Daily Archives

October 11, 2021

ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ୍‌ ପାଇଲେ କନ୍ଧମାଳର ଅଞ୍ଜଳି ମାଝୀ

ଜି. ଉଦୟଗିରି: ଦୃଢ଼ ଇଛାଶକ୍ତି ଥିଲେ ଯେତେ ବଡ଼ କଷ୍ଟସାଧ୍ୟ କାର୍ଯ୍ୟକୁ ସହଜରେ କରି ସଫଳତାର ପାହାଚ ଚଢିହୋଇଥାଏ। ଏହିଭଳି ଜଣେ ମହିଳା ନିଜସ୍ୱ ଉଦ୍ୟମ ଦୃଢ଼ ଇଛାଶକ୍ତି ବଳରେ ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି କନ୍ଧମାଳ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଖୋଜୁ ଖୋଜୁ ମିଳିଲା ଆଉ ୭ଟି ବାଇକ୍‌, ୩ ଚୋରଙ୍କୁ କୋର୍ଟ ଚାଲାଣ କଲା ପୁଲିସ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ପୁଲିସ ହାତରେ ଲାଗିଛି ବଡ଼ ସଫଳତା । ୮ଟି ଚୋରି ବାଇକକୁ ଉଦ୍ଧାର କରିବା ସହିତ ଚୋରିରେ ସମ୍ପୃକ୍ତ ତିନିଜଣକୁ ଗିରଫ କରିବାରେ ପୁଲିିସ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡ଼ିପିଓ ରତିକାନ୍ତ ଗିରି।…
ଅଧିକ ଖବର ଦେଖନ୍ତୁ...

ତାତିଲାଣି ଇନ୍ଦିରାଙ୍କ ନାତିଙ୍କ ରକ୍ତ, ବରୁଣଙ୍କ ସମର୍ଥନରେ ଏଭଳି କହିଲା ଶିବସେନା

ମୁମ୍ବାଇ: କୃଷକଙ୍କ ଆନ୍ଦୋଳନ ଏବଂ ଲଖିମପୁର ହିଂସାକୁ ନେଇ ନିଜ ଦଳ ବିରୋଧରେ ଖୋଲାଖୋଲି କହିଥିବା ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ଏବେ ଶିବସେନା ସମର୍ଥନ କରିଛି | ଶିବସେନାର ମୁଖପତ୍ର 'ସାମନା'ରେ ବରୁଣ ଗାନ୍ଧୀଙ୍କୁ ପ୍ରଶଂସା କରିବାବେଳେ କୁହାଯାଇଛି ଯେ ଇନ୍ଦିରା ଗାନ୍ଧୀଙ୍କ ନାତିଙ୍କ ରକ୍ତ…
ଅଧିକ ଖବର ଦେଖନ୍ତୁ...

ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ଏଥିସହିତ ନଭେମ୍ବର ମାସରେ ମଧ୍ୟ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ମାସ ଦଶହରା ପାଇଁ ୧୫ ତାରିଖ ଦିନ  ଦର୍ଶନ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍ ବି

ମୁମ୍ବାଇ: ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍ ବି ଅମିତାଭ ବଚ୍ଚନ। ବିଗ୍ ବି ପାନ ମସଲା ବିଜ୍ଞାପନ କରିଥିବା ନେଇ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଅତ୍ୟଧିକ ଟ୍ରୋଲିଂ ପରେ ଶେଷରେ ବିଗ୍ ବି ପାନ ମସଲା ବିଜ୍ଞାପନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୬୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୭

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ସୁସ୍ଥ ୪୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୦୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୨୧୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ପୁଲିସର ଚଢ଼ଉ: ୨ ହାତୀ ଦାନ୍ତ ସହ ଜଣେ ଗିରଫ       

ଦେବଗଡ଼: ବେଆଇନ ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଦେବଗଡ଼ ପୁଲିସର ସ୍ପେଶାଲ ସ୍କ୍ଵାର୍ଡ ହାତରେ ଧରା ପଡିଛି ଜଣେ ବେପାରୀ। ଅଭିଯୁକ୍ତର ନାମ ସୁନୀଲ ପୋଢ଼ (୨୬)। ପୁଲିସ ତାନିକଟରୁ ଦୁଇଟି ହାତୀ ଦାନ୍ତ ମଧ୍ୟ ଜବତ କରିଥିବା ନେଇ ଦେବଗଡ଼ ଏସ.ପି ରାଜ କିଶୋର ପାଇକରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ହିଂସା: ୩ଦିନ ପାଇଁ ରିମାଣ୍ଡରେ ଗଲେ ଆଶିଷ ମିଶ୍ରା

ଲକ୍ଷ୍ନୌ: ୩ଦିନ ରିମାଣ୍ଡରେ ଗଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ତାଙ୍କୁ ଗତକାଲି ୧୨ଘଣ୍ଟା କାଳ ପଚରାଉଚରା ପରେ ଗିରଫ କରିଥିବା ୟୁପି ପୁଲିସ। ଏହା ସହ ଅଧିକ ପଚରାଉଚରା ପାଇଁ ପୁଲିସ ଅଦାଲତରେ ୧୪ଦିନିଆ ରିମାଣ୍ଡ…
ଅଧିକ ଖବର ଦେଖନ୍ତୁ...

କୋଇଡାରେ ପୁଣି ପାରିବାରିକ କଳହ ଯୋଗୁଁ ହତ୍ୟା, ଠେଙ୍ଗାରେ ପିଟି ସ୍ତ୍ରୀର ଜୀବନ ନେଲା ସ୍ୱାମୀ

କୋଇଡା: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଂଚଳରେ ପୁଣି ଥରେ ପାରିବାରିକ ହିଂସା ଦେଖାଯାଇଛି। ସ୍ୱାମୀର ଠେଙ୍ଗାମାଡ଼ରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମାଲଦା ପଞ୍ଚାୟତ ଅନ୍ତର୍ଗତ ଦଳିତା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜପ ମୁଣ୍ଡା। ସୂଚନା ଅନୁସାରେ କୌଣସି କାରଣକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଅଭିଶପ୍ତ ଜୀବନ: ପାଣି ପାଇଁ ୨ କିଲୋମିଟର ଦୂର ନଦୀକୁ ଯାଆନ୍ତି ଲୋକେ, ରୋଗୀ ପାଇଁ ଦୋଳା ଭରସା

ସୋରଡ଼ା: ଦେଶ ସ୍ବାଧୀନତାକୁ ପୂରିଲାଣି ୭୫ ବର୍ଷ। ହେଲେ ବିକାଶର ପରିଭାଷା ଏଠି ପୂରା ଅଲଗା । ବିକାଶ ଯେମିତି ଏଠାରେ ସାତସପନ। ନା’ ଅଛି ଭଲ ରାସ୍ତା, ନା’ ମିଳୁଛି ଉଚିତ ସ୍ବାସ୍ଥ୍ୟସେବା । ଖାଲି ସେତିକି ନୁହେଁ ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା କଥା ନକହିବା ଆହୁରି ଭଲ। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...