Daily Archives

November 4, 2021

ଟ୍ରାଫିକ୍ ପୋଷ୍ଟ ରହିଛି, ନାହାନ୍ତି ପୁଲିସ: କେମିତି ‌ହେବ ଜୟପୁର ଟ୍ରାଫିକ ନିୟନ୍ତ୍ରଣ?

ଜୟପୁର: ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ସହର ବଢ଼ି ଚାଲିଛି। ସେହି ଅନୁପାତରେ ଦିନକୁ ଦିନ ଗାଡି ମୋଟର ସଂଖ୍ୟା ବି ବଢ଼ିବାରେ ଲାଗିଛି। ‌ଲୋକେ ଗୋଟିଏ ଗାଡି ବଦଳରେ ଦୁଇ ତି‌ନୋଟି ଗାଡି ରଖୁଛନ୍ତି। ଏଥିସହ ବାଇକ ସହ ଲୋକେ କାର୍ ରଖିବାକୁ ମଧ୍ୟ ପସନ୍ଦ କରୁଛନ୍ତି। ଫଳରେ ସହରରେ ଦିନକୁ ଦିନ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରାବାସ ଶୌଚାଳୟରୁ ଖସିଲା ପଲସ୍ତରା 

ଗୋପାଳପୁର: ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବଂଶଧାରା ଛାତ୍ରାବାସ ଶୌଚାଳୟରୁ ପଲସ୍ତରା  ଖସିଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ଦୀର୍ଘ ୫ ବର୍ଷ ହେଲା ଛାତ୍ରାବାସ ରୁମ୍ ଗୁଡ଼ିକର ଛାତ ଫାଟି ଯାଇଛି। କେଉଁ…
ଅଧିକ ଖବର ଦେଖନ୍ତୁ...

ନିଆରା ଦୀପାବଳି: ଆଲୋକ ଦେଖାଇ ପିତୃପୁରୁଷଙ୍କୁ ବିଦାୟ ଦିଅନ୍ତି ମେହେର ସଂପ୍ରଦାୟର ଲୋକେ

ବୀରମହାରାଜପୁର: ଦୀପାବଳିକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି । କିନ୍ତୁ ମେହେର ବୁଣାକାର ମାନେ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି ।  ପ୍ରଥମେ ସମସ୍ତ ମେହେର ପରିବାରର ମହିଳାମାନେ ସୁଦ୍ଧ ସ୍ନାନ ସାରି ଅରୁଆ ଚାଉଳ ବାଟିଥାନ୍ତି । ଏହାପରେ ତାକୁ ମାଟି…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଉଷୁମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି?

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଉଷୁମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଉଷୁମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ଅବସରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ ସ୍କୁଟର ଉପହାର ଦେଲା ସୁରଟ୍ କମ୍ପାନି

ନୂଆଦିଲ୍ଲୀ:ଦୀପାବଳି ଅବସରରେ ସୁରଟର ଏକ କମ୍ପାନି ନିଜର କର୍ମଚାରୀଙ୍କୁ ଉପହାର ଭାବେ ଇଲେକ୍ଟ୍ରିକ ସ୍କୁଟର ଦେଇଛି। ପେଟ୍ରୋଲର ଆକାଶ ଛୁଆଁ ମୂଲ୍ୟକୁ ଦୃଷ୍ଟିରେ ରଖି କମ୍ପାନି ଏହି ପଦକ୍ଷେପ ନେଇଛି। ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର ଦ୍ବାରା ପରିବେଶ ପ୍ରଦୂଷଣକୁ ରୋକା ଯାଇପାରିବ।…
ଅଧିକ ଖବର ଦେଖନ୍ତୁ...

ରୋଗୀ ମୃତ୍ୟୁ ନେଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଲୋକେ

ତୁମୁଡ଼ିବନ୍ଦ: ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିଛନ୍ତି । ସଲାଗୁଡା ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲଙ୍କ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଶୁଭେଚ୍ଛା ଜଣାଇଲେ କମଲା ହ୍ୟାରିସ୍‌

ଓ୍ଵାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଉଭୟ ପତି-ପତ୍ନୀ ଦୀପାବଳି ପାଳନ କରିଛନ୍ତି। ବାଇଡେନ୍‌ ନିଜର ଧର୍ମପତ୍ନୀ ଜିଲ୍‌ଙ୍କ ସହିତ ହ୍ଵାଇଟ୍‌ହାଉସ୍‌ରେ ଦୀପ ଜାଳିଛନ୍ତି। ଏହି ବିରଳ…
ଅଧିକ ଖବର ଦେଖନ୍ତୁ...

ଜମି ମାଲିକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲାପରେ ଆତ୍ମହତ୍ୟା କଲେ ମହିଳା କୃଷି ଶ୍ରମିକ

ରାଜକୋଟ: ଦେଶରେ ମହିଳାଙ୍କ ବିରୋଧରେ ଅପରାଧର ମାତ୍ରା କ୍ରମଶଃ ବଢ଼ି ଚାଲିଥିବା ବେଳେ ଏକ ନୂତନ ଘଟଣାକ୍ରମରେ ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଜଣେ ମହିଳା କୃଷି ଶ୍ରମିକଙ୍କୁ ଜମିମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ, ଜମି ମାଲିକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

‘ସେଲ୍’ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଅଶୋକ ତ୍ରିପାଠୀ

ଭୁବନେଶ୍ୱର: ପୂର୍ବତନ ବରିଷ୍ଠ ପ୍ରଶାସକ ଅଶୋକ କୁମାର ତ୍ରିପାଠୀଙ୍କୁ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍)ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ମହାରତ୍ନ କଂପାନୀ ‘ସେଲ୍’ର ଦେଶରେ ୮ଟି ବୃହତ୍ତ ଇସ୍ପାତ୍ କାରଖାନା ରହିଛି, ଯେଉଁଥିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ…
ଅଧିକ ଖବର ଦେଖନ୍ତୁ...

ଆମାଜନରୁ ଅର୍ଡର କରିଥିଲେ ପାସପୋର୍ଟ କଭର, ଘରେ ପହଞ୍ଚିଲା ଏଭଳି ଜିନିଷ

ନୂଆଦିଲ୍ଲୀ: ଅନେକ ଥର ଖବର ଆସିଛି କି ଗ୍ରାହକ ଅନଲାଇନରୁ ଗୋଟିଏ ଜିନିଷ ଅର୍ଡର କରିଥିବା ବେଳେ ଘରେ ଆସି ଆଉ ଗୋଟିଏ ଜିନିଷ ପହଞ୍ଚିଥାଏ। ତାହା କେତେବେଳେ ମଗାଇ ଥିବା ଜିନିଷ ଠାରୁ ମହଙ୍ଗା ହୋଇଥାଏ ତ କେତେବେଳେ ଅତି ନିମ୍ନମାନର ହୋଇଥାଏ। କିଛି ଲୋକ ଏହି ଘଟଣାକୁ ନେଇ ଅଭିଯୋଗ କରୁଥିବା…
ଅଧିକ ଖବର ଦେଖନ୍ତୁ...