Daily Archives

October 24, 2021

୨୦୦୪ରୁ ୧୪ ଭିତରେ ଜମ୍ମୁକଶ୍ମୀରରେ ଯାଇଛି ୨୦୮୧ ଜଣଙ୍କ ଜୀବନ, ମୋଦୀ ସରକାରଙ୍କ ସମୟରେ ୨୩୯ ଜଣଙ୍କର ହୋଇଛି ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁରେ ଅନେକ ବିକାଶମୂଳକ ଯୋଜନାର ମୂଳଦୁଆ ପକାଇଛନ୍ତି । ଏହି ଅବସରରେ ଅମିତ ଶାହା କହିଛନ୍ତି ଯେ କିଛି ଲୋକ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି, କିନ୍ତୁ ଆମେ ଏଠାରେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ…
ଅଧିକ ଖବର ଦେଖନ୍ତୁ...

ଯଦି ଭାରତୀୟ ଖେଳାଳିମାନେ ଭୁଲ ନକରନ୍ତି, ତେବେ ପାକିସ୍ତାନ ପାଇଁ ଏହି ମ୍ୟାଚ ଜିତିବା କଷ୍ଟକର ହେବ: ପୂର୍ବତନ ପାକ୍…

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ କେବଳ ଏସିଆ ମହାଦେଶ ନୁହେଁ ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। ବିଶ୍ବ କ୍ରିକେଟ୍‌ର ଏହି ଦୁଇ ଲୋକପ୍ରିୟ ଦଳ ବି ଆଜି ନିଜ ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଅତୀତ ପରିସଂଖ୍ୟାନ ସହ ଦଳର ଅଭିଜ୍ଞତା…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ୱାଚ୍ ପିନ୍ଧିବେ ସରକାରୀ କର୍ମଚାରୀ; ଉପସ୍ଥାନ ସହ ଟ୍ରାକ୍ କରିବ ଲୋକେସନ୍

ସୋହନା: ହରିଆଣାରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସରକାରୀ କର୍ମଚାରୀଙ୍କ ଖାମଖିଆଲି କାମ ଉପରେ କଡା ନଜର ରଖିବାକୁ ସ୍ମାର୍ଟ ୱାଚର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟାଳୟରେ ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ସାହିଦ୍ ଆଫ୍ରିଦିଙ୍କ ବଡ ବୟାନ: କହିଲେ; ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ରହିବ ଭାରି

ଦୁବାଇ: ଆଜି ସନ୍ଧ୍ୟାରେ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହେବେ ଭାରତ-ପାକ୍ । ଏହାକୁ ନେଇ ଏବେ କ୍ରିକେଟ ଜଗତରେ ଜୋରଦାର ଚର୍ଚ୍ଚା ଚାଲିଛି । କିଏ ଏହି ମ୍ୟାଚ୍ ଜିତିବ? ମ୍ୟାଚରେ କାହାର ପଲ୍ଲା କେତେ ଭାରି ରହିବ ତାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଆକଳନ । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଁରେ ପୁଣି ଏକ ସାଂଘାତିକ ଅଭିଯୋଗ

ବଲାଙ୍ଗୀର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ଅଷ୍ଟମ ଶ୍ରେଣୀ ଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କଲା ତାନ୍ତ୍ରିକ

ଭୋପାଳ: ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ନିଜ ସହ ନେଲା ତାନ୍ତ୍ରିକ ଓ ଝିଅ ସୁସ୍ଥ ହେବା ଆଶାରେ ପରିବାର ଲୋକ ଆଶ୍ରମ ବାହାରେ ଅପେକ୍ଷା କରିଥିଲେ | ତେବେ ତାନ୍ତ୍ରିକ ଜଣକ ନାବାଳିକାଙ୍କୁ ସହ ପ୍ରତାରଣା କରି ତାଙ୍କ ସହ ଦୁଷ୍କର୍ମ କରିଥିଲା | ମଧ୍ୟପ୍ରଦେଶର ସିଧି ଜିଲ୍ଲାରୁ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ବ୍ଲାକ ଫଙ୍ଗସରେ ମହିଳାଙ୍କ ମୃତ୍ୟୁ ହେବାପରେ ସ୍ବାମୀ ଓ ୪ଜଣ ପିଲା କଲେ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାରେ ସ୍ତ୍ରୀର ମୃତ୍ୟୁ ହେବାପରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏବଂ ତାଙ୍କର ୪ ଜଣ ଝିଅ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ଶନିବାର ବେଲଗାମ ଜିଲ୍ଲା ହୁକେରି ନିକଟସ୍ଥ ଏକ ଗ୍ରାମରେ ବ୍ଲାକ୍‌…
ଅଧିକ ଖବର ଦେଖନ୍ତୁ...

ବିନ୍ଦୁସାଗରରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମାନସିକ ଦୁଶ୍ଚିନ୍ତା କାରଣରୁ ଆତ୍ମହତ୍ୟା!

ଭୁବନେଶ୍ବର: ବିନ୍ଦୁସାଗରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ବିନ୍ଦୁସାଗରକୁ ସେ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ସୁଇସାଇଡ ନୋଟ ଲେଖି ପୋଷ୍ଟ କରିଥିଲେ ଉକ୍ତ ଯୁବକ। ସେ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ପ୍ରଥମ ୩ ସପ୍ତାହରେ ୪୧%ରୁ ଅଧିକ ବର୍ଷା: ଉତ୍ତରାଖଣ୍ଡରେ ସ୍ବାଭାବିକଠାରୁ ୫ ଗୁଣ ଅଧିକ ବର୍ଷା

ନୂଆଦିଲ୍ଲୀ: ଭାରତରେ ୧ ଅକ୍ଟୋବରରୁ ୨୧ ଅକ୍ଟୋବର ମଧ୍ୟରେ ସ୍ୱାଭାବିକ ତୁଳନାରେ ୪୧% ଅଧିକ ବୃଷ୍ଟିପାତ ହୋଇଥିବା ପାଣିପାଗ ବିଭାଗ (ଆଇଏମ୍‌ଡି) ତଥ୍ୟ ରଖିଛି। କେବଳ ଉତ୍ତରାଖଣ୍ଡରେ ସ୍ବାଭାବିକ ବୃଷ୍ଟିପାତର ପାଞ୍ଚ ଗୁଣରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ଦର୍ଶାଯାଇଛି। ପାହାଡ଼ିଆ ରାଜ୍ୟ ଏବଂ…
ଅଧିକ ଖବର ଦେଖନ୍ତୁ...