Daily Archives

December 2, 2021

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୭୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦

ଭୁବନେଶ୍ୱର: ରାଜ୍ୟରେ ଆଜି ୨୭୬ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୯୭୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ ସ୍ଥିତି ଉପରେ ନଜର ରଖାଯାଇଛି, ବୈଷୟିକ କମିଟିର ପରାମର୍ଶ ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା : ଡ.ପଲ୍  

ନୂଆଦିଲ୍ଲୀ : ଭାରତରେ ଦୁଇଟି ଓମିକ୍ରନ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ସାରାଦେଶରେ ଆତଙ୍କ ଖେଳିଯାଇଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ.ଭି.କେ.ପଲ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ୍ ଉପରେ ସତର୍କତାର ସହିତ ପରୀକ୍ଷା ନିରୀକ୍ଷା କରାଯାଉଛି । ଆମର…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଆସିଲା କରୋନାର ଘାତକ ଭାରିଆଣ୍ଟ ଓମିକ୍ରନ, ଏହି ରାଜ୍ୟରେ ଚିହ୍ନଟ ହେଲେ ଦୁଇ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତକୁ ଆସିଲା ଓମିକ୍ରନ | କାରଣର ସବୁଠାରୁ ଘାତକ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦୁଇ ଜଣ ଚିହ୍ନଟ ହୋଇଛନ୍ତି | କର୍ଣ୍ଣାଟକରେ ଏହି ପ୍ରଜାତିର ଭୂତାଣୁ ଦୁଇଜଣଙ୍କ ଠାରେ ଥିବା ଜଣାପଡିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି | ଓମିକ୍ରନ…
ଅଧିକ ଖବର ଦେଖନ୍ତୁ...

୬ ବର୍ଷର ଆୟେଶା ଅସହାୟ, ଏସ୍‌ସିବିକୁ ଆସି ବି ଉପଯୁକ୍ତ ଚିକିତ୍ସାରୁ ବଂଚିତ

କଟକ: ଏସସିବିରେ ମେସିନ ଅଚଳ। ଅନ୍ୟପଟେ ଏ ସଂକ୍ରାନ୍ତରେ ପଚାରିବାରୁ ମିଳୁଛି ଦୁର୍ବ୍ୟବହାର। ଏଭଳି ଅଭିଯୋଗ ଆଣିଛନ୍ତି ଏସସିବି ପେଡିଆଟ୍ରିକ ବିଭାଗରେ ଭର୍ତ୍ତି ହୋଇଥିବା ଆୟେଶାଙ୍କ ବାପା ଶେଖ ଅକତର। ଛଅ ବର୍ଷର ଆୟେଶା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଏସସିବି ମେଡିକାଲରେ ମିଳୁନି ଉପଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା: ଦ୍ବିତୀୟ ଦିନରେ ମଧ୍ୟ ଗୃହରେ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ମୁଲତବୀ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ୨ୟ ଦିନରେ ମଧ୍ୟରେ ହଟ୍ଟଗୋଳ ଦେଖାଯାଇଛି। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ଠାରୁ ବିରୋଧୀ ଦଳର ନେତା ହଟ୍ଟଗୋଳ କରିଥିଲେ। ଗୃହର ମଧ୍ୟ ଭାଗରେ ଆସି ବିଜେପି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ। ଏହା ସହ ବାଚସ୍ପତି ଙ୍କ ପୋଡିୟମ୍ ଆଗରେ…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସରୁ ୭ ରାଜ୍ୟରେ ଉପଲବ୍ଧ ହେବ କାଡିଲା ଟିକା, ବିନା ଛୁଞ୍ଚିରେ ଦିଆଯାଇପାରିବ

ନୂଆଦିଲ୍ଲୀ : ଚଳିତ ମାସରେ ଭାରତରେ ଉପଲବ୍ଧ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଉ ଏକ କରୋନା ଟିକା-ଡାଇକୋଭ-ଡି । ପ୍ରଥମେ ଦେଶର ୭ଟି ରାଜ୍ୟରେ ଏହି ଟିକା ଦିଆଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପରି କରୋନା ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା, ଦେଖିନିଅନ୍ତୁ କେଉଁ ଦିନ ଆପଣଙ୍କ ରାଜ୍ୟରେ ବ୍ୟାଙ୍କ ଛୁଟି

ମୁମ୍ବାଇ: ଏଇ ମାସରେ  ଆପଣଙ୍କର କିଛି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ କାମ ଅଛି କି ? ଯଦି ରହିଯାଇଛି ତା’ହେଲେ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। କାରଣ ଡିସେମ୍ବର ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ।…
ଅଧିକ ଖବର ଦେଖନ୍ତୁ...

କେବଳ ମହାନଦୀ ଓ ବ୍ରାହ୍ମଣୀ ନୁହେଁ ଓଡ଼ିଶାର ୧୯ଟି ନଦୀ ପ୍ରଦୂଷିତ

ନୂଆଦିଲ୍ଲୀ: ଆପଣଙ୍କ ଅଞ୍ଚଳରେ ବୋହୁଥିବା ଛୋଟ ଛୋଟ ନଦୀ ପ୍ରଦୂଷିତ କି ? ନା କେବଳ ବଡ ବଡ ନଦୀ ବ୍ରାହ୍ମଣୀ ଓ ମହାନଦୀ ପ୍ରଦୂଷିତ ? ଏହା ଆପଣ କେବେ ଭାବିଛନ୍ତି କି? ଏବେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବାବଦରେ ତଥ୍ୟ ଦେଇଛି | ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନର ଲିଖିତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଏକାଧିକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସକାଳ ୫ଟା୩୦ ସମମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ସ୍ୱଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି, ଯାହା…
ଅଧିକ ଖବର ଦେଖନ୍ତୁ...

ଘରୋଇ ହାତକୁ ଯିବ ନାହିଁ ଭାରତୀୟ ରେଳ, ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତୀୟ ରେଳର ଘରୋଇକରଣ ହେବନାହିଁ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହା ସ୍ପଷ୍ଟ କରିଛନ୍ତି। । ରେଳମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏତେ ପରିଶ୍ରମ କରୁଛନ୍ତି, ତେଣୁ ଆମମାନଙ୍କୁ ବି ପରିଶ୍ରମ କରିବାକୁ ପଡ଼ିବ । ରେଳବାଇରେ ଯେଉଁ ବିକାଶମୂଳକ କାର୍ଯ୍ୟ ହେଉଛି ସେଥିରେ…
ଅଧିକ ଖବର ଦେଖନ୍ତୁ...