Daily Archives

November 1, 2021

ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଦର ହ୍ରାସ ନିମନ୍ତେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବିପତ୍ର

ଚିଲିକା : ରାଜ୍ୟରେ ଗ୍ୟାସ ଓ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର  ଦର ବୃଦ୍ଧି ବିରୋଧରେ ଆଜି ବିଜୁ ମହିଳା ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ସଂଗଠନ ପକ୍ଷରୁ ଚିଲିକା ବ୍ଲକ ସମ୍ମୁଖ ମା’ ବରୁଣେଇ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଂଗଠନର ସଭାନେତ୍ରୀ ସନ୍ତୋଷୀ…
ଅଧିକ ଖବର ଦେଖନ୍ତୁ...

୩ ଲୋକସଭା ଓ ୨୯ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିଲା ଉପନିିର୍ବାଚନ, ଆସନ୍ତାକାଲି ହେବ ଗଣନା

ନୂଆଦିଲ୍ଲୀ: ୧୩ଟି ରାଜ୍ୟ ତଥା ୨୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାଭେଳିରେ ଆସନ୍ତାକାଲି ଭୋଟ୍ ଗଣନା କରାଯିବ। ଆସାମର ପାଞ୍ଚଟି ଆସନ, ପଶ୍ଚିମବଙ୍ଗରେ ଚାରିଟି, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ତିନୋଟି ଲେଖାଏଁ ଆସନ, ବିହାର,…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଲୁଟେରା ଗିରଫ

କଟକ: ଯାଜପୁର କୁଆଖିଆର ବବୁଲୁ ଓରଫ ସ୍ବାଧୀନ ସେଠୀ ଓ ପଣ୍ତା ଓରଫ ଜୟନାରାୟଣ ଜେନାଙ୍କୁ ବାଦାମବାଡ଼ି ଥାନା ପୁଲିସ ବାଇକ୍‌ ଚୋରି ମାମଲାରେ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୭ଟି ଚୋରା ବାଇକ୍‌ ଜବତ ହୋଇଛି। ସୁଭଲକ୍ଷ୍ମୀ ପଣ୍ତାଙ୍କ ହାଇକୋର୍ଟ କଲୋନିରେ ଥିବା ଭଡ଼ା ଘରୁ ବାଇକ୍‌…
ଅଧିକ ଖବର ଦେଖନ୍ତୁ...

ରିକ୍ସା ଚାଳକ ନିଜ ପରିଶ୍ରମ ବଳରେ ହୋଇପାରିଛନ୍ତି ଲକ୍ଷପତି

ନୂଆଦିଲ୍ଲୀ: ଭାଗ୍ୟ ଆପଣାଛାଏଁ ବଦଳି ନଥାଏ ତାକୁ ବହୁ ପରିଶ୍ରମ କରି ବଦଳାଇବାକୁ ପଡ଼ିଥାଏ। ଯାହାକି ଧରମବୀର କମ୍ବୋଜ କରି ଦେଖାଇଛନ୍ତି। ଧରମବୀରଙ୍କୁ ‘କିସାନ ଧରମବୀର’ ବୋଲି ବି ଲୋକେ ଜାଣିଛନ୍ତି। ଆସନ୍ତୁ ଜାଣିବା ଧରମବୀରଙ୍କ ସଂଘର୍ଷମୟ ଜୀବନ ବିଷୟରେ.... ଧରମବୀର କମ୍ବୋଜ ହରିୟାଣାର…
ଅଧିକ ଖବର ଦେଖନ୍ତୁ...

ବନବିଭାଗ ଧରିଲା ଗଂଜେଇ ଗାଡ଼ି, ଚାଳକ ଗିରଫ

ବଲାଙ୍ଗୀର/ଲୋଇସିଂହା : ବନ ବିଭାଗ ଚଢ଼ଉ ସମୟରେ ଗଂଜେଇ ଚୋରାଚାଲାଣ ଗାଡ଼ି ଧରାପଡ଼ିଛି। ମାକ୍ସ ପିକ୍‌ଅପ୍‌ (ଓଡି ୦୫ ବି ଏ୪୨୧୧)କୁ ଜବତ କରି ଚାଳକ ସୁବର୍ଣ୍ଣପୁର ଜିଲ୍ଲା ମାଟୁପାଲି ଗାଁର ସୁରେଶ ପାତ୍ରକୁ ଗିରଫ କରାଯାଇଛି। ମାମଲାକୁ ବନ ବିଭାଗ ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି। ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

୫ଦଫା ଦାବି ନେଇ ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଜୟପୁର: ୫ଦଫା ଦାବି ନେଇ ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ମୁଖ ଗେଟ୍ ପକାଇ ଆନ୍ଦୋଳନ କରିଥିଲେ। କରୋନା ସଂକ୍ରମଣ କମିବା ପରେ ସବୁ ସ୍ବାଭାବିକ ହେବାରେ ଲାଗିଛି। ବାହାରେ ସବୁ ଖୋଲି ଗଲାଣି। ଏହାରି ମଧ୍ୟରେ କଲେଜ ଆଡମିସନ ପ୍ରକ୍ରିୟା ସରିବା ପରେ ଆଜିଠାରୁ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର : ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣରେ ଫାଟିଲା ଛାତ, ଜଣେ ଗୁରୁତର

ବ୍ରହ୍ମପୁର : ଟାଉନ୍ ଥାନା ଅନ୍ତର୍ଗତ ଚର୍ଚ୍ଚରୋଡ଼ ସ୍ଥିତ ଏକ ଘରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁଙ୍କୁ ଅଯୋଧ୍ୟା, ସାଇ ଭକ୍ତଙ୍କୁ ସିରିଡ଼ି ପଠାଇବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସୋମବାର ଘୋଷଣା କରିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ତାଙ୍କ ଦଳ କ୍ଷମତାକୁ ଆସିଲେ ଗୋଆବାସୀ ଅଯୋଧ୍ୟାକୁ ମାଗଣା ତୀର୍ଥଯାତ୍ରା ସୁବିଧା ପାଇବେ। ଆଜି ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ…
ଅଧିକ ଖବର ଦେଖନ୍ତୁ...

ଶସ୍ତାରେ ସୁନା କିଣିବା ମହଙ୍ଗା ପଡ଼ିଲା, ମହରଗରୁ ଯାଇ କାନ୍ତାରରେ ପଡ଼ିଲେ ମହିଳା

ବାରିପଦା : ଅଳ୍ପ ଟଙ୍କାରେ ସୁନା କିଣିବା ଲୋଭ ବାରିପଦା ଟାଉନ୍‌ ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ମହଙ୍ଗା ପଡ଼ିଛି। ପ୍ରାୟ ୯ଶହ ଗ୍ରାମର ନକଲି ସୁନା ପାଇଁ ଉକ୍ତ ମହିଳା ଅଢ଼େଇ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିବା ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା : ନଭେମ୍ବର ୩ରୁ ଆବେଦନ କରିହେବ

ଭୁବନେଶ୍ବର : ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସୁଗମ…
ଅଧିକ ଖବର ଦେଖନ୍ତୁ...