Daily Archives

May 12, 2022

ଜମ୍ମୁକଶ୍ମୀରରୁ ଆସିଲା ଖୁସି ଖବର: ପୂର୍ବବର୍ଷ ଅପେକ୍ଷା ଏଥର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଛନ୍ତି କମ ଭାରତୀୟ ଯୁବକ

ଶ୍ରୀନଗର: ଜମ୍ମୁକଶ୍ମୀରରେ ଆତଙ୍କବାଦ ହ୍ରାସ ପାଇବାରେ ଲାଗିଛି। ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସ୍ଥାନୀୟ ଯୁବକଙ୍କ ସଂଖ୍ୟା କମିବାରେ ଲାଗିଛି | ରିପୋର୍ଟ ମୁତାବକ ୨୦୨୧ ତୁଳନାରେ ଚଳିତ ବର୍ଷ ନିଯୁକ୍ତିରେ ପ୍ରାୟ ୬୦ ପ୍ରତିଶତ ହ୍ରାସ ଘଟିଛି। ବିଶେଷ କଥା ହେଉଛି ଗତ ଦୁଇ ବର୍ଷ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ମହେଶ ବାବୁଙ୍କ ବଲିଉଡ୍‌ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ମୁକେଶ ଭଟ୍ଟ ଓ ରାମ ଗୋପାଳ ବର୍ମା

ମୁମ୍ବାଇ: ‘ବଲିଉଡ୍‌ ମୋତେ ପାରିଶ୍ରମିକ ଦେଇପ‌ାରିବ ନାହିଁ’ ବୋଲି ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଏକ ସାକ୍ଷାତ୍‌କାରରେ ମତ ରଖିବା ପରେ ଏହାକୁ ନେଇ ସିନେ ନିର୍ମାତା ମୁକେଶ ଭଟ୍ଟ ଏବଂ ରାମ ଗୋପାଳ ବର୍ମା ନିଜର ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତ୍‌କାରରେ ମହେଶ ବାବୁଙ୍କର ଏପରି…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ଶୃଙ୍ଖଳା ଅଭାବ: ମୁଖ୍ୟମନ୍ତ୍ରୀଙ୍କ ଭୋଜିରେ ଖାଇବା ପାଇଁ ଧସ୍ତାଧସ୍ତି ହେଲେ ଶିକ୍ଷକ

ଚଣ୍ଡୀଗଡ଼: ପିଲାମାନଙ୍କୁ କେବଳ ପାଠ ପଢ଼ାଇବା ଶିକ୍ଷକମାନଙ୍କର ଦାୟିତ୍ୱ ହୋଇନଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ଜ୍ଞାନ ସହ ନିୟମ ପାଳନ ଶିଖାଇବା ମଧ୍ୟ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ଉପରେ ନ୍ୟସ୍ତ ଥାଏ | କିନ୍ତୁ ଶିକ୍ଷକମାନେ ଯେତେବେଳେ ନିଜେ ଶୃଙ୍ଖଳାକୁ ଅନୁସରଣ କରିବେ ନାହିଁ, ତେବେ…
ଅଧିକ ଖବର ଦେଖନ୍ତୁ...

ମଦଭାଟି ଭାଙ୍ଗିଲେ ମହିଳା, ୩୩ ଗିରଫ

ଦେବଗଡ଼: ତିଲେଇବଣି ବ୍ଲକ ଅନ୍ତର୍ଗତ ବିନ୍ଦିପୁର ଲାଇସେନ୍ସପ୍ରାପ୍ତ ମଦଭାଟିକୁ ଆଜି ଭାଙ୍ଗି ଦେଇଛନ୍ତି ଅସୁରଖୋଳ ଗ୍ରାମର ମହିଳାମାନେ। ଉକ୍ତ ମଦଭାଟିକୁ ଉଚ୍ଛେଦ କରିବାକୁ ପ୍ରଶାସନ ପକ୍ଷରୁ ୭ ଦିନ ସମୟ ଦିଆଯାଇଥିବା ବେଳେ ପ୍ରତିଶ୍ରୁତି ପାଳନ ନ କରିବାରୁ ଗୁରୁବାର ମହିଳାମାନେ ଉକ୍ତ ମଦଭାଟି…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ : ପୂର୍ବରୁ ୪ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ବୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆର୍ଥିକ ସଂକଟ, ଦେଶବ୍ୟାପୀ ଚାଲିଥିବା ହିଂସା ମଧ୍ୟରେ ରାନିଲ ଆଜି ଶପଥ ନେଇଛନ୍ତି । ବୁଧବାରଦିନ ରାଷ୍ଟ୍ରପତି ଗୋଟାବାୟା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ମୃତ୍ୟୁ ପରେ ମୁଁ ଟ୍ବିଟର୍‌ ସମ୍ଭାଳି ପାରିବି କି? ୟୁଟ୍ବ୍ୟବର୍‌ଙ୍କ ପ୍ରଶ୍ନରେ ’ଠିକ୍‌ ଅଛି’ ବୋଲି ଉତ୍ତର…

ନୂଆଦିଲ୍ଲୀ: ଟ୍ୱିଟର କିଣିବା ପରେ ଟେସଲାର ସିଇଓ ଏଲନ୍ ମସ୍କ ଏବେ ଚର୍ଚ୍ଚାରେ ରହିଛନ୍ତି। ଟ୍ବିଟରକୁ କିଣିବାରେ ସଫଳ ହେବା ପରେ ମସ୍କ ଦୁନିଆର କୌଣସି ବି  ବଡ଼ କମ୍ପାନିକୁ କିଣିବାରେ ସକ୍ଷମ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ହେଲେ ଏତେ କ୍ଷମତାଶାଳୀ ହୋଇ ବି ଏଲନ ମସ୍କ ନିକଟରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ମାଡ୍ରାସ ହାଇକୋର୍ଟର ଅଧିକାରିକ ଭାଷା ହେଉ ତାମିଲ, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି…

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ଅଧିକାରିକ ଭାଷା ହେଉ ତାମିଲ | କିଛି ଏଭଳି ଦାବି ନେଇ ଆଜି ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ | ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୨୨ଟି କୁକୁର ସହ ୨ ବର୍ଷ ଧରି ଶିଶୁକୁ ଆପାର୍ଟମେଣ୍ଟରେ ବନ୍ଦ କରି ରଖିଥିଲେ ଦମ୍ପତ୍ତି, ଉଦ୍ଧାର କଲେ ସ୍ବେଚ୍ଛାସେବୀ…

ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ଅମାନବୀୟ ତଥା ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୁଲିସ ଏକ ଦମ୍ପତ୍ତିଙ୍କ ବିରୋଧରେ ୧୧ ବର୍ଷର ଶିଶୁକୁ ୨୨ଟି କୁକୁର ସହିତ ଆପାର୍ଟମେଣ୍ଟରେ ବନ୍ଦ ରଖିବା ଅଭିଯୋଗରେ ମାମଲା ରୁଜୁ କରିଛି। ପୁଣେର କୋଣ୍ଡୱା ପୁଲିସ ଷ୍ଟେସନରେ ଜୁଭେନାଇଲ୍ ଜଷ୍ଟିସ୍…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ଭୁବନେଶ୍ବର/ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ଜାରି କରିଛି। ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ. ସିଂହଦେଓ, କହ୍ନେୟା…
ଅଧିକ ଖବର ଦେଖନ୍ତୁ...

ରବିବାର ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଆସନ୍ତା ରବିବାର ଅର୍ଥାତ୍ ମେ ୧୫ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଏହି ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ମୌସୁମୀ ଛୁଇଁବାର…
ଅଧିକ ଖବର ଦେଖନ୍ତୁ...