Daily Archives

January 6, 2022

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୦୪, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮

ଭୁବନେଶ୍ୱର: ରାଜ୍ୟରେ ଆଜି ୨୦୪ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୭୧୮ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ପୂରା ଦେଶର, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: ସୋନିଆ ଗାନ୍ଧୀ

ଚଣ୍ଡିଗଡ଼: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଚନ୍ନି ସରକାରଙ୍କୁ ବିଜେପି ଟାର୍ଗେଟ କରୁଛି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନଥିବା…
ଅଧିକ ଖବର ଦେଖନ୍ତୁ...

ଓୟୋରେ ବୁକ୍ କରିଥିଲେ ରୁମ୍, ହୋଟେଲରେ ପହଞ୍ଚିବା ପରେ…

ନୂଆଦିଲ୍ଲୀ: ଠକିଦେଲା ଓୟୋ। ରାତିରେ ରହିବା ପାଇଁ ଓୟୋରେ ରୁମ୍ ବୁକ୍ କରିଥିଲେ ୯ଜଣ ସାଙ୍ଗ। ଦିନ ସାରା ବୁଲି ରାତିରେ ବିଶ୍ରାମ କରିବା ପାଇଁ ହୋଟେଲରେ ପହଞ୍ଚିଲେ। ଓୟୋରେ ଦିଆଯାଇଥିବା ଠିକଣା ଦେଖି ୯ଜଣ ସାଙ୍ଗ ସେଠାରେ ପହଞ୍ଚିବା ବେଳକୁ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବିନା ମାସ୍କରେ ନନ୍ଦନକାନନ ବୁଲୁଛନ୍ତି ହଜାର ହଜାର ପର୍ଯ୍ୟଟକ, ଜାନୁଆରୀ ୭ରୁ କେବଳ ଅନ୍‌ଲାଇନ୍‌ରେ ମିଳିବ ପ୍ରବେଶ…

ବାରଙ୍ଗ: ରାଜଧାନୀ ଭୁବନେଶ୍ବରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ’ରେ ପର୍ଯ୍ୟଟକଙ୍କ ଅଣାୟତ ହେଉଛି ଭିଡ଼। କୋଭିଡ ସଂକ୍ରମର ବଢ଼ିବା କାରଣରୁ ଭୁବନେଶ୍ବର ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଥିବା ବେଳେ ନନ୍ଦନକାନନରେ ପର୍ଯ୍ୟଟକମାନେ କଟକଣା ମାନୁନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ନୂଆ ମୋଡ଼ ନେଲା ସୁମିତ-ତପସ୍ବିନୀ ମାମଲା: ଶ୍ବଶୁର ଘରେ ରହିବାକୁ ନିର୍ଦ୍ଦେଶ ଦେଇ ନାହାନ୍ତି ଜିଲ୍ଲାଜଜ୍‌!

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲା ପୁଣିଥରେ ଭିନ୍ନ ମୋଡ଼ ନେଇଛି। ବୋହୂ ତପସ୍ବିନୀ ଦାଶ ତାଙ୍କ ସ୍ବାମୀଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍‌ ରାୟ ଦେଇଥିଲେ। ସେହି ନିର୍ଦ୍ଦେଶ କ୍ରମେ ଆଜି ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଉପର ମହଲା ସଫାସୁତରା କରାଯାଇଥିଲା। ହେଲେ…
ଅଧିକ ଖବର ଦେଖନ୍ତୁ...

ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ : ମୋଦୀଙ୍କ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ : ପଞ୍ଜାବ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଉଛି । ସୂଚନା ସଂଗ୍ରହ ପରେ ଏ ମାମଲାରେ ଯଥା ସମ୍ଭବ ବଡ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଘୁଞ୍ଚିବ ନାହିଁ ତାରିଖ, ନିର୍ଦ୍ଧାରିତ ସମୟରେ ହେବ ୟୁପିଏସସି ମେନ୍ସ ପରୀକ୍ଷା: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ମେନ୍ସ ପରୀକ୍ଷାର କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ। ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ୟୁପିଏସସି ନିଯୁକ୍ତି ମୁଖ୍ୟ ପରୀକ୍ଷା ଜାନୁଆରି ୭ ରୁ ୧୬ ପର୍ଯ୍ୟନ୍ତ ହେବ ବୋଲି ତାରିଖ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ବୈଠକରୁ ବାହାରିପାରିଲାନି ନିଷ୍କର୍ସ; ଏବେ ଖୋଲିବନି ମାର୍କେଟ ବିଲ୍ଡିଂ, ବିଏମ୍‌ସି କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲୋକପ୍ରିୟ ଏବଂ ପ୍ରସିଦ୍ଧ ବଜାର ‘ମାର୍କେଟ ବିଲ୍ଡିଂ’ ଏବେ ଖୋଲିବ ନାହିଁ। କିଛି ଦିନ ହେବ ଏଠାରେ ଗାଡ଼ି ଭଙ୍ଗାରୁଜାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଠାରେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ୍ ମାର୍ଗଦର୍ଶିକାର…
ଅଧିକ ଖବର ଦେଖନ୍ତୁ...