Daily Archives

November 1, 2021

ବିଚାରପତିଙ୍କ ନାମରେ ଆସିଲା ୧୪ ବର୍ଷୀୟ ବାଳକଙ୍କୁ ଯୌନ ଶୋଷଣ ଅଭିଯୋଗ

ଜୟପୁର: ରାଜସ୍ଥାନର ଭରତପୁର କୋର୍ଟରେ ବିଚାରପତି ଥିବା ଜିତେନ୍ଦ୍ର ସିଂ ଗୁଲିଆ ଏବଂ ତାଙ୍କର ଅନ୍ୟ ଦୁଇଜଣ କର୍ମଚାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ୧୪ ବର୍ଷର ବାଳକଙ୍କ ପରିବାର | ବିଚାରପତି ଜଣକ ତାଙ୍କ ୧୪ ବର୍ଷର ପୁଅକୁ ଯୌନ ଶୋଷଣ କରିଥିବାର ପୀଡ଼ିତଙ୍କ ପରିବାର ପକ୍ଷରୁ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୧୨ ନଭେମ୍ବରରେ ‘ଓଡ଼ିଶା ବନ୍ଦ’ ପାଇଁ ନିଷ୍ପତ୍ତି ନେଲା କଂଗ୍ରେସ

ଭୁବନେଶ୍ଵର:  ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଅପରାଧୀ ମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ର ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ବଟଲରଙ୍କ ବିସ୍ଫୋରକ ଶତକ, ଶ୍ରୀଲଙ୍କା ଆଗରେ ୧୬୪ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ

ସାରଜା : ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୬୪ରନର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଜସ୍ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ୨୦ ଓଭରରେ ୧୬୩ରନ କରିଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଏମଜିଏନଆରଇଜିଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ତେବେ ଏହି ଚିଠିରେ ନବୀନ କେନ୍ଦ୍ର ସରକାରଙ୍କ ଉପରେ ବକେୟା ଥିବା ୧୦୮୮.୭୨ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୫…
ଅଧିକ ଖବର ଦେଖନ୍ତୁ...

ଦୀପାବଳିରେ ବାଣ ଫୁଟାକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର, କେବଳ ଗ୍ରୀନ କ୍ରାକରକୁ ଅନୁମତି

ଭୁବନେଶ୍ବର : ଆସନ୍ତା ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର । ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି । ବାଣ ଫୁଟାକୁ ନେଇ ଗତ ଅକ୍ଟୋବର ୩୦ରେ ସୁପ୍ରିମ…
ଅଧିକ ଖବର ଦେଖନ୍ତୁ...

୩୫ ପିଲାଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍, ୧୨ରୁ ଅଧିକ ଆହତ

ଲକ୍ଷ୍ନୌ: ୩୫ ପିଲାଙ୍କୁ ନେଇ ଯାଉଥିବା ବେଳେ ଓଲଟିପଡିଲା ସ୍କୁଲ ବସ । ଗଛରେ ଧକ୍କା ହେବାପରେ ନିୟନ୍ତ୍ରଣ ହରାଇ ସ୍କୁଲ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୧୨ରୁ ଅଧିକ ପିଲା ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜିଏସଟି ସଂଗ୍ରହରେ ରେକର୍ଡ: ଅକ୍ଟୋବର ମାସରେ ସଂଗ୍ରହ ହୋଇଛି ୧,୩୦,୧୨୭ କୋଟି ଟଙ୍କାର ଜିଏସଟି

ନୂଆଦିଲ୍ଲୀ: ପାର୍ବଣରେ ଜିଏସଟି ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି। ଲୋକମାନେ ପର୍ବପର୍ବାଣି ପାଇଁ ଅଧିକ ଜିନିଷ କିଣିଥିବାରୁ ଅକ୍ଟୋବର ମାସରେ ଏକ ରେକର୍ଡ ସଂଖ୍ୟକ ଜିଏସଟି ସଂଗ୍ରହ ହୋଇଛି। ଅକ୍ଟୋବର ମାସରେ ୧,୩୦,୧୨୭ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିବା ଜଣାପପଡ଼ିଛି। ୧,୩୦,୧୨୭…
ଅଧିକ ଖବର ଦେଖନ୍ତୁ...

କୁକୁରକୁ ହଇରାଣ କରୁଥିବା ଦେଖି ବ୍ୟକ୍ତିଙ୍କୁ ଶିଙ୍ଗରେ ଉଠାଇ କଚାଡ଼ି ଦେଲା ଗାଈ

ନୂଆଦିଲ୍ଲୀ: ନିକଟରେ ଜଣେ ବ୍ୟକ୍ତି ନୀରିହ କୁକୁରକୁ ହଇରାଣ କରୁଥିଲେ। ସେ ଜାଣି ନଥିଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା କ’ଣ ହେବ? ଆଇଏଫଏସ ଅଫିସର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖି, ‘ଯେ…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁରୁ ୨୦୦ବର୍ଷ ପୁରୁଣା ୪୫ଟି ମଦ ବୋତଲ ଚୋରାଇ ନେଇଗଲେ ପ୍ରେମୀଯୁଗଳ, ଗୋଟିଏ ବୋତଲ ମୂଲ୍ୟ ୩କୋଟି ଟଙ୍କା!

ନୂଆଦିଲ୍ଲୀ: ସ୍ପେନର ଏକ ରେସ୍ତୋରାଁରେ ପୁରୁଣା ମଦର ୪୫ଟି ବୋତଲ ଚୋରି ହୋଇଯାଇଛି। ଏଥିମଧ୍ୟରୁ କିଛି ମଦବୋତଲ ୨୦୦ବର୍ଷରୁ ଅଧିକ ପୁରୁଣା ଥିଲା । ଗୋଟିଏ ବୋତଲ ମୂଲ୍ୟ ଏକକୋଟିରୁ ଅଧିକ ବୋଲି କୁହାଯାଉଛି। ହୋଟେଲ ମାଲିକ ପ୍ରେମୀଯୁଗଳ ମଦ ବୋତଲ ଚୋରି କରିଥିବା ନେଇ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୧୦ ମାସ ପରେ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ପୂର୍ବତନ ସିଏଫଓ ଗିରଫ

ଜଟଣୀ : ସେଂଚୁିଆରନ୍ ବିଶ୍ୱବିଦ୍ୟାଳୟରେ ୧ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଅର୍ଥ ହେରଫେର କରି ଫେରାର୍ ଥିବା ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ (ସିଏଫ୍ଓ) ହିମାଂଶୁ ଶେଖର କବିକୁ ଗତକାଲି ଗିରଫ କରିବା ପରେ ଆଜି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଜଟଣୀ ଥାନା…
ଅଧିକ ଖବର ଦେଖନ୍ତୁ...