Daily Archives

January 6, 2022

ମହିଳାଙ୍କ ମୁଣ୍ଡରେ ଛେପ ପକାଇ ବିବାଦରେ ଜାଭେଦ ହବିବ

ମୁଜଫରନଗର: ଦେଶର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ମଧ୍ୟରୁ ଜଣେ ହେଉଛନ୍ତି ଜାଭେଦ ହବିବ। ଜାଭେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ବିବାଦ ଦେଖାଦେଇଛି। ଏକ ଟ୍ରେନିଂ କ୍ଲାସ୍ ସମୟରେ, ହବିବ୍ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଉଛନ୍ତି। ଆଉ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଡୋଜ ନେଇଥି‌ଲେ ବି ଭୁବନେଶ୍ୱର ବିମାନବନ୍ଦରରେ ହେବ ଆରଟିପିସିଆର ଟେଷ୍ଟ, କାଲିଠୁ ଲାଗୁ ହେବ ନିୟମ

ଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କଲା ବିଏମସି । ଡବଲ ଡୋଜ ଟିକା ନେଇଥିଲେ ବି ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଯଦି ପୂର୍ବରୁ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରଦର୍ଶନୀ ପଡ଼ିଆରେ ବନ୍ଦ ହେଲା ‘ଶିଶିର ସରସ’ ମେଳା, ମନ ଦୁଃଖରେ ଫେରିଲେ ଦର୍ଶକ-ଗ୍ରାହକ

ଭୁବନେଶ୍ବର: ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ପରିଚାଳିତ ହୋଇଥିବା ‘ଶିଶିର ସରସ’ ମେଳା ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଛି। ଭୁବନେଶ୍ବର ସମେତ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ହେବାରୁ ଲୋକମାନଙ୍କର କିପରି ଗହଳି ନହେବ ତାହାକୁ ଦୃଷ୍ଟିରେ ରଖି ବିଏମସି ଏହି ମେଳାକୁ ବନ୍ଦ କରିଛି।…
ଅଧିକ ଖବର ଦେଖନ୍ତୁ...

୧୦ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୧୦ ତାରିଖଠାରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ କିଛିଦିନରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କେମିତି ବଢାଇବେ ବାଇକର ମାଇଲେଜ ? ଜାଣନ୍ତୁ ୫ଟି ଉପାୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ତୈଳଦର ଆକାଶଛୁଆଁ ହେବାରେ ଲାଗିଛି । ଦେଶରେ ଏବେ ପେଟ୍ରୋଲ ଲିଟର ପ୍ରତି ଦାମ ୧୦୦ ଟଙ୍କା ଉପରେ ରହିଛି, ଯାହାକି ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଭଳି ସ୍ଥଳେ ଆପଣ ସବୁବେଳେ ଭଲ ମାଇଲେଜ ଦେଉଥିବା ବାଇକ ଖୋଜୁଛନ୍ତି । ହେଲେ ଆପଣ ଜାଣନ୍ତି କି…
ଅଧିକ ଖବର ଦେଖନ୍ତୁ...

ନିଶାରେ ବିଳମ୍ବିତ ରାତିରେ ମୋଦୀଙ୍କୁ ଟୁଇଟ କରିବା କପିଲଙ୍କୁ ମହଙ୍ଗା ପଡ଼ିଥିଲା

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ତଥା ଟିଭି ହୋଷ୍ଟ କପିଲ ଶର୍ମା ବୁଧବାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସହିତ ନେଟଫ୍ଲିକ୍ସ ସ୍ପେଶାଲର ଘୋଷଣା କରିଛନ୍ତି। କପିଲ ଜାନୁଆରି ୨୮ ରେ ପ୍ରିମିୟର୍ ପାଇଁ ସ୍ୱତନ୍ତ୍ର ସୋ 'କପିଲ୍ ଶର୍ମା: ‘ଆଇ ଆମ୍ ନଟ୍ ଡନ୍ ୟେଟ୍’ ରେ ଏଭଳି ଭୂମିକାରେ ନଜର…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ୩୩୦ଫୁଟ ଉଚ୍ଚରେ ଝୁଲି ରହିଥିବା ଟ୍ରକ ଭିତରେ ତିନିଦିନ ରହିଥିଲେ ଚାଳକ

ନୂଆଦିଲ୍ଲୀ: ପ୍ରତିବର୍ଷ ବିଶ୍ୱରେ ସଡ଼କ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି । ଅନେକ ଲୋକ ବହୁତ ଭାଗ୍ୟବାନ ହୋଇଥାଆନ୍ତି ଯେଉଁମାନେ  ଏଭଳି ବିପଜ୍ଜନକ ଦୁର୍ଘଟଣା ଘଟିବା ପରେ ବି ଜୀବନ ନେଇ ଫେରି ଥାଆନ୍ତି। ଏମିତି ଜଣେ ଭାଗ୍ୟବାନ ମଣିଷ ହେଉଛନ୍ତି ଚୀନର ଟ୍ରକ ଚାଳକ। ଯିଏକି ଏକ…
ଅଧିକ ଖବର ଦେଖନ୍ତୁ...

ବିହାରରେ ପୁଲିସ ଗାଡ଼ିକୁ ମିଳୁନାହିଁ ପେଟ୍ରୋଲ-ଡିଜେଲ !

ପାଟନା: ବିହାରରେ ପୁଲିସ ଗାଡିକୁ ମିଳୁନି ପେଟ୍ରୋଲ ଓ ଡିଜେଲ । ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏଭଳି ଏକ ଘଟଣା ବିହାରର ରାଜଧାନୀ ପାଟନାରୁ ସାମ୍ନାକୁ ଆସିଛି । ଯେଉଁଠି ପୁଲିସ ଗାଡିକୁ ପେଟ୍ରୋଲ ଓ ଡିଜେଲ ମିଳୁନାହିଁ । ସୂଚନା ଅନୁସାରେ ପାଟନାରେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ସୋ’ରୁମ୍‌ରୁ ୩୫ ହଜାର ଟଙ୍କା ମୂଲ୍ୟର ଶାଢ଼ି ଚୋରି କରି ଗିରଫ ହେଲେ ସହକାରୀ ରାଜସ୍ବ ନିରୀକ୍ଷକ

ଯୁଯୁମୁରା: ପେଶାରେ ସରକାରୀ ଚାକିରିଆ। ଭଲ ଦରମା ମିଳୁଥିଲେ ବି ଜଣେ ସରକାରୀ କର୍ମଚାରୀ ଚୋରି କରି ଗିରଫ ହେବା ଘଟଣା ଚର୍ଚ୍ଚାର ପରିଧିକୁ ଆସିଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍‌ଆଇ) ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ୍…
ଅଧିକ ଖବର ଦେଖନ୍ତୁ...

ଚୀନ, ଉତ୍ତର-କୋରିଆର ମୁକାବିଲା ପାଇଁ ହାଇପରସୋନିକ ମିସାଇଲର ପରୀକ୍ଷଣ କଲା ଦକ୍ଷିଣ-କୋରିଆ

ସିଓଲ : ଆମେରିକା,ଚୀନ, ଋଷିଆ ପରେ ଏବେ ଦକ୍ଷିଣ-କୋରିଆ ମଧ୍ୟ ହାଇପରସୋନିକ ମିସାଇଲ ଦୌଡ଼ରେ ଯୋଗ ଦେଇଛି । ଦକ୍ଷିଣ-କୋରିଆ ପକ୍ଷରୁ ବୁଧବାର ଦିନ ହ୍ବାସଙ୍ଗ-୮ ନାମକ ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିବା ଘୋଷଣା କରାଯାଇଛି । ଦକ୍ଷିଣ-କୋରିଆର ସରକାରୀ ଗଣମାଧ୍ୟମ ରୋଡୋଙ୍ଗ୍…
ଅଧିକ ଖବର ଦେଖନ୍ତୁ...