେରାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି। ଆଜି ଆଠଗଡ ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଲୋଡ୍‌ କରି…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ରାକେଟ୍‌; ମୁଖ୍ୟ ଅଭିଯୁକ୍ତ ସମେତ ୮ ବନ୍ଧାହେଲେ, ୮ଲକ୍ଷ ୬୩ହଜାର, ୧୧ଟି ମୋବାଇଲ୍‌…

ବ୍ରହ୍ମପୁର‌: ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ୍‌ ବେଟିଂ କାରବାର ଉପରେ ତୀକ୍ଷ୍‌ଣ ନଜର ରଖିଥିଲା ପୁଲିସ। ପୁଲିସ ଆଖିରେ ଧୂଳି ଦେଇ ବୁକିମାନେ ତାଙ୍କର କାରବାର ଜାରି ରଖିଥିଲେ। ଶେଷରେ ପୁଲିସ ଏକ ବଡ଼ଧରଣର ଅନ୍‌ଲାଇନ୍‌ ବେଟିଂ ରାକେଟ୍‌ ଠାବ କରିବାରେ ସକ୍ଷମ ହୋଇଛି। ଏହି ରାକେଟ୍‌ ଚଳାଉଥିବା…
ଅଧିକ ଖବର ଦେଖନ୍ତୁ...

ଦନ୍ତା ହାତୀ ଆକ୍ରମଣରେ ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନିର କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନିର କର୍ମଚାରୀଙ୍କ ମୃତ୍ୟୁ। ମୃତକଜଣ ସୁରଭି ଗ୍ରାମର ମଧୁସୂଦନ ସ୍ୱାଇଁ (୫୦)ବୋଲି ଜଣାପଡ଼ିଛି। ଅଫିସକୁ ଯାଉଥିବା ସମୟରେ ତାଙ୍କୁ ଦନ୍ତା ହାତୀ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ, ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...